Browsing Category

ଭାଇରାଲ୍ ଖବର

ସମ୍ବଲପୁର ଗୋବିନ୍ଦତଲା ରାସ୍ତାନେ ହାଟ ବସବାରନୁ ହେଉଛେ ସମସ୍ୟା

ସମ୍ବଲପୁରନେ ଟ୍ରାଫିକ୍ ସମସ୍ୟାଟା ସବୁବେଲେ ରହିଆସିଛେ । ଲୋକସଂଖ୍ୟା ସଂଖ୍ୟା ସାଙ୍ଗେ ଗାଡିମଟର ଭିଲ୍ ବଢୁଛେ ହେଲେ ରାସ୍ତାଘାଟର ସମାନ୍ ଅବସ୍ଥା ଭିଲ୍ ଏକା ରହିଛେ । ଇ ସବୁ ଭିତରେ ହାଟ ଲଗଉଥିବାର ବେପାରୀକଁର ଦୁଃଖ୍ ଅଏତକା ବଢିଛେ । ନିର୍ଦ୍ଧିଷ୍ଟ ହିସାବେ କେନସିନେ ପସରା ଲଗାବାର ଲାଗି ଜାଗା…

୫୦ ବର୍ଷର ଦାବି ପୂରନ୍ ହେବାର୍ ଉତାରୁ ସରଲା କାଏଁ ଟିଟିଲାଗଡର ଦୁଃଖ୍

ଐତିହାସିକ୍ ଟିଟିଲାଗଡ ସହର । ତତଲାଗଡ ହିସାବେ ଜନାଶୁନା ଟିଟିଲାଗଡ କିନ୍ତୁ ପଶ୍ଚିମ ଓଡ଼ିଶାର ଗୁଟେ ପ୍ରମୁଖ୍ ଜାଗା । ହଜାର ହଜାର ଲୋକ୍ ଫିଦିନ୍ ଟିଟିଲାଗଡକେ ଯିବାର୍ ଆଏବାର୍ କରିଥିସନ୍ । ହେଲେ ଇ ଦିନ୍ ଦିନ୍ ଧରି ଇ ଐତିହାସିକ୍ ସହରର ଗୁଟେ ଦୁଃଖ୍ ଥିଲା ଟ୍ରାଫିକ୍ ସମସ୍ୟା । ସହରକେ ଦୁଇ…

ଯେତେ ନିୟମ୍ ହେଲେ ବି ନାଇଁ ମାନବାର୍ ଅମାନିଆ ଲୋକ୍

ସୁନ୍ଦରଗଡ ଜିଲ୍ଲାନେ ଫିଦିନ୍ ବହାରୁଛନ୍ ୧୦୦ ଉପରେ କରୋନା ପଜିଟିଭ୍ । ଆଜି ୨୬୮ ବାହାରିଥିବାର୍ ବେଲକେ ଗଲାକାଲି ବାହାରିଛେ ୩୧୭ । ହେନ୍ତା ଏପ୍ରିଲ ୯ ତାରିଖ୍ ସୁନ୍ଦରଗଡନୁ ବାହାରିଛନ୍ ୩୫୫ କରୋନା ପଜିଟିଭ୍ । ସେନ୍ତା ୮ ତାରିଖ୍ନେ ସୁନ୍ଦରଗଡନୁ ୨୨୪ ବାହାରିଥିବାର୍ ବେଲକେ ୭ ତାରିଖ୍…

ସଜେଇ ହେଉଛେ ସମ୍ବଲପୁର

ସମ୍ବଲପୁର ସହର୍‌... କଲା, ସଂସ୍କୃତି, ଶିକ୍ଷା, ପ୍ରଥା, ପରମ୍ପରା ସବୁଥିର୍ ଗୁଟେ ମାଇଲ୍‌ଖୁଁଟା । ଆମର୍ ଅଞ୍ଚଲ୍‌ର ସବୁନୁ ଐତିହାସିକ୍ ସହର୍ ଭିତ୍‌ରେ ଗୁଟେ ହେଉଛେ ସମ୍ବଲପୁର । ବାକି ଇ କଥାକେ ଆର୍ କାହାକେ ଆମ୍‌କୁ ବତାବାର୍‌କେ ନାଇଁ ପଡେନ । ଏଥର୍ ନିଜର୍ କଥା ନିଜେ କହେବା ସମ୍ବଲପୁର…

‘ମାକଁଡ ବିହା’

