Browsing Category

ଓଡ଼ିଶା

ବାପ-ପୁଓକଁର ଗଲା ଜୀବନ୍‌

ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ୍ ଜମ୍ଭେଲ ଛକ୍ ପାଶେ ବୋଲେରୋ-ବାଇକ୍ ସାମ୍ନାସାମ୍ନି । ଶୁକ୍ରବାର ଇ ଦୁର୍ଘଟନା ଘଟିଥିବାର ବେଲକେ ଦୁର୍ଘଟନାନେ ବାପ-ପୁଓକଁର ଜୀବନ୍ ଯାଇଛେ । ତରଣୀ ସେନ ବିଶି ଆରୁ ତାକଁର ପୁଓ ଶମ୍ଭୁ ବିଶିକଁର ଜୀବନ୍ ଯାଇଛେ । ସେଆଡେ ଘଟନାନେ ଜନେ ମହିଲା ଆରୁ ଗୁଟେ ୪ ମାସର…

ଆର୍ ଜାଡେ ନାଇଁ ଥରନ୍ ଘରନାଇଁ ଥିବାର ଲୋକ୍‌

ରାଜ୍ୟନେ ଧୀରେ ଧୀରେ ବଢବାରନେ ଲାଗଲାନ୍ ଜାଡ୍ । ପାରା କମତେଲ୍ ଯଉଥିବାର ବେଲକେ ଆଗକେ ଆହୁରି ଥଣ୍ଡା ପଡବା ନେଇକରି ପାଣିପାଗ ବିଭାଗ ଆଡୁ କୁହାଯାଇଛେ । ଏନ୍ତାଥି ଯାର ଘର ଦୁଆର ନାଇଁନ ସେମାନେ ବେଶୀ ଅସବିଧା ଭୁଗୁଛନ୍ । ଇମାନକୁଁ ଜାଡୁ ବଂଚାବାର ଲାଗି ସମ୍ବଲପୁର ଜିଲ୍ଲା ପ୍ରଶାସନ ଆଡୁ…

କୁହୁଲା ଆର ଖାର୍ ଗୁଣ୍ଡ୍‌ନେ ବେହାଲ୍ ଝାରସୁଗୁଡ଼ାର ଲୋକ୍‌

ଶିଲ୍ପର ସହର ଝାରସୁଗଡ଼ାନେ କଲକାରଖାନା ମାନେ ଭର୍ତ୍ତି ଅଛେ । ସହରଟା ଛୋଟ୍ ହେଇଥିବାର ବେଲକେ କେତନି ଶିଲ୍ପ ସଂସ୍ଥାମାନେ ରହିଛେ ଯେନ୍‌ଥିର ଲାଗି ପ୍ରଦୂଷଣ ବଢବାରନେ ଲାଗିଛେ । ଆରୁ ଇଟା ଇହାଦେ ସହର ଲାଗି ମୁଡ ଦୁଖାର କାରନ୍ ବନିଛେ । ଏନ୍ତାକି ଦେଶର ଶହେଟା ପ୍ରଦୂଷିତ୍ ସହର ଲିଷ୍ଟନେ…

ବୌଦ୍ଧର ଐତିହ୍ୟକେ ନେଇକରି ଖୁଲବା ମ୍ୟୁଜିୟମ୍‌

ବୌଦ୍ଧନେ ପହେଲା କରି ବନବାକେ ଯଉଛେ ଇତାର ଐତିହ୍ୟକେ ନେଇକରି ଗୁଟେ ମ୍ୟୁଜିୟମ୍ । ଜିଲ୍ଲାର ପୁରନା କଚରି କୁଠାକେ ମ୍ୟୁଜିୟମ୍ ବନାଯିବା, ଯେନଠାନେ କି ଲୋକ୍ ଆମର ପୁରନା ସଂସ୍କୃତି ପରମ୍ପରାକେ ଜାନିପାରବେ । ଇଠାନେ ମ୍ୟୁଜିୟମ୍ ଖୁଲାଯିବାର ନେଇକରି କେତନି ଦିନୁ କଥା ଚାଲିଥିବାର ବେଲକେ ଗଲା…

ଦାଦନ୍ ଶ୍ରମିକ୍ ହଟାବାର ମିଶନ୍‌ନେ ରାଜ୍ୟ ସରକାର

ଆର ବାହାର ରାଜ୍ୟକେ ଦାଦନ ଖଟିଯିବାକେ ନାଇଁ ପଡେ କାହାକେ । ରାଜ୍ୟ ସରକାର ଦାଦନ ଶ୍ରମିକ୍ ହଟାବାର ଲାଗି ମୁଲ କରୁଛନ୍ ଗୁଟେ ନୂଆଁ ଯୋଜନା । ୫ଶହ କୋଟି ଟଙ୍କାର କର୍ପସ ପାଣ୍ଠି ଗୁଟେ କରିକିନା ଇ ଦିଗନେ ବିକାଶ ମୂଲକ କାମ୍ କରବାର ଲାଗି ଯୋଜନା କରିଛନ୍ । ଇ ଯୋଜନା ଗଲା ଜାନୁଆରୀନୁ ପ୍ରସ୍ତୁତ…

