Browsing Category
ଓଡ଼ିଶା
ମାହାପୁରୁକଁର ନାଗାର୍ଜୁନ୍ ବେଶ୍
ପୁରୀ ଶ୍ରୀମନ୍ଦିରନେ ଚତୁର୍ଦ୍ଧାମୂର୍ତ୍ତିକଁର ଦୁର୍ଲଭ୍ ନାଗାର୍ଜୁନ୍ ବେଶ୍ । ୨୬ ବରଷ୍ ଉତାରୁ ମହାପୁରୁ ନାଗାର୍ଜୁନ୍ ବେଶ ନେଇଛନ୍ । ରତ୍ନ ସିଂହାସନନେ ବଡମହାପୁରୁ, ସୁଭଦ୍ରା ଆରୁ କାଲିଆ ବୀର ବେଶ୍ନେ ସଜେଇ ହେଇଛନ୍ । ରୀତିନୀତି ହିସାବେ ମହାପୁରୁକଁର ସବୁ କାମ୍ ପୂରା ହେଲା ବାଦ୍ ତାକୁଁ…
କପା-ମକା ମଣ୍ଡି ଖୁଲବାର ଲାଗି ଦାବି
ନୂଆପଡା ଜିଲ୍ଲା କପା ଆରୁ ମକା ଚାଷ ଉପରେ ଚାଷୀ ଅଏତକା ନିର୍ଭର କରିଥିସନ୍ । ଇ ବରଷ୍ ନୂଆପଡ଼ା ଜିଲ୍ଲାନେ ୮ ହଜାର ହେକ୍ଟର ଜମିନେ ମକା ଆରୁ ୧୨ହଜାର ହେକ୍ଟର ଜମିନେ କପାଚାଷ କରାଯାଇଛେ । ହେଲେ ଇହାଦେ ତକ୍ ଜିଲ୍ଲାନେ ମଣ୍ଡି ନାଇଁ ଖୁଲିଥିବାରନୁ ଚାଷୀ ମାନକଁର ଭିତରେ ଅସନ୍ତୋଷ ଦେଖବାକେ ମିଲିଛେ…
ସହଦେବକଁର ‘ମିଶନ୍ ରଏବାର’
ଇହାଦେ ଚାରିଆଡେ କଲକାରଖାନା ଯେତକି ବନୁଛେ ଫେର ଗାଡି ମଟର ଭିଲ୍ ହେତକି ଚାଲିଛେ । ଆର ହେ ହିସାବେ ଗଉ ଭିଲ୍ ଲୋକ୍ କାଟତେଲ୍ ଯଉଛନ୍ । ପରିବେଶ ଖରାପ୍ ହେବାର ସାଙ୍ଗେ ଜଙ୍ଗଲ ଭିଲ୍ ନଷ୍ଟ୍ ହେବାରନେ ଲାଗିଛେ । ଏନ୍ତା ସମିଆଁଥି ଯେନଠାନେ ଲୋକ୍ ଇତାକେ ଅନଦେଖା କରୁଛନ୍ ଆରୁ କିଛି ସଙ୍ଗଠନ୍ ଅଛନ୍…
ଭୟକଁର୍ ରୂପ୍ ନେଲା ବାତ୍ୟା ‘ନିଭାର୍’
୨୫ ତାରିଖ୍ନେ ତାମିଲ୍ନାଡୁ ଆର୍ ପୁଡୁଚେରୀ ଉପକୂଲକେ ଛୁଈଁଥିବାର୍ ବାତ୍ୟା ନିଭାର୍ ଇହାଦେ ତାର୍ ଭୟକଁର୍ ରୂପ୍ ଦେଖେଇଛେ । ବାତ୍ୟା ଲାଗି ଚେନ୍ନାଇନେ ଲଗାତାର୍ ବର୍ଷା ଲାଗି ରହିଥିବାରନୁ ସେନ ସବୁ ଜାଗା ମାନକୁଁ ପାନି ପଶିଯାଇଛେ । ବାତ୍ୟା ଲାଗି ବର୍ଷା ହେବାର୍ ସାଙ୍ଗେ ବହୁତ୍…
କଳାହାଣ୍ଡିନେ କିନ୍ନର ଦେଖାଲେ କମାଲ୍
କଳାହାଣ୍ଡି ଜିଲ୍ଲାନେ ପହେଲା କିନ୍ନର ହିସାବେ ଚାକିରୀ ପାଏଲେ ଜନେ କିନ୍ନର । ଧର୍ମଗଡ଼ ଏନ୍ଏସି ଅଫିସ୍ନେ ଜନେ କିନ୍ନର ନିଯୁକ୍ତି ପାଇଛନ୍ । ବୁଲ୍ବୁଲ୍ କିନ୍ନର ଏନଏସିନେ ସପୋର୍ଟିଂ ଷ୍ଟାଫ୍ ହିସାବେ କାମ୍ଥି ଯୋଗ୍ ଦେଇଛନ୍ । ଏସଏଚଜି ମାନକୁଁ ସଚେତନ୍ କରାବାର କାମ୍ନେ ତାକୁଁ ନିଯୁକ୍ତ…
