Browsing Category
ଓଡ଼ିଶା
ହକି ବିଶ୍ୱକପ୍ ୨୦୨୩ ଲାଗି ସ୍ଥିତି ଅନୁଧ୍ୟାନ୍
ଫେର୍ ଓଡ଼ିଶାନେ ହକି ବିଶ୍ୱକପ୍ର ଆୟୋଜନ୍ କରାଯିବାର ନେଇକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ । ୨୦୨୩ ହକି ବିଶ୍ୱକପ୍ ଭୁବନେଶ୍ୱର ଆର ରାଉରକେଲାନେ ଖେଲାଯିବାର ନେଇକରି ଘୋଷଣା ହେଇଥିବାର ବେଲକେ ଷ୍ଟାଡିୟମ୍ କାମ୍ ମୁଲ ହେଇଗଲାନ । ଇ ସବକେ ଆଏଁଖ ଆଗାଡେ ରଖିକରି ବିଜୁ ପଟ୍ଟନାୟକ…
କେନ୍ତା ଥିଲେ ସହିଦ ରେଣ୍ଡୋ ମାଝୀ?
ଆମର ମାଟିର ପୁଓ, ମାଟିର ଟେକ ସହିଦ ରେଣ୍ଡୋ ମାଝୀ । ଯିଏ କି ଝନେ ବୀର ସଂଗ୍ରାମୀ , ନିଜର ମାଁ ମାଏଟ ଲାଗି ନିଜର ଜୀବନ୍ ଦେଇଥିଲେ । ଭାରତର ସ୍ୱାଧିନତା ସଂଗ୍ରାମ୍ ବଏଲେ ସବୁବେଲେ ବୁଝାଯାଏସି ଯେ ସେ ସମିଆଁର ପଢା ଲିଖା ଲୋକ୍ ମାନେ ଯେତେବେଲକେ ଆନ୍ଦୋଲନ୍ କଲେ, ରାସ୍ତାକେ ଉତରିଲେ, ସେମାନେ…
କରୋନା ମହାମାରୀ ଭିତରେ ସ୍କୁଲ୍ କେ ସଜାଲେ ସୁରେଶ
କରୋନା ମହାମାରୀ ସମିୟାନେ ସବୁ ସ୍କୁଲ୍ କଲେଜ୍ ବନ୍ଦ ହେଇଥିବାର୍ ବେଲେ ସୋନପୁର ଜିଲ୍ଲା ଡୁଙ୍ଗରୀପାଲିର୍ ଜନେ ଶିକ୍ଷକ ସୁରେଶ ପୂଜାରୀ ତାକଁର୍ ପଢଉଥିବାର୍ ସମଲେଇଚୁଆ ସରକାରୀ ଉଚ୍ଚ ବିଦ୍ୟାଲୟ କେ ଗୁଟେ ସୁନ୍ଦର୍ ବଗିଚାର୍ ରୁପ୍ ଦେଇଛନ୍ । କରୋନା ସମିୟାନେ ସବୁ ଶିକ୍ଷକ୍…
ଚାଷୀ ଲାଗି ନବୀନ ସରକାରକଁର୍ ନୂଆ ପଦକ୍ଷେପ୍
ଚାଷୀ ମାନକଁର୍ ସମସ୍ୟା ର ସମାଧାନ କରବାର୍ କେ ଅଣ୍ଟା ଭିଡିଛନ୍ ଆମର୍ ରାଜ୍ୟ ସରକାର୍ । ରାଏଜ୍ନେ କୃଷି ଆର୍ କୃଷକକଁର୍ ବିକାଶ୍ ଲାଗି ରାଜ୍ୟ ସରକାର୍ ନୁଆ ନୁଆ ଯୋଜନା ସବୁ ଲାଗୁ କରିଥିସନ୍ ।ତାର୍ ସାଙ୍ଗେ ଆମର୍ ରାଏଜର୍ ସ୍ୱାସ୍ଥ୍ୟ ସେବା ଆର୍ ପିଇବାର୍ ପାଏନ ର୍…
ହେରିଟେଜ୍ ଭବନ୍ ହେଲା ସମ୍ବଲପୁରର ମୁଖିଆ ଡାକ୍ଘର୍
ଭାରତ ସରକାରକଁର୍ ଯୋଗାଯୋଗ୍ ମନ୍ତ୍ରାଲୟ ଅଧିନନେ ରହିଥିବାର୍ ପୁରନା ୮ଟା ଡାକଘର୍ କେ ସରକାରକଁର୍ ହେରିଟେଜ୍ ଆର୍ ମ୍ୟୁଜିୟମ୍ ପରିଚାଲନା ସଂସ୍ଥା ଆଡୁ ଡିସେମ୍ବର୍ ୮ ତାରିଖ୍ ନେ ହେରିଟେଜ୍ ଭବନ୍ (ପ୍ରାଚୀନ କୀର୍ତ୍ଥି ) ହିସାବେ ମାନ୍ୟତା ଦିଆଯାଇଛେ । ସେ ଭିତରୁ ସମ୍ବଲପୁରର୍…
ଇଥର ପରୀକ୍ଷା କେନ୍ତା ଦେବେ ପିଲା ?