ଜଙ୍ଗଲ୍ ମାନକୁଁ ଇହାଦେ ହୁ ହୁ ହେଇକରି ନିଆଁ ଲାଗୁଛେ । ଆର୍ ଜଙ୍ଗଲ୍ ନେ କେନ୍ତା ନିଆଁ ଲାଗୁଛେ ତାର୍ ବି ଅଲ୍‌ଗା ଅଲ୍‌ଗା କାରଣ ସବୁ ସାମ୍ନାକେ ଆସୁଛେ । ଆର୍ ଇ ଜଙ୍ଗଲ୍ ମାନକୁଁ ଏନ୍ତା ନିଆଁ ଲାଗୁଥିବାର୍ ନୁ ସବ୍‌କର୍ ମୁଡ୍ ୍ ଦୁଃଖା ବନିଛେ । ହେଲେ ଇ ଜଙ୍ଗଲ୍ ନେ ଯେତେବେଲେ ନିଆଁ…

୧୮ ଘଣ୍ଟା ପଡିରହେଲା ମଲାଦେହେ

ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଠାନେ ଥିବାର୍ ସିଏଚସି ରଏବାର୍ ଅଧା ରାତି ଝନେ କରୋନା ରୋଗୀକଁର୍ ଜୀବନ୍ ଯାଇଛେ । ଇଟା ଜନା ପଡବାର୍ ଉତାରୁ ଡାକ୍ତରଖାନା ଭିତରେ ମହିଲାକଁର୍ ମଲାଦେହେ ୧୮ ଘଣ୍ଟା ଧରି ପଡି ରହେଲା । ତାକଁର ସଂସ୍ପର୍ଶନେ ଆସି ଡାକ୍ତରଖାନାର କିଛି କର୍ମଚାରୀ ବି ପଜିଟିଭ୍…

ରାସ୍ତାନେ ଚଟନୀ ବନଲା ପରିବା

ରାସ୍ତା ଉପରେ ପାତଲଘଣ୍ଟା, ଧନିଆପତର, ବାଏଗନ୍‌, ମିର୍ଚ୍ଚା, ଶାଗ୍‌, ଆଲୁ, ଉଇଲ ଗରଗଡୁଛେ । ପନିପରିବାର ଚଟନୀ ବନିଯାଇଛେ । ଏନ୍ତା କଥା ଶୁନିକରି ଆପଣମାନେ ଭିଲ୍ ଭାବୁଥିବେ ଯେ କେନ୍ ପନିପରିବା ଗାଡି ଯାଉଥିଲା ଆର ଗାଡି ଉଲଟିକରି ପରିବା ପଡିଯାଇଥିବା, ଯେନ୍ତା ପ୍ରାୟ ଜାଗାନେ ଘଟନା ଦେଖବାର…

ଖରା ଲାଗି ଗୁଲଗୁଲା

ଦେହେ ହାତ ଜଲିଯାଉଛେ । ମୁହୁଁ ସିଝିଯାଉଛେ । ଆଏଁଖ୍ କାନ୍ ଅନ୍ଧାର ହେଇଯାଉଛେ । ଦିନର ୧୦ ବାଜିଗଲେ ଅବସ୍ଥା ଏନ୍ତା ସାଂଘାତିକ୍ । ଘରୁ ଭଟାକେ ବାହାରିବାରଟା ମୁସ୍କିଲ ହେଇଯାଉଛେ । ଇ ଏପ୍ରିଲ ପହେଲାନୁ ଏତକି ତାତି ଯେ ଆଗକେ କାଣା ହେବା ସେଟା ଭାବଲେ ମୁଡ ଦୁଖେଇଯାଉଛେ । ଆକାଶୁ ଅଙ୍ଗରା ରୁକି…

ଟପ୍‌ନେ ଶେଫାଳି

ଆଇସିସି ତରଫୁଁ ଜାରି ହେଇଥିବାର୍ ମହିଲା ଟିଟ୍ୱେଣ୍ଟି ବ୍ୟାଟିଂ ମାନ୍ୟତାର ଟପକେ ପହଞ୍ଚିଛନ୍ ଭାରତର ଶେଫାଳି ବର୍ମା । ସାଉଥ ଆଫ୍ରିକା ବିରୋଧନେ ଟ୍ୱେଣ୍ଟି୨୦ ସିରିଜନେ ଶେଫାଳି ୨୩ ଆର୍ ୪୭ ରନ୍ କରି ମାନ୍ୟତାନେ ଗୁଟେ ଜାଗା ଉପରକେ ଉଠି ଅଷ୍ଟ୍ରେଲିଆର ବେଥ ମୁନିକୁଁ ପଛେ ପକେଇ ଟପ୍‌କେ…