Browsing Tag

odisha

ବିଶ୍ୱର ସବୁନୁ ବଡ୍ ଇସ୍ପାତ୍ କାରଖାନା ହେବା ଅନୁଗୁଳନେ

ଅନୁଗୁଳନେ ବିଶ୍ୱର ସବୁନୁ ବଡ୍ ଇସ୍ପାତ୍ କାରଖାନା ପ୍ରତିଷ୍ଠା କରବା ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍ (ଜେଏସପିଏଲ୍‌) । ଓଡ଼ିଶାକେ ଶହେ ନିୟୁତ୍ ଟନ୍ ଇସ୍ପାତ୍ ତିଆର କରୁଥିବାର ହବ୍ ଭାବେ ପ୍ରତିଷ୍ଠା କରାଯିବା । ଇଟା ନେଇକରି ଜେଏସପିଏଲ୍ ଅଧ୍ୟକ୍ଷ ନବୀନ ଜିନ୍ଦଲ ଭିଜନ୍ ୨୦୩୦…

ରାଉରକେଲା ହକି ଷ୍ଟାଡିୟମ୍ ‌ନେ କ୍ରୀଡା ମନ୍ତ୍ରୀ

ରାଉରକେଲାନେ ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା । ହକି ଷ୍ଟାଡିୟମ୍ ଯାଇକରି ବୁଲିକରି କାମ୍‌ର ତଦାରଖ୍ କରିଛନ୍ କ୍ରୀଡା ମନ୍ତ୍ରୀ । ଆଏବାର ୨୦୨୩ନେ ଫେର ଘାଏ ଓଡ଼ିଶାନେ ହକି ବିଶ୍ୱକପ୍ ହେବାକେ ଯାଉଛେ । ଇଥିର ଲାଗି ଇହାଦେନୁ ଜୋରଦାର୍ ପ୍ରସ୍ତୁତି ଚାଲିଛେ । ରାଉରକେଲାନେ ଥିବାର…

ଚାଷୀର ପରବ୍‌ଥି ଚାଷୀ ନିରାଶ୍‌

ଆମର କଲା, ସଂସ୍କୃତି, ଯାତରା, ପୁନି ପରବ ସବୁ କିଛି ସୁନ୍ଦର । ଭାରତନେ ୧୨ ମାସନେ ୧୩ ପରବ୍ ପାଲନ୍ ହେଇଥିସି । ଆର ସବୁନୁ ବଡ କଥା ହେଲା ସବୁ ପରବ୍ ତିହାର ବାହାର ଆମର ସବୁଦିନିଆଁ ଜୀବନ୍ ସାଙ୍ଗେ ଯୁଡି ହେଇକରି ଥିସି । ହେନ୍ତା ଗୁଟେ ପରବ୍ ହେଉଛେ ପୁଷପୁନୀ । ଲୋକ୍ ପୁଷପୁନିକେ ଟାକି…

ରାଉରକେଲାନେ ଉଡଲା ସବୁନୁ ଉଚ୍ଚା ତ୍ରିରଙ୍ଗା

ରାଉରକେଲା ର ଟେଲିଫୋନ୍ ଭବନ୍ ପାସେ ଥିବାର୍ ଇସ୍ପାତ୍ ଉଦ୍ୟାନ୍ ନେ ଉଡ୍‌ଲା ରାଏଜର୍ ସବୁନୁ ଉଚ୍ଚା ଜାତୀୟ ପତାକା । ଜାନୁଆରୀ ୨୬ ଦିନ ରାଏଜର୍ ସବୁନୁ ଉଚ୍ଚା ପତାକା କେ ଉଡାଗଲା । ୨୩୦ ଫୁଟ୍ ଉଚ୍ଚା ଖୁଣ୍ଟନେ ଇ ୭୨ଫୁଟ୍ ଲମ୍ବା ଆର ୪୮ଫୁଟ୍ ଚଉଡା ଥିବାର୍ ଇ ପତାକା ଉତ୍ତୋଳନ କରାଯାଇଛେ ।…

ଉନ୍ମୋଚନ୍ ହେଲା ‘ପରୀକ୍ଷା ଦର୍ପଣ’

ମାଟ୍ରିକ୍ ଛାତ୍ରଛାତ୍ରୀକଁର ପରୀକ୍ଷାନେ ସାହାଯ୍ୟ କରବା ଟେଷ୍ଟ ପେପର ‘ପରୀକ୍ଷା ଦର୍ପଣ’ । ପରୀକ୍ଷା ଦର୍ପଣ ଟେଷ୍ଟ ପେପର୍ ଉନ୍ମୋଚନ୍ କରିଛନ୍ ସ୍କୁଲ ଆରୁ କଲେଜ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । କରୋନା କାଲ୍ ଲାଗି ସ୍କୁଲ ବନ୍ଦ ରହିଥିଲା । ଛାତ୍ରଛାତ୍ରୀ ଅନ୍‌ଲାଇନ୍ ମାଧ୍ୟମନେ ଯାହା…