“ହେଲମେଟ୍ ଆର୍ ମାସ୍କ ପିନ୍ଧ ବୋ… ପୁଲିସ୍ ଅଛେ…”

"ହେଲମେଟ୍ ଆର୍ ମାସ୍କ୍ ପିନ୍ଧ ବୋ... ହେ ଆଗାଡେ ପୁଲିସ୍ ଅଛେ । ନାଇଁ ପିନ୍ଧିଥିବ ବେଲେ ଫାଇନ୍ ପକାବେ । ହେନୁ ପାର୍ ହେଇକରି ଆଗକେ ପଲାଲେ ଫେର୍ ଖୁଲି ନି ଦେମା କାଏଁ । " ଇ ପ୍ରକାରର୍ କଥା ଦୁଇପଦ୍ କେତେ ଲୋକ୍ ଯେ କେତେ ଠାନେ ଶୁନିଥିବେ ଆର୍ କହୁ ଭିଲ୍ ଥିବେ ତାର୍ ହିସାବ୍ ନାଇଁନ। କଥା…

ବିଷାନ୍ ହେଲାନ ମହାନଦୀ ପାଏନ୍

ମହାନଦୀ ପାଏନ୍ ମଏଲା । ସୋନପୁର ଜିଲ୍ଲା ବିନକା ଦେଇକରି ଯାଇଥିବାର ମହାନଦୀର ପାଏନ୍ ଇହାଦେ ଖରାପ୍ ହେବାରନେ ଲାଗଲାନ୍ । ସହରର ସବୁ ମଏଲା କଚରା ପାଏନନେ ମିଶିକରି ଇତାକେ ବିଷାନ୍ କରିଦେଲାନ । ଉପରମୁଡୁ ତଲମୁଡ୍ ତକ୍ ପାଏନ୍ ମଏଲା ହେଉଥିବାର ବେଲକେ ଇତାକେ ଲାଖ୍ ଲାଖ୍ ଲୋକ୍ ଫିଦିନ୍ ବେଭହାର…

‘ମିଶନ୍ ଜିରୋ-ଏଫ୍‌’ ମୁଲ୍

ସମ୍ବଲପୁର ଜିଲ୍ଲା ପ୍ରଶାସନ ଆଡୁ ମୁଲ୍ ହେଲା ମିଶନ୍ ଜିରୋ-ଏଫ୍ । ଜିଲ୍ଲାନେ ମେଟ୍ରିକ୍ ଛାତ୍ରଛାତ୍ରୀକଁର ପାସ୍ ହାର ବଢାବାର ଲାଗି ମିଶନ୍ ଜିରୋ-ଏଫ୍ ମୁଲ ହେଇଛେ । ଇ ଯୋଜନା ଆଡୁ ଜିଲ୍ଲାର ଭିନ୍ ଭିନ୍ କେନ୍ଦ୍ରନେ ଛୁଆକୁଁ ପାଠପଢା ଭିଲ୍ ଆରମ୍ଭ ହେଇଯାଇଛେ । ଗଲା ୧୦ ବଛରର କେଟ୍ରିକ୍ ପ୍ରଶ୍ନ…

ସବୁ ଜରୁରୀ ସେବା ଲାଗି ‘୧୧୨’

ରାଜ୍ୟନେ ପୋଲିସ ଆଡୁ ଯୁଗେଇଦିଆଯାଉଥିବାର ସବୁ ଜରୁରୀ ସେବା ଲାଗି ଏତକର ଅଲଗ ଅଲଗ ନମ୍ବରର ଦରକାର ନାଇଁପଡେ । ପୁଲିସ ସାହାଜ୍ ଲାଗି ଏତକର୍ ଗୁଟେ ନମ୍ବର ବେଭହାର କରାଯିବା, ସେଟା ହେଉଛେ ୧୧୨ । ଇ ନମ୍ବର ଜଲଦି ଲାଗୁ କରାଯିବାର ନେଇକରି ରାଜ୍ୟ ସରକାରକଁର ଆଡୁ କୁହାଯାଇଛେ । ପୁଲିସ,…

ସବୁନୁ ଥଣ୍ଡା ସହର୍ ସୋନପୁର

ରାଜ୍ୟନେ ଧୀରେ ଧୀରେ ପାରା କମ୍‌ବାର ସାଙ୍ଗେ ଇହାଦେ ଥଣ୍ଡା ବଢବାରନେ ଲାଗିଛେ । ୪ଟା ସହରନେ ପାରା ୧୦ ଡିଗ୍ରି ତଲେ ରହିଥିବାର ବେଲକେ ସୋନପୁର ସବୁନୁ ଅଏତକା ଥଣ୍ଡା ସହର ଥିବାର ନେଇକରି ରେକର୍ଡ ହେଇଛେ । ଇହାଛିନ୍ ସୋନପୁରନେ ସବୁନୁକମ୍ ୮.୮ ଡିଗ୍ରି ପାରା ଥିବାର ରେକର୍ଡ କରାଯାଇଛେ । ସେନ୍ତା…