Browsing Tag

odisha

ଏମଏସଏମଇ ଲାଗି ମୁଖ୍ୟମନ୍ତ୍ରୀକଁର କୋଭିଡ୍ ପେକେଜ୍‌

କରୋନା କାଲନେ ଇତାର ମୁକାବିଲା ଆରୁ ଅର୍ଥନୀତିକେ ଠିକ୍ କରବାର ଲାଗି ରାଜ୍ୟ ସରକାର ଆର ଗୁଟେ ପଦକ୍ଷେପ ନେଇଛନ୍ । ଆଏଜ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମଏସଏମଇ ଲାଗି ୧୮୯.୪୨ କୋଟି ଟଙ୍କାର ପେକେଜ୍ ଘୁଷନା କରିଛନ୍ । ରାଜ୍ୟନେ ଥିବାର ଅଣୁ,କ୍ଷୁଦ୍ର, ଆରୁ ମଧ୍ୟମ ବର୍ଗର ଉଦ୍ୟୋଗୀକଁର ଲାଗି…

ପରିବା ବେପାରୀକଁର ନାଁନେ ଜିଏସଟି ମାମଲା

ରାଉରକେଲାନେ ଜିଏସଟି ଠକେଇର ନୂଆଁ ମାମଲା ଆସିଛେ । ହେଲେ ଇଟା ଜନେ ଗରିବ ଲୁକକଁର ନାଁରେ ଆସିଥିବାର ଜନାପଡିଛେ । କୋଟି କୋଟି ଟଙ୍କା ସରକାରୀ ରାଜସ୍ୱନୁ ମାରୁଥିବାର ଘଟନା ମାନେ ଇହାଦେ ଦେଖବାକେ ମିଲୁଛେ । ରାଉରକେଲାନେ ଜନେ ପରିବା ବେପାରୀକଁର ନାଁନେ ଜିଏସଟି ଠକେଇ ମାମଲା ହେଇଛେ ।…

ମାଓବାଦୀକଁର୍‌ କବ୍‌ଜା ନୁ ମୁକଲିବା ସ୍ୱାଭିମାନ ଅଂଚଲ୍‌

ଆମର୍‌ ଓଡିଶାର୍‌ ସ୍ୱାଭିମାନ ଅଂଚଲ ମାନ୍‌କେ ମାଓବାଦି ମାନେ କବ୍‌ଜା କରିଥିବାର୍‌ କେ ନେଇକରି ସେ ଅଂଚଲ ମାନକୁଁ କେନ୍ତା କରି ମାଓବାଦୀ ମାନକଁର୍‌ କବ୍‌ଜା ନୁ ଛଡାଯିବା ସେ ନେଇକରି ଡିଜିପି ଅଭୟ ନିଷ୍ପତି ନେଇଛନ୍‌ । ଅଧିକା ମାଓବାଦୀ ରହିଥିବାର୍‌ ଅଂଚଲ୍‌ ମାନକଁର୍‌ ସୀମା ସିଲ୍‌ କରବାର୍‌…

ଖୁଲିପାରେ ଧର୍ମାନୁଷ୍ଠାନ୍‌

କରୋନା ଲାଗି ସବୁ ଧର୍ମାନୁଷ୍ଠାନ ବନ୍ଦ୍‌ ରହିଥିବାର୍‌ ବେଲେ ବହୁତ୍‌ ଜଲ୍‌ଦି ସବୁ ଧାର୍ମିକ୍‌ ସ୍ଥଲୀ ମାନେ ଖୁଲାଯିବା ବଲିକରି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଟ୍ୱିଟ୍‌ କରିଛନ୍‌ । କୋଭିଡ ସମିୟା ନେ ଧର୍ମାନୁଷ୍ଠାନ୍‌ ମାନେ ଖୁଲବାର୍‌ କେ ନେଇକରି ସବୁ ଜିଲ୍ଲା ର ଜିଲ୍ଲାପାଲ ମନକୁଁ…

ବାହାରେ ଝାଡା ବସଲେ ଦେବାକେ ପଡବା ଫାଇନ୍‌

ପ୍ରହସନ୍ ବନିଛେ ପରିବେଶ ସ୍ୱଚ୍ଛତା ପ୍ରସଙ୍ଗ୍ । ଖାଲି ସୋସିଆଲ ମିଡିଆନେ ଦୁଇ ତିନଟା ଫଟୋ ପୋଷ୍ଟ ଆରୁ ବଡ ବଡ କଥା କହିକରି ସାରି ଦିଆଯାଉଛେ ଏଡେ ବଡ୍ କଥାକେ । ନିଜେ ନିଜର ପରିବେଶକେ ସାଫ୍ ସୁତର ରଖବାର ବଦଲେ ଲୋକ୍ ଖାଲି ଇଠାନେ ଦୋଷ୍ ଲଦାଲଦି ହେଇକରି ଚୁପ୍ ରହିଯାଉଛନ୍ । ଆମର ପରିବେଶ୍‌କେ…

