Browsing Category
ଓଡ଼ିଶା
‘ଧନୁଯାତ୍ରା ହେଉ’
ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତରା । ସବୁନୁ ବଡ ଖୁଲା ରଙ୍ଗ ମଞ୍ଚନେ ଯେତେବେଲେ ଧନୁଯାତରା ଚାଲିଥିସି ସେତେବେଲେ ଉଠୁଥିସି ପଡୁଥିସି ବରଗଡ ସହର । ବରଗଡ ସହର ତ ନାଇଁ ଥାଏ ସେତେବେଲକେ ମଥୁରା ନଗରୀ ପାଲଟିଯାଏସି ବରଗଡ ସହର ଆର ଅମ୍ବାପାଲି ହେଇଯାଇଥିିସି ଗୋପପୁର । ହେଲେ ଇ ବର୍ଷ ନାଇଁ ହୁଏ ବରଗଡ…
ଝାରସୁଗୁଡା ଆର୍ ବରଗଡ୍ କେ ଜୁଡବା ଜରିମୁଲି–ଭିକରମପାଲି ପୋଲ୍
ସମ୍ବଲପୁର ଜିଲ୍ଲାର ରମ୍ପେଲା ନେ ହୀରାକୁଦ ଉପରେ ପୋଲ୍ ବନବାର୍ ନୁ ସମ୍ବଲପୁର୍ ଆର୍ ଝାରସୁଗୁଡା ଜିଲ୍ଲାର୍ ଲଖନପୁର୍ କେ ଯିବାର୍ ଲାଗି ସୁବିଧା ହେଇଛେ । ସେନ୍ତା ବହୁତ୍ ବରଷ୍ ହେଲା ଝାରସୁଗୁଡା ନୁ ବରଗଡ କେ ଯୁଡବାର୍ ଲାଗି ସିଧା ସଲକ୍ ରାସ୍ତା ତିଆରି ଆର ପୋଲ୍ ବନାବାର୍ କେ…
ହରିଶଙ୍କର ଲାଗି ଇଣ୍ଟିଗ୍ରେଟେଡ୍ ମାଷ୍ଟରପ୍ଲାନ୍
ବଦଲିବା ହରିଶଙ୍କର ଆର ନରସିଂହନାଥର ରୂପ୍ । ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ୍ ସ୍ଥଲ୍ ଆରୁ ଐତିହାସିକ୍ ପୀଠ୍ ମାନକେ ସଜଡାବାର ଲାଗି ଚେଷ୍ଟା ମୁଲ କରିଛନ୍ ରାଜ୍ୟ ସରକାର । ଇ ସବୁ ଜାଗା ମାନକୁ ସୁନ୍ଦର ହିସାବେ ସଜାବାର ସାଙ୍ଗେ ଇତାର ବିକାଶ ଦିଗନେ କାମ୍ ମୁଲ୍ ହେଇଛେ । ପର୍ଯ୍ୟଟକ୍ ମାନର୍କର ଲାଗି…
ଜଲୁଛେ ସମ୍ବଲପୁର୍ !
ଜଲୁଛେ ସମ୍ବଲପୁର ସହର । ସହରନେ ଧୀରେ ଧୀରେ ବଢବାରନେ ଲାଗିଛେ ଅପରାଧୀକ୍ କାମ୍ । ଗ୍ୟାଙ୍ଗ୍ ଗ୍ୟାଙ୍ଗ୍ ଭିତରେ ମାଡ୍ପିଟ୍ ଚାଲିଛେ ଆରୁ କାହାର ନା କାହାର ହତ୍ୟା ହେଉଥିବାର ଘଟନା ସାମ୍ନାକେ ଆସୁଛେ । ସେଆଡେ ସହରନେ ଏତେ ସବୁ ଘଟନା ବାଦ୍ ଭିଲ୍ ନିଦେ ଶୁଇଛେ ପୁଲିସ ଆରୁ ପ୍ରଶାସନ୍ । ପୁଲିସ…
କୁଚିଣ୍ଡା ଧାନମଣ୍ଡି ନେ ପଡିଛେ ସାଢେ ୩ ଲାଖ୍ ଧାନ ବସ୍ତା
ସବୁଆଡେ ଇହାଦେ ଚାଷୀ ମାନକଁର୍ ଆନ୍ଦୋଲନ ଜୋର୍ ଧରିଥିବାର୍ ବେଲେ କୁଚିଣ୍ଡା ର ଚାଷୀ ମାନକଁର୍ ଦୁଃଖ୍ କହେଲେ ନି ସରେ । କୁଚିଣ୍ଡା ଅଂଚଲ ର ୩ ହଜାର୍ ଚାଷୀ ମାନକଁର୍ ଇହାଦେ ନିଦ୍ ହଜି ଯାଇଛେ । ଇଆଡେ ନା ମିଲର୍ ଆସୁଛନ୍ ନା ପ୍ରଶାସନ ଶୁନୁଛନ୍ । ଖୁଲା ନେ ପଡିଛେ ବସ୍ତା ବସ୍ତା…
