ରାଉରକେଲା ନେ ରାଏଜର୍ ସବୁନୁ ଉଚ୍ଚା ପତାକା ସ୍ତମ୍ଭ

0

ଆଏବାର୍ ଜାନୁଆରୀ ୨୬ ନେ ରାଏଜର୍ ସବୁନୁ ବଡ୍ ପତାକା ସ୍ତମ୍ଭ ନେ ଜାତୀୟ ପତାକା ଉଡାବାର୍ ଲାଗି ପ୍ରସ୍ତୁତି ଚାଲିଛେ । ରଉରକେଲା ଇସ୍ପାତ୍ କାରଖାନା(ଆର୍‌ଏସ୍‌ପି) ଆଡୁ ଓଡିଶାର୍ ସବୁନୁ ଉଚ୍ଚା ପତାକା ସ୍ତମ୍ଭ କେ ସହରର୍ ସେକ୍ଟର୍‌-୬ ଟେଲିଫୋନ୍ ଭବନ୍ ଆର୍ ଭଞ୍ଜ କଲାମଣ୍ଡପ୍ ପାସେ ତିଆରି କରାଯାଉଛେ ଯାହାର୍ ଲମ୍ବା୨୩୦ଫୁଟ୍ ରହିଛେ । ସ୍ତମ୍ଭ ର ଚାରିପାଖେ ପାର୍କ ତିଆରି କରାଯିବା ।

ଓଡିଶାର୍ ସବୁନୁ ଉଚ୍ଚା ପତାକା ସ୍ତମ୍ଭ କଟକ ହାଇକୋର୍ଟ ନେ ରହିଥିବାର୍ ବେଲେ ତାର୍ ଲମ୍ବା ୨୧୫ ଫୁଟ୍ ଅଛେ । ତାର ଉତାରୁ ଅନୁଗୁଳ ର୍ ନବୀନ ଜିନ୍ଦଲ୍ ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ଆଡୁ ସ୍ଥାପ୍‌ନା କରାଯାଇଥିବାର୍ ୨୦୭ ଫୁଟ୍ ର ପତାକା ସ୍ତମ୍ଭ ରହିଛେ । ଆର୍ ତାର୍ ତଲ୍‌କେ ସୁନ୍ଦର୍‌ଗଡ ବଣେଇଗଡ୍ ନେ ଥିବାର୍ ୧୦୦ଫୁଟ୍ ଉଚ୍ଚା ର୍ ୩ଟା ପତାକା ସ୍ତମ୍ଭ ସ୍ଥାପନା କରାଯାଇଛେ । ରାଉର୍‌କେଲା ନେ ୨୩୦ଫୁଟ୍ ର ପତାକା ସ୍ତମ୍ଭ ସ୍ଥାପନା ହେବାର୍ ଉତାରୁ ଇଟା ଓଡିଶାର୍ ସବୁନୁ ଲମ୍ବା ପତାକା ସ୍ତମ୍ଭ ହେବା ବଲିକରି କୁହାଯାଉଛେ ।

Leave A Reply

Your email address will not be published.