ସାରା ଦେଶେ ନାଁ କର୍‌ଲା ବରଗଡ ଆର୍ ପଦମପୁର୍ ବସ୍ ଡିପୋଟ୍

ସକ୍ଷମ୍ ୨୦୨୧ ନେ ପଦମପୁର୍ ଆର୍ ବରଗଡ୍ କେ ମିଲ୍‌ଲା ବେଷ୍ଟ୍ ବସ୍ ଡିପୋଟ୍ ଅୱାର୍ଡ । ତେଲ୍ ସଂରକ୍ଷଣ୍ ଲାଗି ଓଡିଶା ର୍ ପଦମ୍‌ପୁର୍ ଆର୍ ବରଗଡ କେ ଦିଆଯାଇଛେ ଇ ଅୱର୍ଡ । ଆମର୍ ଦେଶ୍ ର୍ ପେଟ୍ରୋଲ୍‌ିୟମ୍ ମନ୍ତ୍ରାଳୟ ଆଡୁ ପେଟ୍ରୋଲିୟମ୍ ଆର୍ ଗେସ୍ ସଂରକ୍ଷଣ କେ ନେଇକରି କରାଯାଇଥିବାର୍…

୨୧ନୁ ବିନା କୋଭିଡ ରିପୋର୍ଟ ଥି ଜଗନ୍ନାଥ୍‌କୁଁ ଦର୍ଶନ୍ କର୍‌ବେ ଭକତ୍

କରୋନା କଟକଣା ଭିତ୍‌ରେ ପୁରୀ ର ଜଗନ୍ନାଥ୍ ମନ୍ଦିର୍ ଖୁଲିଥିବାର୍ ବେଲ୍‌କେ ଆଏବାର୍ ୨୧ତାରିଖ୍ ନୁ କୋଭିଡ୍ ରିପୋର୍ଟ ନାଇ ଦେଖାଲେ ବି ମନ୍ଦିର୍ ଭିତର୍‌କେ ଅନୁମତି ମିଲ୍‌ବା ବଲିକରି ପୁରୀ ଜିଲ୍ଲାପାଳକଁର୍ ଆଡୁ ସୂଚନା ମିଲିଛେ । ଇ ନେଇକରି ପୁରୀ ଜିଲ୍ଲାପାଳକଁର୍ ଅଧିନ୍‌ଥି ବସିଥିବାର୍…

ନରୱେ ନେ ଫାଇଜର୍ ଟିକା ନେଲା ୨୩ ଜୀବନ୍

ୟୁରୋପର୍ ନରୱେ ନେ ଫାଇଜର୍ ର କରୋନା ଟିକା କେ ନେଇକରି ୨୩ ଜନକଁର୍ ଜୀବନ୍ ଯାଇଛେ । ଟିକା ନେବାର୍ ଉତାରୁ ସେମାନେ ଅସୁସ୍ଥ ହେଇକରି ନିଜର୍ ଜୀବନ୍ ହରେଇଛନ୍ । ମେଡିକାଲ୍ ରିପୋର୍ଟ ଅନୁସାରେ ଫାଇଜର୍ ଟିକା ନେବାର୍ ଉତାରୁ ପାଶ୍ୱର୍ପ୍ରତିକ୍ରିୟା ହେବାର୍ ଥି ଜୀବନ୍ ଯାଇଥିବାର୍ ସୂଚନା ମିଲିଛେ ।…

ଦେଶେ ପହେଲା ଦିନ ଭଲ୍ ହିସାବେ ସରିଯାଇଛେ କରୋନା ଟିକାଦାନ୍

କରୋନା ଟିକାଦାନ୍ ପ୍ରକ୍ରିୟା ଶନିବାର୍ ଦିନୁ ଆରମ୍ଭ ହେଇଯାଇଥିବାର୍ ବେଲ୍‌କେ ପହେଲା ଦିନ ସାରା ଦେଶ୍‌ନେ ବହୁତ୍ ଭଲ୍ ଭାବେ ଦେଶ୍‌ନେ ଟିକାଦାନ୍ ପ୍ରକ୍ରିୟା ସରିଯାଇଛେ । ପ୍ରଧାନ୍‌ମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକାଦାନ ପ୍ରକ୍ରୟାକେ ଶୁଭାରମ୍ଭ କରିଥିଲେ । ପହେଲା ଦିନ ସାରା ଦେଶ୍‌ନେ ୧ ଲାଖ୍…

ସମ୍ବଲପୁର୍ ନେ ଟିକା ନେଲେ ୬୧୨ ଜନ

ଶନିବାର୍ ଦିନ ସାରା ଦେଶ୍‌ନେ ଟିକାଦାନ୍ କରାଯାଇଥିବାର୍ ବେଲ୍‌କେ ସମ୍ବଲପୁର୍ ଜିଲ୍ଲା ନେ ଭିଲ୍ ଟିକାଦାନ୍ କରାଯାଇଛେ । ସମ୍ବଲପୁର ଜିଲ୍ଲା ର୍ ୭ଟା ଡାକ୍ତରଖାନା ସମ୍ବଲପୁର୍ ବଡ ଡାକ୍ତରଖାନା, ଭିମସାର୍ ବୁର୍ଲା ,କୁଚିଣ୍ଡା ଡାକ୍ତରଖାନା, ରେଢାଖୋଲ୍ ଡାକ୍ତର୍‌ଖାନା , ହୀରାକୁଦ୍ ଗୋଷ୍ଠୀ…