ବାହାରଲା ୨୦୨୧ ର ଛୁଟି ଲିଷ୍ଟ୍
ଇ ବରଷ କରୋନା ସଂକ୍ରମଣ କେ ଦେଖିକରି ସବୁ ସ୍କୁଲ୍ ମାନେ ବନ୍ଦ କରାଯାଇଥିଲା । ହେଲେ ସ୍କୁଲ୍ ମାନେ ବନ୍ଦ ହେବାର୍ନୁ ଛୁଆ ମାନକଁର୍ ପାଠ୍ପଢା ମାଡ୍ ଖାଇ ଯାଇଛେ । ସେଥିର୍ ଲାଗି ରାଜ୍ୟ ସରକାର୍ ଆଏବା ବଛର୍ ସ୍କୁଲ୍ ଖୁଲବାର୍ କେ ନେଇକରି ଇହାଦେ ତକ୍ ଭିଲ୍ ଚୁପି ଜାରି ରଖିଛନ୍ ।…
ଅପରାଧୀକଁର ଘର ସମ୍ବଲପୁର, ୧୦ ଦିନ୍ନେ ୪ ହତ୍ୟା
ସମ୍ବଲପୁରନେ ବଢି ବଢି ଚାଲିଛେ ଅପରାଧ୍ ଆରୁ ଅପରାଧୀକଁର ଦାଦାଗିରି । ଇହାଦେ ଅପରାଧୀକଁର ଘର ବନିଛେ ସମ୍ବଲପୁର ସହର ଆରୁ ଫି ଦିନ୍ କେନସି ନା କେନସି ଘଟନାକେ ନେଇକରି ହତ୍ୟା, ମାଡପିଟ୍ ଲେଖେଁ କଥା ଦେଖବାକେ ମିଲୁଛେ । ଗ୍ୟାଙ୍ଗ୍ ଗ୍ୟାଙ୍ଗ୍ ଭିତରେ ବେଶି ହତ୍ୟା ଘଟୁଥିବାର ବେଲକେ ପୁଲିସ ଆରୁ…
ମଗ୍ଶୀର୍ ଗୁରୁବାର୍ ଆର୍ ସମାଜ୍ ସଂସ୍କାର୍
ଧନ୍..ସମ୍ପତ୍ତି..ସଂବୃଦ୍ଧି.. ଆର୍ ବିକାଶ୍ର ଅଧିଷ୍ଠାତ୍ରୀ ଦେବୀ ମା ଲକ୍ଷ୍ମୀକୁଁ ଧନୀନୁ ଗରୀବ୍, ଛୁଆନୁ ବୁଢ଼ା, ରଜାନୁ ପରଜା ସନ୍ତୁଷ୍ଟ୍ କରବାର୍ଲାଗି କିଏ ନାଇଁ ଚାହିଁ ! ସବୁଦିନେ ସବୁଆଡେ ମାଁ ଲକ୍ଷ୍ମୀକଁର୍ ଆଦର୍ । ବରଷ୍ ସାରା ଏନ୍ତା ଗୁଟେ ଦିନ୍ ନାଇଁ ଯେନ୍ଦିନେ ତାଁକର୍ ପୂଜା…
ଓପିଜିସିର ମନମାନି
ଶିଲ୍ପର ସହର ଝାରସୁଗୁଡ଼ା ଜିଲ୍ଲା । ଇଠାନେ ଛତୁ ଫୁଟଲା ଲେଖେଁ ଗଢିଉଠିଛେ କେତନି କଲକାରଖାନା । ଇ ସବୁ କଲକାରଖାନା ଆଡୁ ବହୁତ୍ ଲୋକ୍ ରୁଜଗାରକ୍ଷମ୍ ହେଇପାରୁଛନ୍ ସତ୍, ହେଲେ ଇଆଡୁ ବାହାରୁଥିବାର ମଏଲା କେମିକାଲ ପାଏନ୍ ଆର ଧୂଆଁ ଇହାଦେ ସମସ୍ୟା ବଢେଇଛେ । ଇତାର ସାଙ୍ଗେ ବଢିଛେ ବିସ୍ଥାପିତକଁର…
ଜିଏସ୍ଟି ଠକେଇ ମାମଲାନେ ଆର ଜନେ ଗିରଫ୍
ରାଉରକେଲାନେ ଜିଏସ୍ଟି ଠକେଇ ଘଟନାନେ ଆର ଜନକୁ ଗିରଫ୍କରିଛେ ଡିଜିଜିଆଇ । ଜନେ ବେବସାୟୀକୁଁ ଜିଏସଟି ଠକେଇ ଅଭିଯୋଗନେ ଗିରଫ କରାଯାଇଛେ । ଗିରଫ୍ ଅଭିଯୁକ୍ତ ହେଲେ ରାଉରକେଲା ବାସନ୍ତୀକଲୋନୀର ସନ୍ତୋଷ କୁମାର ଗୁପ୍ତା । ଗିରଫ୍ ଉତାରୁ ରାଉରକେଲା ଏସଡିଜିଏମ୍ କୋର୍ଟନେ ହାଜର କରାଯାଇଥିବାର…