ପ୍ରଫେସର ସଞ୍ଜିବ ମିତ୍ତଲ ନୂଆଁ କୁଳପତି

ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆଁ କୁଳପତି ଭାବେ ଯୋଗ ଦେଲେ ପ୍ରଫେସର ସଂଜୀବ ମିତ୍ତଲ । ଜିଏମୟୁ କୁଳପତି ପ୍ରଫେସର ଏନ ନାଗାରାଜୁକଁରଠାନୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ । ପୁରନା ଛାତ୍ର ସଂଗଠନକେ ସୁଦୃଢ କରବାର ସାଙ୍ଗେ ବଡ ଶିଳ୍ପ ସଂସ୍ଥାନ ସାଙ୍ଗେ ସୁସମ୍ପର୍କ, ଗବେଷଣା ବୃଦ୍ଧି,…

ସିଏମ୍ ନମ୍ବର ୱାନ୍‌, ନବୀନ ପଟ୍ଟନାୟକ

ଫେର୍ ନମ୍ବର ୱାନ୍ ନବୀନ ପଟ୍ଟନାୟକ । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫେର୍ ଥରେ ଲୋକପ୍ରିୟ ମୁଖ୍ୟନ୍ତ୍ରୀ ତାଲିକାନେ ରହିଛନ୍ । ଦେଶର ପ୍ରତିଷ୍ଠିତ୍ ମାଗାଜିନ୍ ଇଣ୍ଡିଆ ଟୁଡେ ଗ୍ରୁପ୍ ଆରୁ କାର୍ଭି ଇନସାଇଟ୍ ଆଡୁ ହେଇଥିବାର ସର୍ଭେନେ ନବୀନକଁର ନାଁ ଲିଷ୍ଟର ପହେଲାନେ ରହିଛେ । ଜାନୁଆରୀ…

ଆଦର୍ଶ ବିଦ୍ୟାଲୟର୍ ନାଁ ଲେଖା ଲାଗି ଆରମ୍ଭ ହେଲା ଫର୍ମଫିଲପ୍

jରାଏଜନେ ଥିବାର୍ ୨୫୦ଟା ଆଦର୍ଶ ବିଦ୍ୟାଲୟର୍ ନାଁ ଲେଖା ଲାଗି ବିଜ୍ଞପ୍ତି ବାହାରିଛେ ଯେନଥି ୬ କ୍ଲାସ୍ ର ନାଁ ଲେଖା ଲାଗି ସୂଚନା ଦିଆଯାଇଛେ । ନାଁ ଲେଖା ଲାଗି ଆବେଦନ୍ କର୍‌ବାର୍ ଶେଷ୍ ତାରିଖ୍ ଫେବୃଆରୀ ୨୦ ତାରିଖ୍ ଥିବାର୍ ବେଲ୍‌କେ ଆଏବାର୍ ମାର୍ଚ୍ଚ ୮ ତାରିଖ୍ ଦିନେ ପ୍ରବେଶିକା ପରୀକ୍ଷା…

ନିଜର ସ୍କୁଲରେ ପରୀକ୍ଷା ଦେବେ ମାଟ୍ରିକ୍ ପରୀକ୍ଷାର୍ଥୀ

ଇ ବରଷ୍ ମାଟ୍ରିକ୍ ପରୀକ୍ଷାର୍ଥୀମାନେ ନିଜର ସ୍କୁଲନେ ଦେବେ ପରୀକ୍ଷା । ଇଟା ନେଇକରି ମାଧ୍ୟମିକ ଶିକ୍ଷା ବୋର୍ଡ ଆଡୁ ଏନ୍ତା ସୂଚନା ଦିଆଯାଇଛେ । ସୂଚନା ହିସାବେ ମାଟ୍ରିକ୍ ପରୀକ୍ଷାର୍ଥୀମାନେ ନିଜର ସ୍କୁଲନେ ପରୀକ୍ଷା ଦେଲେ ଭିଲ୍ ସେ ସ୍କୁଲର ଶିକ୍ଷକ ନୀରିକ୍ଷକ୍ ନାଇଁ ହେଇପାରନ୍ । ଦୁଶରା…

ରାଉରକେଲା ନେ ରାଏଜର୍ ସବୁନୁ ଉଚ୍ଚା ପତାକା ସ୍ତମ୍ଭ

ଆଏବାର୍ ଜାନୁଆରୀ ୨୬ ନେ ରାଏଜର୍ ସବୁନୁ ବଡ୍ ପତାକା ସ୍ତମ୍ଭ ନେ ଜାତୀୟ ପତାକା ଉଡାବାର୍ ଲାଗି ପ୍ରସ୍ତୁତି ଚାଲିଛେ । ରଉରକେଲା ଇସ୍ପାତ୍ କାରଖାନା(ଆର୍‌ଏସ୍‌ପି) ଆଡୁ ଓଡିଶାର୍ ସବୁନୁ ଉଚ୍ଚା ପତାକା ସ୍ତମ୍ଭ କେ ସହରର୍ ସେକ୍ଟର୍‌-୬ ଟେଲିଫୋନ୍ ଭବନ୍ ଆର୍ ଭଞ୍ଜ କଲାମଣ୍ଡପ୍ ପାସେ ତିଆରି…