Browsing Tag

odisha

୨୧ନୁ ବିନା କୋଭିଡ ରିପୋର୍ଟ ଥି ଜଗନ୍ନାଥ୍‌କୁଁ ଦର୍ଶନ୍ କର୍‌ବେ ଭକତ୍

କରୋନା କଟକଣା ଭିତ୍‌ରେ ପୁରୀ ର ଜଗନ୍ନାଥ୍ ମନ୍ଦିର୍ ଖୁଲିଥିବାର୍ ବେଲ୍‌କେ ଆଏବାର୍ ୨୧ତାରିଖ୍ ନୁ କୋଭିଡ୍ ରିପୋର୍ଟ ନାଇ ଦେଖାଲେ ବି ମନ୍ଦିର୍ ଭିତର୍‌କେ ଅନୁମତି ମିଲ୍‌ବା ବଲିକରି ପୁରୀ ଜିଲ୍ଲାପାଳକଁର୍ ଆଡୁ ସୂଚନା ମିଲିଛେ । ଇ ନେଇକରି ପୁରୀ ଜିଲ୍ଲାପାଳକଁର୍ ଅଧିନ୍‌ଥି ବସିଥିବାର୍…

ଶୁଲିଆ ଯାତରା ଲାଗି ପ୍ରସ୍ତୁତି ବୈଠକ

ଆଏବାର ୧୯ ତାରିଖନେ ହେବାକେ ଯାଉଛେ ଶୁଲିଆ ଯାତରା । ଫେର୍ ରକତ୍‌ଥି ଉଦା ହେବା ବଲାଙ୍ଗିର ଦେଓଗାଁ ଖଇରଗୁଡାର ଶୁଲିଆ ପୀଠ୍ । ଆଦିବାସୀ ସମ୍ପ୍ରଦାୟକଁର ଶୁଲିଆ ଯାତରା ଫି ବରଷ୍ ଲେଖେଁ ଇ ବରଷ୍ ଭିଲ୍ ହେବାକେ ଯାଉଛେ । ଯାତରା ପ୍ରସ୍ତୁ୍‌ତି ନେଇକରି ଜିଲ୍ଲା ପ୍ରଶାସନ୍ ଆଡୁ ବଲାଙ୍ଗିର…

କେସିଙ୍ଗାନେ ହେବା ରାଏଜ୍‌ର ପହେଲା ମଡେଲ୍ ବସ୍ତି 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ୍ କଁର୍ କଲାହାଣ୍ଡି ଗସ୍ତ ନେ କାଲି ଇନ୍ଦ୍ରାବତୀ ମେଗା ପ୍ରକଲ୍ପ ର ଉଦ୍‌ଘାଟନ୍ କରବାର୍ ସାଙ୍ଗେ କେସିଙ୍ଗା ର୍ ମଡେଲ୍ ବସ୍ତିର୍ ଉଦ୍‌ଘାଟନ୍ କରାଯାଇଛେ । କଲାହାଣ୍ଡି ଜିଲ୍ଲା ନେ ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ୍ ଉଦଘାଟନ୍ କରିଥିବାର୍ ପ୍ରକଲ୍ପ୍ ମାନକଁର୍…

କୋଭିଡ୍ ଗାଇଡ୍ ଲାଇନ୍‌ଥି ହେବା ସାଧାରଣତନ୍ତ୍ର ଦିବସ

୨୦୨୧ ଜାନୁଆରୀ,୨୬ ସାଧାରଣତନ୍ତ୍ର ଦିବସ ଲାଗି ରାଜ୍ୟ ସରକାର ଜାରି କରିଛନ୍ ନିୟମ୍ । ଇ ବରଷ୍ କରୋନା ବେମାର ଡର ରହିଥିବାରନୁ ନିୟମ୍ ଅନୁସାରେ ଦିବସ୍ ପାଲନ୍ କରାଯିବାର ନେଇକରି ସରକାର ନିଷ୍ପତ୍ତି ନେଇଛନ୍ । ଇଟା ନେଇକରି ରାଜ୍ୟ ଗୃହ ବିଭାଗ ଆଡୁ ସବୁ ଜିଲ୍ଲାର ଜିଲ୍ଳାପାଲ ଆରୁ ଏସପିକୁଁ…

ଭୁକର ଭୂଗୋଳ ନୁହେଁ, ଭାତର ହାଣ୍ଡି କଳାହାଣ୍ଡି:ମୁଖ୍ୟମନ୍ତ୍ରୀ

କଳାହାଣ୍ଡିକେ ରାଜ୍ୟ ସରକାରକଁର ୨୦୮୫ କୋଟି ଟଙ୍କାର ଉପହାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତ କରିକିନା ମଙ୍ଗଳପୁରନେ ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ୍ କରିଛନ୍ । ଜୟ ମାଁ ମାଣିକେଶ୍ୱରୀ କହିକରି ଜିଲ୍ଲାବାସୀକୁଁ ସମ୍ବୋଧନ୍ କରିକିନା ସହିଦ୍ ରେଣ୍ଡୋ ମାଝିକୁଁ…

