Browsing Category
ଓଡ଼ିଶା
କରୋନାନେ ଡାକ୍ତର ଚିତ୍ତରଂଜନ କରକଁର ବିୟୋଗ୍
ଓଡ଼ିଶା ମେଡିକାଲ୍ ଜଗତର ନାଁକରା ଡାକ୍ତର ପ୍ରଫେସର ଚିତ୍ତରଞ୍ଜନ କରକଁର ବିୟୋଗ୍ । ସେ ଏସସିବି ମେଡିକାଲ ନେଫ୍ରୋଲୋଜି ବିଭାଗର ମୁଖିଆ, ରାଜ୍ୟର ଅଙ୍ଗ ପ୍ରତିରୋପଣ କାର୍ଯ୍ୟକ୍ରମର ରାଜ୍ୟ ନୋଡାଲ୍ ଅଫିସର୍ ଭାବେ କାମ୍ କରୁଥିଲେ । ୫୭ ବରଷଥି କରୋନାନେ ତାକଁର ଜୀବନ୍ ଯାଇଛେ । ଗଲା ସେପ୍ଟେମ୍ବର…
ବଢବା ଜାଡ୍
ରାଏଜେ ବଢବା ଜାଡ୍ । ନଭେମ୍ବର ଶେଷ୍ ତକ୍ ଜବର୍ ଜାଡ୍ ବଢବାର ସମ୍ଭାବନା ରହିଛେ । ଆଗକେ ପାରା ଆହୁରି କମ୍ବାର ନେଇକରି ଆଞ୍ଚଳିକ ପାଏନ୍ପାଗ ବିଭାଗ ଆଡୁ କୁହାଯାଇଛେ । ଆଏବାର ୨ ଦିନ୍ ରାଜ୍ୟର କେତେଟା ଜାଗାନେ ବର୍ଷା ହେଇପାରେ , ଯେନଥିର ଲାଗି ପାରା ବେଶି ନାଇଁ କମେ । ହେଲେ ୨୨ ତାରିଖ…
କାର୍ତିକ୍ ମାସେ ସମ୍ପର୍ଦା ନାଚ୍
ଗାଁ ମାନକୁଁ ଇହାଦେ ବି ପଂଞ୍ଚ୍କ ସମିୟାନେ ଲୋକମାନେ ପାହାନ୍ତିଆନୁ ଉଠିକରି ପୂଜା କରବାର ସାଙ୍ଗେ ପୁରାଣ୍ ପାଠ୍ ,ସତସଙ୍ଗ୍, ପାଲା କାରିଥିସନ୍ । ସେନ୍ତା ନୁଆପଡା ଜିଲ୍ଲା ର୍ ଖଡିଆଲ୍ନେ କାର୍ତିକ୍ ମାସେ ପୂଜା ପାଠ୍ ସାଙ୍ଗେ ନାଚ୍ ଗାନା ଭିଲ୍ ଦେଖବାର୍କେ ମିଲିଛେ । ଖଡିଆଲ୍ନେ…
ବରଗଡନେ ହେବା କେନ୍ସର ହସ୍ପିଟାଲ୍
ବରଗଡ ଜିଲ୍ଲାନେ ବନବାର୍ କେ ଯାଉଛେ ସବୁ ନୁଆଁ ନୁଆଁ ସୁବୁଧା ଥିବାର ଗୁଟେ ଆଧୁନିକ୍ କେନ୍ସର ହସ୍ପିଟାଲ୍ । ଯେନ କେନ୍ସର୍ ରୋଗୀକଁର୍ ଚିକିତ୍ସା ଲାଗି ରେଡିଓଥେରାପି , କେମୋଥେରାପି ,ସିଟି ସିମୁଲେଟର୍ ବାଗିର୍ ସବୁ ସୁବିଧା ରହେବା ,ଆର୍ ଜରୁରୀ କାଲୀନ୍ ସ୍ୱାସ୍ଥ୍ୟ ସେବା ଉପରେ ବି…
ରାଉରକେଲା ଏରୋଡ୍ରମ୍ନେ ଏଏଆଇ ଟିମ୍
ରାଉରକେଲା ବିମାନବନ୍ଦରନୁ ଉଡବା ଘରୋଇ ବିମାନ୍ । କେତେଦିନୁ ଇଠାନେ ବିମାନ୍ ଉଡବା ନେଇକରି କାମ୍ ଚାଲିଥିଲେ ଭିଲ୍ କାର୍ଯ୍ୟକାରୀ ହେଇନାଇଁ ପାରିଥାଇ । ଆଏଜ୍ ଏୟାର ଅଥରିଟି ଅଫ୍ ଇଣ୍ଡିଅରାର ଦୁଇ ଜନିଆ ଟିମ୍ ଆସିକରି ଘରୋଇ କମ୍ପାନୀ ଅଧିକାରୀ ମାନକଁର ସାଙ୍ଗେ ଆଲୋଚନା ଇନେଇକରି କରିଛନ୍ । ଇ…
ରେଙ୍ଗାଲି ତହସିଲ୍ ଅଫିସନେ ନିଆଁ
