Browsing Tag

odisha

ବଜାଶାଲ୍ କଲାକାରକୁଁ ଭେଟଲେ କଂଗ୍ରେସ ନେତା ଭକ୍ତ ଦାସ

ଆଏବାର ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସନେ କଳାହାଣ୍ଡିର ବଜାଶାଲ୍ ଆଡୁ ନାଚ୍ ଦେଖାବେ କଲାକାର । ଇଥିର ଲାଗି ଜୋରଦାର ପ୍ରସ୍ତୁତି ଚଲେଇଛନ୍ ସବୁ କଲାକାର । ଗଲା ୩ ତାରିଖନୁ ଦିଲ୍ଲୀ ଯାଇଛନ୍ ୮୦ ଜନିଆ କଲାକାର ଗୃପ୍ । ଦିଲ୍ଲୀ ରାଜପଥନେ ବଜାଶାଲ୍‌ର କମାଲ ପୁରା ଦେଶ ଦୁନିଆଁ ଦେଖବାର ଆଘୋନୁ…

କାଲିଆ ଦର୍ଶନ୍ ଲାଗି ନାଇଁ ଲାଗେ କୋଭିଡ୍ ରିପୋର୍ଟ

ଏତକର କରୋନା ନେଗେଟିଭ୍ ରିପୋର୍ଟ ନାଇଁ ଦେଖେଇକରି ଭକତ୍ କରିପାରବେ ଜଗନ୍ନାଥକଁର ଦର୍ଶନ୍ । ପୁରୀ ଶ୍ରୀମନ୍ଦିରନେ ଭକତ୍‌କୁଁ ବିନା କୋଭିଡ ରିପୋର୍ଟନେ ଛଡାଯିବା ମନ୍ଦିର ଭିତରକେ । ଆଏବାର କାଲିନୁ ଇ ବେବସ୍ଥା ଲାଗୁ କରାଯିବାର ନେଇକରି ମନ୍ଦିର ପ୍ରଶାସନ୍ ଆଡୁ ସୂଚନା ରହିଛେ । ଜିଲ୍ଲାପାଳ ଆର…

ଅଭିନେତା ରବି ମିଶ୍ରକଁର ବିୟୋଗ୍‌

ନାଁକରା ଅଭିନେତା ରବି ମିଶ୍ରକଁର ବିୟୋଗ୍ । ହାର୍ଟ ଆଟାକ୍‌ନେ ତାକଁର ଦେହାନ୍ତ ହେଇଥିବାର ନେଇକରି ଜନାପଡିଛେ । ଗଲା କାଲି ସେ ସୁଟିଂ ସେଟ୍‌ନେ ଗୁଟେ ସିରିଏଲର ସୁଟିଂ କରୁଥିବାର ବେଲକେ ତାକଁର ଦିହି ବିଗଡିଥିଲା । ଛାତି ଦରଜ ହେଇଥିବାର କହିଥିଲେ ସେ ଆରୁ ଗ୍ୟାସ୍‌ରୁ ହେଇଥିବା ଭାବିକରି ଦରଜ…

ସମ୍ବଲପୁର୍ ବିଶ୍ୱବିଦ୍ୟାଲୟର୍ ନୂଆ କୁଳପତି ହେଲେ ପ୍ରଫେସର୍ ସଂଜୀବ ମିତ୍ତଲ

ସମ୍ବଲପୁର୍ ବିଶ୍ୱବିଦ୍ୟାଳୟ୍ ର କୁଳପତି ପଦ୍ ବହୁତ୍ ଦିନୁ ଖାଲି ରହିଥିବାର୍ କେ ନେଇକରି ବହୁତ୍ ଦିନୁ ଚର୍ଚ୍ଚା ଲାଗିରହିଥିବାର୍ ବେଲ୍‌କେ ଆଜି ସମ୍ବଲପୁର ବିଶ୍ୱବିଦ୍ୟାଲୟର୍ ନୂଆ କୁଳପତି ହିସାବେ ପ୍ରଫେସର୍ ସଂଜୀବ୍ ମିତ୍ତଲ କୁଁ ନିଯୁକ୍ତି କରାଯାଇଛେ । ରାଜ୍ୟପାଳ ଗଣେଶି ଲାଲ୍ ତାହାକୁଁ ନୂଆ…

‘ମୋ ସ୍କୁଲ୍‌’ ଅଧୀନ୍‌ନେ ଶହେ ସ୍କୁଲ ହେବା ମଡେଲ୍‌

ରାଜ୍ୟ ସରକାର ମୋ ସ୍କୁଲ୍ ଅଧୀନ୍‌ନେ ଭିନ୍ ଭିନ୍ କାର୍ଯ୍ୟକ୍ରମ୍ ମାନେ ହାତକେ ନେଇଛନ୍ । ରାଜ୍ୟର ଶିକ୍ଷା ବେବସ୍ଥାର ବିକାଶ ଲାଗି ଏନ୍ତା ନିଷ୍ପତ୍ତି ନେଇଛନ୍ ସରକାର । ୫-ଟି ଅଧୀନ୍‌କେ ଅନାଯିବା ମୋ ସ୍କୁଲ । ଆଏବାର ଗୁଟେ ବରଷ୍ ଭିତରେ ରାଜ୍ୟର ସବୁ ଜିଲ୍ଲାନେ ଶହେଟା ସ୍କୁଲକେ ବଛାଯାଇକରି…