‘କୋଭିସିଲ୍ଡ‌’ ଟିକା ନେଲେ ‘ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ‘ର ସିଇଓ ଆଦର୍ ପୁନାୱାଲା

ଆଜି ସାରା ଦେଶ୍ ନେ ଟିକାଦାନ୍ ପ୍ରକ୍ରିୟା ଆରମ୍ଭ ହେଇଥିବାର୍ ବେଲ୍‌କେ ସବୁ ଆଡେ ଟିକା ଦାନ୍ କରାଯାଇଛେ । ଦେଶ୍ ନେ କୋଭିସିଲ୍ଡ ଆର୍ କୋଭେକ୍ସିନ୍ ଟିକା କେ କରୋନା ଟିକା ହିସାବେ ଟିକା ଦାନ୍ କରାଯାଇଛେ । ଟିକା ଦାନ୍ ନେ ସେରମ୍ ଇନଷ୍ଟିଚ୍ୟୁଟ୍ ର ସିଇଓ ଆଦର୍ ପୁନାୱାଲା ତାକଁର୍ କମ୍ପାନୀ…

ରାଏଜର୍ ଭିନ୍ ଭିନ୍ ଜିଲ୍ଲାନେ କରାଗଲା ଟିକା ଦାନ୍

ଆଏଜ୍ ଦେଶବ୍ୟାପି ଟିକାକରଣ୍ କରାଯିବା ସାଙ୍ଗେ ରାଏଜ୍ ର ସବୁ ଜିଲ୍ଲା ନେ ବି କରୋନା ଟିକାଦାନ୍ କରାଯାଇଛେ । ସେନ୍ତା ପଶ୍ଚିମଓଡିଶାର୍ ବଲାଙ୍ଗୀର୍ , ସମ୍ବଲପୁର୍ , ସୁନ୍ଦରଗଡ ଜିଲ୍ଲାର୍ ହସ୍ପିଟାଲ୍ ମାନକୁଁ ଟିକାଦାନ୍ କରାଯାଇଛେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ୍ ଭିଡିଓ କନଫରେନ୍ସ ଜରିଆ ଥି…

ଆରମ୍ଭ ହେଲା ଦେଶ୍‌ବ୍ୟାପି ଟିକାଦାନ୍ ପ୍ରକ୍ରିୟା

ଆଏଜ୍ ସାରା ଦେଶେ ମୂଲ୍ ହେଇଯାଇଛେ କରୋନା ଟିକାଦାନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ୍‌ବ୍ୟାପି ଈ ଟିକାଦାନ୍ ପ୍ରକ୍ରିୟାର୍ ଆରମ୍ଭ ନେ ଦେଶ୍ ର ଲୋକମାନକୁଁ ସମ୍ବୋର୍ଦ୍ଧନ୍ କରିଛନ୍ । ଦେଶନେ ଦୁଇ ପ୍ରକାର୍ ର୍ କରୋନା ଟିକା ପ୍ରସ୍ତୁତ୍ କରାଯାଇଥିବାର୍ ବେଲେ ଆଏଜ୍ ସେ ଟିକା ଦାନ୍…

ସିଏମ୍ ନଂ୧ – ‘ନବୀନ ପଟ୍ଟନାୟକ’

ଆମର୍ ଦେଶର୍ ସବୁନୁ ଲୋକପ୍ରିୟ୍ ମୁଖ୍ୟମନ୍ତ୍ରୀ ହିସାବେ ଓଡିଶାର୍ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ୍ ୧ନଂ ଥି ଅଛନ୍ । ଶ୍ରୀ ନବୀନ ପଟ୍ଟନାୟକ କଁର୍ ଉପରେ ଲୋକମାନେ ସନ୍ତୋଷ୍ ଥିବାର୍ କେ ନେଇକରି ସି-ଭୋଟ୍ ସର୍ଭେନୁ ଜନା ପଡିଥିଲା । ପହେଲାନୁ ନବୀନ ପଟ୍ଟନାୟକ ଜନେ ଆଦଶ୍‌ର୍ ମୁଖ୍ୟମନ୍ତ୍ରୀ…

କେସିଙ୍ଗାନେ ହେବା ରାଏଜ୍‌ର ପହେଲା ମଡେଲ୍ ବସ୍ତି 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ୍ କଁର୍ କଲାହାଣ୍ଡି ଗସ୍ତ ନେ କାଲି ଇନ୍ଦ୍ରାବତୀ ମେଗା ପ୍ରକଲ୍ପ ର ଉଦ୍‌ଘାଟନ୍ କରବାର୍ ସାଙ୍ଗେ କେସିଙ୍ଗା ର୍ ମଡେଲ୍ ବସ୍ତିର୍ ଉଦ୍‌ଘାଟନ୍ କରାଯାଇଛେ । କଲାହାଣ୍ଡି ଜିଲ୍ଲା ନେ ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ୍ ଉଦଘାଟନ୍ କରିଥିବାର୍ ପ୍ରକଲ୍ପ୍ ମାନକଁର୍…