Browsing Tag

odisha

୨୪ ଘଣ୍ଟା ଭିତ୍‌ରେ ଆସ୍‌ବା କାଲ୍‌ବୈଶାଖୀ

ସମୁଦ୍ର ପତ୍ତନ୍ ନୁ ୩.୧ କିମି ଉଚ୍ଛା ଥି ରହିଥିବାର୍ ରାଏଜ୍ ମାନକୁଁ ଗୁଟେ ଘୂର୍ଣ୍ଣି ବଲୟ୍ ଦେଖ୍‌ବାର୍ କେ ମିଲିଛେ । ଯାହାର୍ ପ୍ରଭାବ୍ ଆଏବାର୍ ୨୪ ଘଣ୍ଟା ନେ ଆମର୍ ରାଏଜ୍ ର୍ ଭିନ୍ ଭିନ୍ ଜାଗା ମାନକୁଁ ହେବା । ୧୯ ତାରିଖ୍ ବେଲ୍‌ବୁଡା ତକ୍ ରାଏଜର୍ ନୂଆପଡା, ବଲାଙ୍ଗିର୍ , ସୋନପୁର୍ ,…

ସମ୍ବଲପୁରର ଟୁକେଲ ଅନ୍ତର୍ଜାତୀୟ ସୁଟର ଶ୍ରୀୟଙ୍କା ଷଡଙ୍ଗୀ

ପଶ୍ଚିମ ଓଡ଼ିଶାର ଟୁକେଲ ମାନେ ଖେଲଥି ନିଜର ପ୍ରତିଭା ଦେଖେଇକରି ସବୁଆଡେ ନାଁ କରୁଛନ୍ । ହକି, କ୍ରିକେଟ, ଫୁଟବଲ, ଏନ୍ତା ସବୁଥି । ତ ହେନ୍ତା ସେ ଭିତରୁ ଆର ଝନେ ଏବେ ଆଇଏସଏସଏଫ ବିଶ୍ୱକପ୍ ଲାଗି ଭାରତୀୟ ଦଲନେ ଜାଗା ପାଇଛନ୍ । ସେ ହେଉଛନ୍ ସମ୍ବଲପୁରର ଟୁକେଲ ଆର ଅନ୍ତର୍ଜାତୀୟ ସୁଟର…

ଆଏବାର ୩ ଦିନ୍ ତକ୍ ବିଜଲି, ବର୍ଷା !

ଆଏବାର ୨୪ ଘଣ୍ଟା ଭିତରେ ରାଜ୍ୟର ଭିନ୍ ଭିନ୍ ଜାଗାନେ ବିଜଲି ମାରବାର ସାଙ୍ଗେ ଗୁଟେ ଯୁଡେ ଜାଗାନେ ବର୍ଷା ହେବାର ସମ୍ଭାବନା ରହିଛେ । ଆଏବାର ତିନ୍ ଦିନ୍ ତକ୍ ଏନ୍ତା ପାଗ୍ ଲାଗି ରହିପାରେ । ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ ଜିଲ୍ଲାନେ ବର୍ଷା ହେଇପାରେ ।…

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଖୁଲବା ୧୧ଟା ଅଫିସ୍

ପରିଷଦ ଅଧୀନନେ ଥିବାର୍ ୧୦ଟା ଜିଲ୍ଲାର ଆର ଆଠମଲ୍ଲିକନେ ୧୧ଟା ଅଫିସ୍ ଖୁଲବା । ପରିଷଦର ବାର୍ଷିକ୍ ଅନୁଦାନକେ ଦୁଇଗୁଣା କରବାର୍ ଲାଗି ଲାଗି ବି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ୍ ଦେଇଛନ୍ । ତ ୨୦୨୧-୨୨ ଆର୍ଥିକ୍ ବର୍ଷେ ୨୦୦ କୋଟି ହେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ…

ଟୋକିଓ ଅଲିମ୍ପିକ୍ସ: ଓଡ଼ିଶାନୁ ଦୀପଗ୍ରେସ୍ ଏକ୍କା, ନମିତା ଟପ୍ପୋ, ଲିଳିମା ମିଞ୍ଜ, ଆର୍ ରଶ୍ମିତା ମିଞ୍ଜ

ହକିର ଗଡ ସୁନ୍ଦରଗଡ । ସେନୁ ବାହାରିଥିବାର ଖେଲାଲି ମାନେ ସବୁବେଲେ ଦେଶ୍ ଲାଗି ନାଁ କରିଛନ୍ । ତ ଗଲା ବର୍ଷ ଟୋକିଓ ଅଲିମ୍ପିକ୍ସ ଯେନଟା ହେବାର କଥା କରୋନା ଲାଗି ଇ ବର୍ଷକେ ଘୁଞ୍ଚଲା । ତ ଇ ବର୍ଷ ଜାତୀୟ ମହିଲା ହକି ଶିବିର ଲାଗି ହକି ଇଣ୍ଡିଆ ତରଫୁଁ ୨୫ ଝନିଆ ଭାରତୀୟ ସମ୍ଭାବ୍ୟ ଦଲ ଘୋଷଣା…