କରୋନା ଲାଗି ବନେ ଦିନ୍ୁ ବନ୍ଦ ଅଛେ ସ୍କୁଲ, କଲେଜ ସବୁ । ଛୁଆକଁର୍ ସୁରକ୍ଷାକେ ନଜରଥି ରଖି ଏନ୍ତା ନିଷ୍ପତ୍ତି ନିଆଯାଇଥିଲା । ହେଲେ ଏବେ ବଡ ପ୍ରଶ୍ନ ଉଠିଛେ ଯେ ଆଗକେ ପରୀକ୍ଷା କେନ୍ତା ହେବା । କ୍ଲାସରୁମରେ ପଢେଇକରି ସବୁ ସିଲାବସ ସାରିକରି ପରୀକ୍ଷା ହେବା ନା ଅନଲାଇନ୍ ପାଠପଢାକେ ଏକା…
ହୀରାକୁଦ୍ନେ ଆରମ୍ଭ ହେଲା ଇକୋ ରିଟ୍ରିଟ୍
ରାଜ୍ୟ ସରକାରକଁର୍ ଆଡୁ ରାଏଜର୍ ୫ଟା ଭିନ୍ ଭିନ୍ ଯାଗାନେ ଇକୋରିଟ୍ରିଟ୍ ଆରମ୍ଭ ହେଇଛେ । ସେଭିତରୁ ସମ୍ବଲପୁର୍ର ହୀରାକୁଦ୍ ନେ ପହେଲା ଥର୍ ଲାଗି ଇକୋରିଟ୍ରିଟ୍ କରାଯାଇଛେ । ତାର୍ ସବୁ ପ୍ରସ୍ତୁତି ପହେଲା ନୁ ସରିଯାଇଥିବାର୍ ବେଲେ ଆଏଜ ତାର୍ ଉଦ୍ଘାଟନ୍ କରାଯାଇଛେ । ରାଜ୍ୟ…
ନଦୀ ଭିତରେ ହଜିଯାଇଛେ କେତନି ଐତିହାସିକ୍ ମନ୍ଦିର
ତନ୍ତ୍ର,ମନ୍ତ୍ର,ଯନ୍ତ୍ରର ପୀଠ୍ ହେଉଛେ ସୋନପୁର । ସାଧକକଁର ସାଧନା ସ୍ଥଲ ହେଉଛେ ଇ ମହାନ୍ ମାଏଟ୍ । ମନ୍ଦିରମାଲିନୀ ସହର ହିସାବେ ଭିଲ୍ ଜନା ସୋନପୁର । ଇତାକେ ଦ୍ୱିତୀୟ ବାରଣାସୀ ବଲିକରି ଭିଲ୍ କୁହାଯାଇସି । ଅଷ୍ଟ ଶମ୍ଭୁ, ଅଷ୍ଟ ବିଷ୍ଣୁ, ଅଷ୍ଟ ଚଣ୍ଡୀକଁର ସାଙ୍ଗେ ୧୦୮ ମନ୍ଦିର ରହିଛେ । ଇ…
ଉର୍ଦ୍ଦୁ କବି ନିଜାମ୍କୁଁ ଜାତୀୟ ଗଙ୍ଗାଧର ସମ୍ମାନ୍
୨୦୧୯ ବଛର୍ ଲାଗି ଗଙ୍ଗାଧର ଜାତୀୟ ସମ୍ମାନ୍ ଦିଆଯିବାର ନେଇକରି ବସଲା ବୈଠକ୍ । ନାଁକରା ଉର୍ଦ୍ଦୁ କବି ସିନ୍ କାଫ୍ ନିଜାମ୍କୁଁ ୨୦୧୯ ଲାଗି ସମ୍ମାନିତ୍ କରାଯିବା ଗଙ୍ଗାଧର ମେହେର ଜାତୀୟ ସମ୍ମାନନେ । ଇଟା ନେଇକରି ସୋମବାର ସମ୍ବଲପୁର ବିଶ୍ୱବିଦ୍ୟାଳୟନେ ହେଇଥିବାର ସିଣ୍ଡିକେଟ୍ ବୈଠକନେ…
ତେଲ୍ ଉତାରୁ ବଢଲା ବସ୍ ଭଡା
ବଢଲା ବସ୍ ଭଡା । କରୋନା ମାଡ୍କେ ସବୁ ଜିନିଷର ଦାମ୍ ବଢବାରନେ ଲାଗିଛେ । ତେଲ୍, ନୁନ୍ନୁ ନେଇକରି ପନିପରିବା ବଢଲା ଉତାରୁ ଇହାଦେ ଯିବାର ଆଏବାରଟା ଭିଲ୍ ମହଁଙ୍ଗା ହେଇଛେ । ଗଲା କିଛି ଦିନ୍ ପେଟ୍ରୋଲ୍ ଡିଜେଲ୍ର ଦାମ୍ ବଢିଥିବାର ବେଲେ ିହାଦେ ରାଜ୍ୟନେ ବସ୍ ଭଡା ଭିଲ୍ ବଢିଛେ । ପେସେଞ୍ଜର…