ଆଏଜ୍ନୁ ମୁଲ ହେଲା ପଂଚକ୍
ଆଏଜ୍ନୁ ମୁଲ୍ ହେଲା ପଂଚକ୍ । ପୁରୀ ଶ୍ରୀମନ୍ଦିରନେ କାର୍ତ୍ତିକ୍ ମାସ ସାରା ମାହାପୁରୁ ରାଧା ଦାମୋଦର ବେଶନେ ଦର୍ଶନ୍ ଦେଉଥିବା ବେଲକେ ମାସର ଶେଷ ୫ ଦିନ୍ ଦୁଶରା ୫ଟା ବେଶେ ଦର୍ଶନ ଦେଇଥିସନ୍ । ମାସ ଜାକି ବ୍ରତଧାରୀ ମାନେ ନିଷ୍ଠାଥି ମାହାପୁରୁକଁର ପୂଜା ପାଠ କରିଥିସନ୍ । କାର୍ତ୍ତିକ ମାସ…
ଭିମ୍ସାରନେ ବନବା ୪୦ ଶଯ୍ୟା ଆଇସିୟୁ କମ୍ପେ୍ଲକ୍ସ
ବୁର୍ଲା ଭିମ୍ସାରନେ ଆଇସିୟୁ ଅଭାବ ଲାଗି ବନେ ଅସବିଧା ଭୁଗୁଛନ୍ ରୁଗୀ । ରୁଗୀକଁର ସଂଖ୍ୟା ହିସାବେ ଆଇସିୟୁ ନାଇଁ ଥିବାରନୁ ବନେ ସମସ୍ୟା ଦେଖାଦେଇଛେ । ଇ ସବୁ ସମସ୍ୟାକେ ନଜରଥି ରଖିକରି ଇଠାନେ ୪୦ ଶଯ୍ୟା ବାଲା ଆଇସିୟୁ ବନା ଯିବାର ଲାଗି ପ୍ରସ୍ତାବ ଦିଆଯାଇଛେ । ଇତାର ବାହାରେ ଅପରେସନ୍…
ସୁନ୍ଦରଗଡନେ ଏମ୍ସ ଖୁଲବାର୍ ଦାବି
ସୁନ୍ଦରଗଡ ଜିଲ୍ଲାନେ ଏମ୍ସର୍ ଆର୍ ଗୁଟେ ପ୍ରତିଷ୍ଠାନ୍ ଖୁଲବାରକେ ନେଇକରି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ୍ ରାଜେଷ୍ ଭୂଷଣକୁଁ ଚିଠି ଲେଖଛନ୍ ମୁଖ୍ୟ ଶାସନ୍ ସଚିବ୍ ଅସିତ୍ ତ୍ରିପାଠୀ । ରାଏଜନେ ଏମ୍ସ ଗୁଟେ ଭଲ୍ ସ୍ୱାସ୍ଥ୍ୟ ସେବା ଦେଇ ଆସୁଛେ ସେଥିର୍ ଲାଗି ଏମ୍ସ ର ନାଁ ରହିଛେ ।…
ଡିସେମ୍ବରନୁ ‘ମିଶନ୍ ଜିରୋ ଏଫ୍’
ଇ ବରଷ୍ କରୋନା ବେମାରୀ ଲାଗି ସବୁ ଶିକ୍ଷା ଅନୁଷ୍ଠାନ୍ ମାନେ ବନ୍ଦ ରହିଛେ । ଇହାଦେ ଭିଲ୍ ସଂକ୍ରମଣର ଡର୍ ରହିଥିବାର ବେଲେ ସ୍କୁଲ ଖୁଲବାର ନେଇକରି ଆଲୋଚନା ଚାଲିଛେ । ତ ଇତାର ଭିତରେ ମେଟ୍ରିକ୍ ପରୀକ୍ଷାକେ ନେଇକରି ଭିଲ୍ ଚିନ୍ତା ବଢିଛେ । ୨୦୨୦-୨୧ ମେଟ୍ରିକ୍ ପରିକ୍ଷାନେ ଛାତ୍ରଛାତ୍ରୀକଁର…
ଶ୍ରୀମନ୍ଦିର ଉତାରୁ ସମଲେଇ ମନ୍ଦିର ପାଶୁ ହେବା ଉଚ୍ଛେଦ୍
ପୁରୀ ଜଗନ୍ନାଥ ମନ୍ଦିର ଉତାରୁ ଇହାଦେ ସମ୍ବଲପୁର ସମଲେଇ ମନ୍ଦିର ଚାରିଚକାର ସୁନ୍ଦରତା ଲାଗି କାମ୍ କରାଯିବା । ମନ୍ଦିର ଚାରିଚକା ଥିବାର ଦୁକାନ୍, ବଜାର ବସ୍ତି ସବୁକେ ଇଥିର ଲାଗି ଉଠାଯାଉଛେ । ରାଜ୍ୟ ସରକାରକଁର ଗୁଟେ ଟିମ୍ ଆଡୁ ଟପୋଗ୍ରାଫିକାଲ ସର୍ଭେ ଜାରି ରହିଛେ । ଇ ରିପୋର୍ଟ ଆଏଲା ବାଦ୍…