କୁଚିଣ୍ଡା ନେ ଉଦ୍‌ଘାଟନ୍ ହେଲା ନୂଆ ବସଷ୍ଟାଣ୍ଡ୍

ସମ୍ବଲପୁର୍ ଜିଲ୍ଲା କୁଚିଣ୍ଡା ବ୍ଲକ୍‌ନେ ନୂଆ ବସଷ୍ଟାଣ୍ଡ ଉଦ୍‌ଘାଟନ୍ କରାଯାଇଛେ । ଆର୍ ତାର୍ ସାଙ୍ଗେ କୁଚିଣ୍ଡା ଅଂଚଲ୍ ନେ ସ୍ମାର୍ଟ ପାର୍କ ତିଆରି ଲାଗି ଭିତ୍ତି ଭୂମି ଥାପ୍‌ନା କରାଯାଇଛେ । ଉଦ୍‌ଘାଟନି ଉତ୍ସବ୍ ନେ ଆଇନ୍ ମନ୍ତ୍ରୀ ପ୍ରତାପ୍ ଜେନା ମୁଖ୍ୟ ଅତିଥି ହିସାବେ ଯୋଗ୍ ଦେଇଥିଲେ ।…

୧୭ନେ ସର୍ବଦଳୀୟ ବୈଠକ୍‌

ବିଧାନସଭା ଅଧିବେଶନ୍ ଲାଗି ସର୍ବଦଳୀୟ ବୈଠକ ଡକେଇଛନ୍ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଆଏବାର ୧୭ ତାରିଖନେ ବୈଠକ ବସବାର ନେଇକରି ଜନାପଡିଛେ । ଇଥିରେ ବିରୋଧୀ ଦଳ ନେତା, ସଂସଦୀୟ ବେପାର ମନ୍ତ୍ରୀ, ସରକାରୀ ଦଲର ମୁଖ୍ୟ ସଚେତକ ଆରୁ କଂଗ୍ରେସ ବିଧାୟକ ଦଳର ନେତା ଉପସ୍ଥିତ୍ ରହେବେ । ଆଗକେ…

ରାଉରକେଲାନେ ଦୁର୍ବୃତ୍ତ ମାନକଁର୍ ଆକ୍ରମଣନେ ହୋଟେଲ୍ ବେବ୍‌ସାୟୀ ର ଜୀବନ୍ ଗଲା

ରାଉର୍‌କେଲା ନେ ଜଣେ ହୋଟେଲ୍ ବେବସାୟୀକୁଁ ଦୁର୍ବୃତ୍ତ ମାନେ ଆକ୍ରମଣ କରିଥିବାର୍ ବେଲ୍‌କେ ତକୁଁ ଚିକିତ୍ସାଧୀନ୍ ଅବସ୍ଥା ନେ ରାଉର୍‌କେଲାର୍ ଆଇ ଜି ଏଚ୍ କେ ନିଆ ଯାଇଥିଲା । କାଲି ରାତି ନେ ସେ ତାକଁର୍ ସ୍କୁଟି ଥି ଘର୍‌କେ ଆସୁଥିବାର୍ ବେଲ୍‌କେ ସେନ ତାହାକୁଁ ଦୁର୍ବୃତ୍ତ ମାନେ ଆକ୍ରମଣ…

ସମ୍ବଲପୁରୀ-କୋଶଲୀକେ ଜଲ୍‌ଦି ସାମ୍ବିଧାନିକ୍ ମାନ୍ୟତା ମିଲୁ

ଓଡିଶାର୍ ସାମଗ୍ରିକ୍ ବିକାଶ୍‌ଲାଗି ରାଜ୍ୟ ସରକାର୍ ବହୁତ୍‌ଟେ ପ୍ରସ୍ତାବ୍ କେନ୍ଦ୍ର ସରକାରଙ୍କୁ ଦେଇଥିଲେବି ସେ ସବୁକେ ଇହାଦେତକ୍ ଅବହେଲା କରାଯାଇଛେ । ହେଥିର୍ ଲାଗି ଓଡିଶାର୍ ଲୁକେ ଟାକିକରି ଅଛନ୍ ତାଲି ଯେ କେଭେ ସେମାନ୍‌କର୍ ଦାବୀ ସବୁ ପୁରା ହେବା ବଲିକରି ଆଏଜ୍‌କା ରାଜ୍ୟସଭାନେ ପ୍ରଶ୍ନ…

ଓଡିଶାକେ ବାତ୍ୟା ଆର୍ ମରୁଡି ମୁକାବିଲା ଲାଗି ମିଲ୍‌ବା ୯୦୦କୋଟି

ଓଡିଶା ସବୁବେଲେ ବାତ୍ୟା ଆର୍ ମରୁଡି ଲେଖେ ବହୁତ୍ ଟେ ପ୍ରାକୃତିକ୍ ବିପର୍ଯ୍ୟୟ ମାନକଁର୍ ସାମ୍ନା କରିଥିସି । ସେଥିର୍ ଲାଗି ଆଏବାର୍ ୫ ବରଷ୍ ଭିତ୍‌ରେ ରାଏଜ୍ କେ ମରୁଡି ମୁକାବିଲା କର୍‌ବାର୍ ଲାଗି ୧୦୦ କୋଟି ଆର୍ ବାତ୍ୟା ୱାର୍ଣ୍ଣିଂ ସିଷ୍ଟମ୍ ଲାଗି ୮୦୦ କୋଟି ଟକାଁ ର୍ ଅନୁଦାନ ମିଲ୍‌ବା ।…