କଳାହାଣ୍ଡିକେ ୨୦୮୫ କୋଟି ଟଙ୍କାର ଭେଟି

କଳାହାଣ୍ଡିନେ ବୃହତ୍ ଇନ୍ଦ୍ରାବତୀ ଉଠାଜଳସେଚନ୍ ପ୍ରକଳ୍ପର ଉଦଘାଟନ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୮୫ କୋଟି ଟଙ୍କାର ଇ ପ୍ରକଳ୍ପ ଆଡୁ ଉଠାଜଳସେଚନ୍ ସୁବିଧା ଯୋଗେଇ ଦିଆଯାଇଛେ ଜିଲ୍ଲାବାସୀକୁଁ । ୨୦୧୫ ମସିହାନେ ଆରମ୍ଭ ହେଇଥିବାର ଇ ପ୍ରକଳ୍ପ ଗଲା ବଛର୍ ସେପ୍ଟେମ୍ବର ମାସେ ଶେଷ୍…

ପଦ୍ମଶ୍ରୀ ଡି. ରାଓକଁର ବିୟୋଗ୍‌

ଆରୁ ନାଇଁନ ପଦ୍ମଶ୍ରୀ ଡି. ପ୍ରକାଶ ରାଓ । କଟକ ଏସିସିବିନେ ଚିକିତ୍ସା କରାଯାଉଥିବାର ବେଲକେ ତାକଁର ବିୟୋଗ୍ ହେଇଛେ । ପହେଲାନୁ କରୋନାନେ ପଡିଥିଲେ ଆରୁ ତାକୁଁ ଏସିସିବିର ମେଡିକାଲର କୋଭିଡ୍ କେୟାରନେ ଭତ୍ତି କରାଯାଇଥିଲା । ଗଲା କିଛି ଦିନ୍ ହେଲା ଫେର୍ ଦିହି ବିଗଡିବାରନୁ ତାକୁଁ ମେଡିକାଲନେ…

ହୀରାକୁଦ୍ ପ୍ରତିଷ୍ଠା ଦିବସ୍‌

ଦୁନିଆଁର ସବୁନୁ ଲମ୍ବା ଡେମ୍ ହୀରାକୁଦ ଡେମ୍‌ର ଆଏଜ୍ ପ୍ରତିଷ୍ଠା ଦିବସ୍ । ୬୪ ବଛର ପୁରିଛେ ଇତାର ଶୁଭାରମ୍ଭ ହେବାର । ୧୯୪୬ ମସିହା ମାର୍ଚ୍ଚ ୧୫ ତାରିଖ ହୀରାକୁଦ ନଦୀବନ୍ଧ ଯୋଜନାର ଶିଳାନ୍ୟାସ ହେଇଥିଲା । ୧୯୪୮ ମସିହା ଏପ୍ରିଲ୍ ୧୨ ତାରିଖନେ ସେତେବେଲର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ…

ଖେଲୋ ଇଣ୍ଡିଆ ଜୋନାଲ୍ କମିଟିନେ ବଲାଙ୍ଗିର୍‌ର ସୁମିତ ପୁରୋହିତ

ବଲାଙ୍ଗିର୍ ଜିଲ୍ଲାର୍ ସୁମିତ ରଞ୍ଜନ ପୁରୋହିତ କେନ୍ଦ୍ର ସରକାର୍‌କଁର୍ କ୍ରୀଡା ଆର୍ ଯୁବ ମନ୍ତ୍ରାଳୟ ଅଧିନ୍‌ନେ ରହିଥିବାର୍ ଖେଲୋ ଇଣ୍ଡିଆର୍ ଜୋନାଲ୍ ଟେଲେଣ୍ଟ୍ ଆଇଡେଣ୍ଟିଫିକେସନ୍ କମିଟି ନୁ ବଛା ଯାଇଛନ୍ । ଖେଲୋ ଇଣ୍ଡିଆର୍ ଇଷ୍ଟ୍‌ଜୋନ୍ ର ସଭ୍ୟ ହିସାବେ ତାହାକୁଁ ମନୋନିତ୍ କରାଯାଇଛେ । ସେ…

ଅସିତ ତ୍ରିପାଠୀ ହେଲେ ପଶ୍ଚିମଓଡିଶା ବିକାଶ୍ ପରିଷଦ ର ଅଧ୍ୟକ୍ଷ

ପୂର୍ବତନ୍ ମୁଖ୍ୟ ଶାସନ ସଚିବ୍ ଅସିତ୍ ତ୍ରିପାଠୀ ପଶ୍ଚିମ ଓଡିଶାର୍ ବିକାଶ୍ ପରିଷଦ୍ ର ଅଧ୍ୟକ୍ଷ ହିସାବେ ନିୟୋଜିତ୍ ହେଇଛନ୍ । ପହେଲା ନୁ ସେ ବରିଷ୍ଠ ପ୍ରଶାସନିକ୍ ଅଧିକାରୀ ରାଜ୍ୟ ର ମୁଖ୍ୟ ଶାସନ ସଚିବ୍ ଥିଲେ । ଡିସେମ୍ବର ୩୧ ତାରିଖ୍ ନେ ସେ ମୁଖ୍ୟ ଶାସନ୍ ସଚିବ୍ ପଦ୍‌ନୁ ଅବସର୍ ନେଇଥିଲେ ।…