ପ୍ରଦୁଷଣ୍‌ ଭିତ୍‌ରେ ଝାରସୁଗୁଡା ଜିଲ୍ଲା

ଝାରସୁଗୁଡା ଜିଲ୍ଲା ନେ ବହୁତ୍‌ ବହୁତ୍‌ କାରଖାନା ମାନେ ତିଆରି କରାଯାଉଥିବାର୍‌ ନୁ ସେନର୍‌ ପରିବେଷ ଉପରେ ଇହାଦେ କାହାରିର୍‌ ଆଖି ନାଇ ଯିବାର୍‌ । ଶିଲ୍ପ ନା ଥି ଜଙ୍ଗଲ୍‌ କେ କାଟି ଦିଆଯାଉଛେ । ସବୁନୁ କମ୍‌ ଜଙ୍ଗଲ୍‌ ରହିଥିବାର୍‌ ଜିଲ୍ଲା ହିସାବେ ଝାରସୁଗୁଡା ଜିଲ୍ଲା ର ନା ଆସୁଛେ ।…

ଚାଷୀ ଲାଗି ନବୀନ ସରକାରକଁର୍‌ ନୂଆ ପଦକ୍ଷେପ୍

ଚାଷୀ ମାନକଁର୍‌ ସମସ୍ୟା ର ସମାଧାନ କରବାର୍‌ କେ ଅଣ୍ଟା ଭିଡିଛନ୍‌ ଆମର୍‌ ରାଜ୍ୟ ସରକାର୍‌ । ରାଏଜ୍‌ନେ କୃଷି ଆର୍‌ କୃଷକକଁର୍‌ ବିକାଶ୍‌ ଲାଗି ରାଜ୍ୟ ସରକାର୍‌ ନୁଆ ନୁଆ ଯୋଜନା ସବୁ ଲାଗୁ କରିଥିସନ୍‌ ।ତାର୍‌ ସାଙ୍ଗେ ଆମର୍‌ ରାଏଜର୍‌ ସ୍ୱାସ୍ଥ୍ୟ ସେବା ଆର୍‌ ପିଇବାର୍‌ ପାଏନ ‌ ର୍‌…

ମେଘୁଆ ପାଗ୍‌ ଲାଗି ଚାଷୀକଁର୍‌ ମୁଡବଥା

ବରଗଡନେ ଖରିଫ୍‌ ଧାନ୍‌ ସଂଗ୍ରହର୍‌ ପକ୍ରିୟା ଚାଲିଥିବାର ବେଲେ ତାର ସାଙ୍ଗେ ଧାନ କିନାବିକା ଭିଲ୍‌ ଆରମ୍ଭ ହେଇଯାଇଛେ । ଟୋକନ୍‌ କଟକନା ଲାଗି ଇ ବଛର୍‌ ଧାନ ମଣ୍ଡିନୁ ଧାନ୍‌ ଆନି ନାଇ ପାରବାର୍‌ ଚାଷୀ । ଧାନ୍‌ ରଖ୍‌ବାର୍‌ ସୁବିଧା ନାଇ ହେଉଥିବାର୍‌ନୁ ଖୁଲାନେ ଧାନ ସବୁ ପଡି ରହିଛେ । ଆର୍‌…

ସମ୍ବଲପୁରର୍‌ ଭିନ୍‌ ଭିନ୍‌ ଜଗନ୍ନାଥ ମନ୍ଦିର୍‌ନେ ମହାପ୍ରଭୁକଁର୍‌ ନାଗାର୍ଜୁନ୍‌ ଭେଷ୍‌

ପବିତ୍ର କାର୍ତ୍ତିକ୍‌ ମାସ୍‌ ର ଶୁକ୍ଲପକ୍ଷ ଦ୍ୱାଦଶୀ ମଲ ତିଥିନେ ଶ୍ରୀ ଜଗନ୍ନାଥ ଭଗବାନକଁର୍‌ ନାଗାର୍ଜୁନ୍‌ ଭେଷ୍‌ କରବାର୍‌ ପରମ୍ପରା ରହିଛେ । ସମ୍ବଲପୁର୍‌ ସହରର୍‌ ଭିନଭିନ୍‌ ଜଗନ୍ନାଥ ମନ୍ଦିର୍‌ ନେ ବି ଜଗନ୍ନଥ , ବଲଭଦ୍ର , ସୁଭଦ୍ରାକଁର୍‌ ନଗାର୍ଜୁନ ଭେଷ୍‌ ଦେଖ୍‌ବାରକେ ମିଲିଛେ ।…

ଆଏଜ୍‌ନୁ ମୁଲ ହେଲା ପଂଚକ୍

ଆଏଜ୍‌ନୁ ମୁଲ୍ ହେଲା ପଂଚକ୍ । ପୁରୀ ଶ୍ରୀମନ୍ଦିରନେ କାର୍ତ୍ତିକ୍ ମାସ ସାରା ମାହାପୁରୁ ରାଧା ଦାମୋଦର ବେଶନେ ଦର୍ଶନ୍ ଦେଉଥିବା ବେଲକେ ମାସର ଶେଷ ୫ ଦିନ୍ ଦୁଶରା ୫ଟା ବେଶେ ଦର୍ଶନ ଦେଇଥିସନ୍ । ମାସ ଜାକି ବ୍ରତଧାରୀ ମାନେ ନିଷ୍ଠାଥି ମାହାପୁରୁକଁର ପୂଜା ପାଠ କରିଥିସନ୍ । କାର୍ତ୍ତିକ ମାସ…