ଯୁଆନକଁର ବଦମାସୀ । ତହସିଲ ଅଫିସ୍ନେ ନିଆଁ ଲଗେଇକରି ଛାଡିଛନ୍ ସୋସିଆଲ ମିଡିଆନେ । ଘଟନାଟା ସମ୍ବଲପୁର ରେଙ୍ଗାଲି ତହସିଲ ଅଫିସନେ ଘଟିଛେ । ରାଜୀବ କିଶାନ୍ ନାଁର ଝନେ ଯୁଆନ୍ ଏନ୍ତା କାଣ୍ଡ କରିଥିବାର ବେଲେ ନିଜେ ସୋସିଆଲ ମିଡିଆନେ କଥା ମାନିଛନ୍ । ଯାର ବାଦ୍ ପୁଲିସ ତାକୁଁ ଥାନାନେ ଅଟକ…
ଆଏଜ୍ନୁ ବିଧାନସଭାର ଶୀତ ଅଧିବେଶନ୍
ମୁଲ୍ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ୍ । ଆଏଜ୍ ପହେଲା ବାଚସ୍ପତି ତଥା ଆଘରର ମନ୍ତ୍ରୀ ଶରତ କରକଁର ଲାଗି ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନରୟକ ଇ ଶୋକ ପ୍ରସ୍ତାବ ଦେଇଥିଲେ । ଇତାର ସାଙ୍ଗେ କରୋନା ଯୋଦ୍ଧାକୁଁ ମନେ ପକେଇ କରି ତାକୁଁ ଶ୍ରଦ୍ଧାଞ୍ଜଳି…
ଡେରି ହେଲେ ବି ହେବା ପରୀକ୍ଷା
ଇ ଶିକ୍ଷା ବରଷ୍ଥି ହିଁ ହେବା ଦଶମ ଆରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା । ଡେରି ହେଲେ ଭିଲ୍ ପରୀକ୍ଷା କରାଯିବାର ନେଇକରି ସୂଚନା ଦେଇଛନ୍ ସ୍କୁଲ ଆର ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଇଥିର ଲାଗି ସବୁନୁ କମ୍ ୩ ମାସ୍ ପାଠପଢା ହେବା । ଯଦି କେନ୍ଦ୍ରୀୟ ସ୍ତରନେ ପରୀକ୍ଷା ବନ୍ଦ ହେବାର ନେଇକରି ଘୋଷଣା…
ଆର୍ ନାଇନ ରାଜେନ୍ଦ୍ର ପଣ୍ଡା
ସମ୍ବଲପୁର୍ର ରାଜେନ୍ଦ୍ର ପଣ୍ଡା ଯିଏକି ଥିଏଟର୍ ଜଗତ୍ର ଗୁଟେ ଜନା ସୁନା ଅଭିନେତା ଥିଲେ ଆଏଜ୍ ତାକଁର ବି୍ୟୋଗ୍ ହେଇଯାଇଛେ । ଖାଲି ଥିଏଟର୍ ଜଗତ୍ ନାଇ ,ସେ ଆମର୍ ଓଡିଆ ଫିଲ୍ମ୍ ଜଗତ୍ ନେ ଭିଲ୍ ବହୁତ ଜନା ସୁନା ଚେହେରା ଟେ ଥିଲେ । ସେ ଜନେ କଲାକାର ହେବାର୍ ସାଙ୍ଗେ ସାଙ୍ଗେ ଜନେ…
ରାଜ୍ୟନେ ଜଲଦି ଆସବା କରୋନା ଟିକା:ମୁଖ୍ୟମନ୍ତ୍ରୀ
ରାଜ୍ୟରେ ବହୁତ୍ ଜଲଦି କରୋନା ଟିକା ଆସବାର କଥା କହିଛନ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱାସ୍ଥ୍ର୍ୟକର୍ମୀକଁର ସାଙ୍ଗେ ଗର୍ଭବତୀ ମହିଲା ଆରୁ ୬୦ ବରଷନୁ ଅଏତକା ବରଷର ଲୁକକୁଁ ଆଘୋ ଟିକା ଦିଆଯିବା । କୋଭିଡ୍ ପରିଚାଳନା ନେଇକରି ହେଇଥିବାର ବୈଠକନେ ଇ ସବୁ ଉପରେ ଅଏତକା ଗୁରୁତ୍ୱ ଦେଇଛନ୍…