ବୌଦ୍ଧର ସୁନାର ଇତିହାସ୍‌

ଗଡଜାତ୍ ହିସାବେ ଜନା ବୌଦ୍ଧ କଳା, ସଂସ୍କୃତି, ଐତିହ୍ୟନେ ଭରପୁର ରହିଛେ । ହଜାର ହଜାର ବଛର ପୁରନା ଇ ସହରନେ କେତନି ପ୍ରତାପି ରାଜା ଶାସନ କରିଯାଇଛନ୍ । ଆର ସେମାନକଁର ସୁନ୍ଦର କାମ୍ ମାନେ ଇହାଦେ ଭିଲ୍ ସେ ମହାନ୍ ଇତିହାସର ସ୍ମୃତି ଧରିକରି ରହିଛେ । ବୌଦ୍ଧନେ ରହିଛେ ବହୁତ୍ ପୁରନା ମନ୍ଦିର,…

ସମ୍ବଲପୁରର ଟୁକେଲ ଅନ୍ତର୍ଜାତୀୟ ସୁଟର ଶ୍ରୀୟଙ୍କା ଷଡଙ୍ଗୀ

ପଶ୍ଚିମ ଓଡ଼ିଶାର ଟୁକେଲ ମାନେ ଖେଲଥି ନିଜର ପ୍ରତିଭା ଦେଖେଇକରି ସବୁଆଡେ ନାଁ କରୁଛନ୍ । ହକି, କ୍ରିକେଟ, ଫୁଟବଲ, ଏନ୍ତା ସବୁଥି । ତ ହେନ୍ତା ସେ ଭିତରୁ ଆର ଝନେ ଏବେ ଆଇଏସଏସଏଫ ବିଶ୍ୱକପ୍ ଲାଗି ଭାରତୀୟ ଦଲନେ ଜାଗା ପାଇଛନ୍ । ସେ ହେଉଛନ୍ ସମ୍ବଲପୁରର ଟୁକେଲ ଆର ଅନ୍ତର୍ଜାତୀୟ ସୁଟର…

ନାଇଁ ହେତା ସେଞ୍ଚୁରୀ !

କ୍ରିକେଟ୍ ରସିଆ ଦେଶ୍ ଭାରତରେ ସେଞ୍ଚୁରୀ ହେଉଛେ ଗୁଟେ ବଡ୍‌ଭାରିଟେ ଜିନିଷ୍ । ଅଲ୍‌ଗା ସବୁ ଜିନିଷ୍ ଅପେକ୍ଷା ଯେନ୍ ଜିନିଷ୍‌ଟା ସବୁଠାନୁ ଜହକରି ଗନାଯାଏସି ସେଟା ହେଉଛେ ସେଞ୍ଚୁରୀ । ଆଘୋ ଲୁକେ ସଚ୍ଚିନ୍ ତେନ୍ଦୁଲକର୍‌କଁର୍ ସେଞ୍ଚୁରୀ ଗନୁଥିଲେ । ଇହାଦେ ବିରାଟ କୋହଲୀକଁର୍ ଗନୁଛନ୍ । ବାକି…

ଆଏବାର ୩ ଦିନ୍ ତକ୍ ବିଜଲି, ବର୍ଷା !

ଆଏବାର ୨୪ ଘଣ୍ଟା ଭିତରେ ରାଜ୍ୟର ଭିନ୍ ଭିନ୍ ଜାଗାନେ ବିଜଲି ମାରବାର ସାଙ୍ଗେ ଗୁଟେ ଯୁଡେ ଜାଗାନେ ବର୍ଷା ହେବାର ସମ୍ଭାବନା ରହିଛେ । ଆଏବାର ତିନ୍ ଦିନ୍ ତକ୍ ଏନ୍ତା ପାଗ୍ ଲାଗି ରହିପାରେ । ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ ଜିଲ୍ଲାନେ ବର୍ଷା ହେଇପାରେ ।…

ହକି ଏନ୍ଥମ୍‌ଥି ଦୁଲକିଲା ରାଉରକେଲା

ହକିର ଗଡ଼ ହେଉଛେ ସୁନ୍ଦରଗଡ଼ । ଆର ଇ ହକି ହବ୍‌ନେ ହେବାକେ ଯାଉଛେ ଦେଶର ସବୁନୁ ବଡ୍ ଅତ୍ୟାଧୁନିକ୍ ହକି ଷ୍ଟାଡିଅମ୍ । ଆଏଜ୍ ମୁଖ୍ୟମନ୍ତ୍ରୀ ରାଉରକେଲା ଯାଇଥିବାର ବେଲକେ ଇ ହକି ଷ୍ଟାଡିୟମର ଶୁଭ ଦେଇଛନ୍ । ୫ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ ସୁନ୍ଦରଗଡ଼ବାସୀକୁଁ । ବିର୍ସା…