ଫେର୍ ରକତ୍ ସର୍ ସର୍ ହେଲା ଶୁଲିଆ ପୀଠ୍

ବଲାଙ୍ଗିର୍ ନାଁ କରା ଶୁଲିଆ ଯାତ୍‌ରା ଫେର୍ ଥରେ ରକତ୍ ନେ ଭିଜି ଯାଇଛେ । କରୋନା କାଲ୍ ନେ ସବୁ ନିୟମ୍ ଭିତ୍‌ରେ ଶେଷ୍ ହେଇଛେ ଶୁଲିଆ ଯାତ୍‌ରା । ବଲି ପଡିଛନ୍ ପଶୁ ,ପକ୍ଷୀ । ଶୁଲିଆ ଯାତ୍‌ରା ବଡଖଲା ଆର୍ ସାନ୍‌ଖଲା ନେ ମାନସିକ୍‌ଧାରୀ ମାନେ ପଶୁ, ପକ୍ଷୀ ମାନକୁଁ ବଲି ପକେଇଛନ୍ ।…

ଆରମ୍ଭ ହେବା ସମଲେଇ ମନ୍ଦିର୍ ର୍ ବିକାଶ୍ କାମ୍

ସମ୍ବଲପୁର୍ ର ସମଲେଇ ମନ୍ଦିର୍ ର୍ ବିକାଶ୍ କାମ୍ ମୂଲ କର୍‌ବାର୍ କେ ନେଇକରି ଆଏଜ୍ ମୁଖ୍ୟମନ୍ତ୍ରୀକଁର୍ ନିର୍ଦ୍ଦେଶ ଅନୁସାରେ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଲ୍ ସମ୍ବଲପୁର୍ ର୍ ସମଲେଇ ମନ୍ଦିର୍ ପରିଦର୍ଶନ୍ କରିଛନ୍ । ମନ୍ଦିର୍ ର ବିକାଶ୍ ଆର୍ ମନ୍ଦିର୍ କେ ଆହୁରି ସୁନ୍ଦର୍ ବନାବାର୍ ଲାଗି ଆଗ୍‌ରୁ…

ଭାରତୀୟ ସେନା ଉପମୁଖ୍ୟ ହେବେ ଓଡ଼ିଆ ପୁଓ

ଭାରତୀୟ ସେନାର ଉପମୁଖ୍ୟ ହେବେ ଓଡ଼ିଆ ପୁଓ ଚଣ୍ଡିପ୍ରସାଦ ମହାନ୍ତି । ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ଜୟବଡ଼ନେ ଚଣ୍ଡିପ୍ରସାଦ ମହାନ୍ତିକଁର ଜନମ୍ । ଇହାଦେ ସେ ସଦର୍ଣ୍ଣ କମାଣ୍ଡର କମାଣ୍ଡିଂ ଇନ୍ ଚିଫ୍ ରହିଛନ୍ । ଇହାଦେ ଭାରତୀୟ ସେନାନେ ଉପମୁଖ୍ୟ ଥିବାର ସତିନ୍ଦର କୁମାର ସାଇନି ଆଏବାର ୩୧…

ପଶ୍ଚିମ ଓଡ଼ିଶାର ‘ବଡ଼ମାଁ’ ପାର୍ବତୀ ଗିରି

ଗୁଟେ ୧୪ ବର୍ଷୀୟା ଟୁକେଲ । ନାଁ ତାର ପାର୍ବତୀ , ସଭାନେ ଲୁକକୁଁ ବୁଝଉଛେଯେ ‘ଭାଏ ବୁହେନ ମାନେ ଆମକୁଁ ସମକୁଁ ଏକ୍ ହେବାରକେ ପଡବା ଆର୍ ଏକ୍ ହେଇକରି ଫିରଙ୍ଗି ସରକାରକେ ଖେଦବାରକେ ପଡବା, ପିଟାମରା କରି କରି ନାଇଁ , ମହାତ୍ମା ଗାନ୍ଧିକଁର୍ ରାସ୍ତାନେ ଚାଲିକରି ଅହିଂସା ଆନ୍ଦୋଲନ୍ କରବାରକେ…

ସାରା ଦେଶେ ନାଁ କର୍‌ଲା ବରଗଡ ଆର୍ ପଦମପୁର୍ ବସ୍ ଡିପୋଟ୍

ସକ୍ଷମ୍ ୨୦୨୧ ନେ ପଦମପୁର୍ ଆର୍ ବରଗଡ୍ କେ ମିଲ୍‌ଲା ବେଷ୍ଟ୍ ବସ୍ ଡିପୋଟ୍ ଅୱାର୍ଡ । ତେଲ୍ ସଂରକ୍ଷଣ୍ ଲାଗି ଓଡିଶା ର୍ ପଦମ୍‌ପୁର୍ ଆର୍ ବରଗଡ କେ ଦିଆଯାଇଛେ ଇ ଅୱର୍ଡ । ଆମର୍ ଦେଶ୍ ର୍ ପେଟ୍ରୋଲ୍‌ିୟମ୍ ମନ୍ତ୍ରାଳୟ ଆଡୁ ପେଟ୍ରୋଲିୟମ୍ ଆର୍ ଗେସ୍ ସଂରକ୍ଷଣ କେ ନେଇକରି କରାଯାଇଥିବାର୍…