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଖୁଲବା ୧୧ଟା ଅଫିସ୍

ପରିଷଦ ଅଧୀନନେ ଥିବାର୍ ୧୦ଟା ଜିଲ୍ଲାର ଆର ଆଠମଲ୍ଲିକନେ ୧୧ଟା ଅଫିସ୍ ଖୁଲବା । ପରିଷଦର ବାର୍ଷିକ୍ ଅନୁଦାନକେ ଦୁଇଗୁଣା କରବାର୍ ଲାଗି ଲାଗି ବି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ୍ ଦେଇଛନ୍ । ତ ୨୦୨୧-୨୨ ଆର୍ଥିକ୍ ବର୍ଷେ ୨୦୦ କୋଟି ହେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ…

୩୧୭ ରନ୍‌ଥି ଜିତ୍‌ଲା ଭାରତ

ଭାରତ ଆଉ ଇଂଲଣ୍ଡ ଭିତରେ ଚେନ୍ନେଇଠାନେ ଚାଲିଥିବାର୍ ଦୁଇ ନମ୍ବର୍ ଟେଷ୍ଟ୍‌କେ ୩୧୭ନେ ଜିତିଯାଇଛେ ଭାରତ୍ । ଇଂଲଣ୍ଡ୍ ସାମନେ ଭାରତ ଜିତବାର୍ ଲାଗି ୪୮୨ର ଲକ୍ଷ ରଖିଥିଲା । ସେତାର୍ ପିଛା କରି କରି ପୁରା ଇଂଲଣ୍ଡ ଦଲ୍ ୧୬୪ ରନ୍‌ନେ ଅଲ୍‌ଆଉଟ୍ ହେଇଯାଇଥିଲା । ଭାରତ୍ ଆଡୁ ଅକ୍ଷର୍ ପଟେଲ୍ ୫ଟା…

ରାଉରକେଲାନେ ଉଷା ପାଢୀ

ରାଉରକେଲା ଗସ୍ତନେ ବେସାମରିକ ବିମାନ୍ ଚଳାଚଳ ସୁରକ୍ଷା ମହାନିର୍ଦ୍ଦେଶକ୍ ଉଷା ପାଢୀ । ଗସ୍ତ ସମିଆଁନେ ରାଉରକେଲା ଏୟାରଷ୍ଟ୍ରିପ୍ ବୁଲିକରି ଦେଖିଛନ୍ । ଆରଏସପି ସିଇଓ ଆରୁ ଜିଲ୍ଲା ପ୍ରଶାସନର ପୁରଖା ଅଧିକାରୀକଁର ସାଙ୍ଗେ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ । ରାଉରକେଲାନୁ ଆଗକେ ଖୋବ୍ ଜଲଦି…

ସୁନ୍ଦରଗଡ଼ ଯିବେ ମୁଖ୍ୟମନ୍ତ୍ରୀ

ଆଏବାର କାଲି ସୁନ୍ଦରଗଡ଼ ଯିବେ ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀକଁର ଗସ୍ତ ନେଇକରି ସବୁ ପ୍ରସ୍ତୁତି ଶେଷ୍ ଖେପେ ଥିବାର ବେଲକେ ଆଏବାର କାଲି ଭିନ୍ ଭିନ୍ ପ୍ରକଳ୍ପର ଲୋକାର୍ପଣ କରାବାର କାର୍ଯ୍ୟକ୍ରମ୍ ରହିଛେ । ପାଖାପାଖି ୬ ହଜାର ୮ଶହ କୋଟି ଟଙ୍କାର ଭେଟି ଦେବେ ମୁଖ୍ୟମନ୍ତ୍ରୀ ।…

ଟୋକିଓ ଅଲିମ୍ପିକ୍ସ: ଓଡ଼ିଶାନୁ ଦୀପଗ୍ରେସ୍ ଏକ୍କା, ନମିତା ଟପ୍ପୋ, ଲିଳିମା ମିଞ୍ଜ, ଆର୍ ରଶ୍ମିତା ମିଞ୍ଜ

ହକିର ଗଡ ସୁନ୍ଦରଗଡ । ସେନୁ ବାହାରିଥିବାର ଖେଲାଲି ମାନେ ସବୁବେଲେ ଦେଶ୍ ଲାଗି ନାଁ କରିଛନ୍ । ତ ଗଲା ବର୍ଷ ଟୋକିଓ ଅଲିମ୍ପିକ୍ସ ଯେନଟା ହେବାର କଥା କରୋନା ଲାଗି ଇ ବର୍ଷକେ ଘୁଞ୍ଚଲା । ତ ଇ ବର୍ଷ ଜାତୀୟ ମହିଲା ହକି ଶିବିର ଲାଗି ହକି ଇଣ୍ଡିଆ ତରଫୁଁ ୨୫ ଝନିଆ ଭାରତୀୟ ସମ୍ଭାବ୍ୟ ଦଲ ଘୋଷଣା…