ମାଁ’ର୍ ଦର୍ଶନ୍ ଲାଗି ଲାଗ୍‌ଲା ଭକତ୍ ମାନକଁର୍ ଭିଡ୍

ଜାନୁଆରୀ ୩ ତାରିଖ୍ ନୁ ସମଲେଇ ମନ୍ଦିର୍ ଖୁଲିଥିବାର୍ ବେଲ୍‌କେ ମନ୍ଦିର୍ ନେ ଭକତକଁର୍ ଭିଡ ଜମୁଛେ । କରୋନା ମହାମାରୀ ଲାଗି ସମଲେଇ ମନ୍ଦିର୍ ୯ ମାସ୍‌ଟେ ବନ୍ଦ ରହିଥିଲା ସେ ନେଇକରି ମା କଁର୍ ଦର୍ଶନ ବନ୍ଦ କରାଯାଇଥିବାର୍ ନୁ ଇହାଦେ ମନ୍ଦିର୍ ଖୁଲିଥିବାର୍‌୍ ବେଲ୍‌କେ ଭକତ୍‌କଁର୍ ଗହଲି…

ସଂସଦ୍ ଭବନ ର ତିଆରି ଲାଗି ସୁପ୍ରିମକୋର୍ଟ ର ମଞ୍ଜୁରୀ

ନୂଆଦିଲ୍ଲୀ ନେ ରାଷ୍ଟ୍ରପତି ଭବନନୁ ଇଣ୍ଡିଆ ଗେଟ୍ ତକ୍ ନୁଆ ସଂସଦ୍ ଭବନ୍ (ସେଣ୍ଟ୍ରାଲ୍ ଭିଷ୍ଟା) ବନାବାର୍ ଲାଗି ମଙ୍ଗଲବାର୍ ଦିନ ଅନୁମତି ଦେଲା ସୁପ୍ରିମକୋର୍ଟ । ଇତାର୍ ଆଗ୍‌ରୁ ଡିସେମ୍ବର୍ ୭ ତାରଖ୍ ଦିନ ନୂଆ ସଂସଦ ଭବନ୍ ଲାଗି ଭୂମିପୂଜନ ଲାଗି ସୁପ୍ରିମକୋର୍ଟ ଅନୁମତି ଦେଇଥିବାର୍ ବେଲେ…

ଜାନୁଆରୀ ୧୩ ନୁ ଦେଶର୍ ସବୁଆଡେ ଦିଆଯିବା କରୋନା ଟିକା

ଆଏବାର୍ ୧୩ ଆର୍ ୧୪ ତାରୀଖ୍ ନୁ ଦେଶ ର ସବୁଆଡେ କରୋନା ଟିକା ଦାନ ପ୍ରକ୍ରିୟା ଆରମ୍ଭ କରାଯିବା ବଲିକରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଲୟ ଆଡୁ ସୂଚନା ଦିଆଯାଇଛେ । ୧୦ ଦିନ୍ ଭିତ୍‌ରେ ଦେଶ୍‌ର୍ ଅଧିକାଂଶ ଜାଗା ମାନକୁଁ କରୋନା ଟିକା ଦିଆଯିବା ବଲିକରି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ୍ ରାଜେଶ୍ ଭୂଷଣ…

ଅନଲାଇନ୍ ନେ ବିକ୍ରି ହେଉଛେ ଓଡିଶାର୍ ହସ୍ତତନ୍ତ

ଓଡିଶାର୍ ହସ୍ତକଲାର୍ ଚାହିଦା ଇହାଦେ ସାରା ଦେଶ୍ ଆର୍ ସାରା ବିଶ୍ୱନେ ବଢିଚାଲିଛେ । ସେଥିର୍ ଲାଗି ବଲିକରି ଭିନ୍ ଭିନ୍ ‘ଇ କମର୍ସ ' ସାଇଟ୍ ମାନକୁଁ ଆମର୍ ଓଡିଶାର୍ ଭିନ୍ ଭିନ୍ ହସ୍ତକଲା ଯେନ୍ତା ସମ୍ବଲପୁରୀ ଶାଢୀ ହେଉ କି ଓଡିଶାର୍ ଆର୍ କିଛି ହସ୍ତଶିଲ୍ପ ହେଉ ସବୁ ବିକ୍ରିବଟା ହେବାର୍ ଆରମ୍ଭ…

ଏସ୍ .ମୁରଲୀଧର୍‌କଁର୍ ଶପଥ୍ ପାଠ୍

ଓଡିଶା ହାଇକୋର୍ଟର୍ ମୁଖ୍ୟ ବିଚାର୍‌ପତି ହିସାବେ ଡ.ଏସ.ମୁରଲୀଧର୍ ଶପଥ ନେଇଛନ୍ । ତାକଁର୍ ଇ ଶପଥ ପାଠ୍ ଉତ୍ସବ ରାଜଭବନ୍ ଠାନେ ଅନୁଷ୍ଠିତ୍ ହେଇଥିଲା ଯେନଥି ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ତାହାକୁଁ ଶପଥ୍ ପାଠ୍ କରେଇଥିଲେ । ମୁଖ୍ୟ ଶାସନ ସଚିବ୍ ସୁରେଶ୍ ଚନ୍ଦ୍ର ମହାପାତ୍ର ନିଯୁକ୍ତିପତ୍ର…

ଆଏଜ୍ ୩ ତେଜସ୍ୱୀ ନାରୀ’କଁର୍ ଜନମ୍‌ଦିନ୍ 

ନାରୀ ମାନେ ଆଜିର୍ ଯୁଗେ କେନସି କ୍ଷେତ୍ର ନେ ଆର୍ ପଛେ ନାଇ ରହି ସେମାନେ ସବୁ କ୍ଷେତ୍ର ନେ ନିଜର୍ ପ୍ରତିଭା କେ ଦେଖେଇ କରି ଆଗ୍‌କେ ବଢିଛନ୍ । ଆଜିର୍ ଦିନେ ଜନମ୍ ନେଇଥିଲେ ଆମର୍ ଭାରତ୍ ର ଏନ୍ତା ୩ ଜନ ମହିଲା ଯେନମାନେ ଆମର୍ ଦେଶର୍ ଟୁକେଲ୍ ପାୱାର୍ ର ଉଦାହରଣ ଆନ । ସେମାନେ ହେଲେ ନିରୁପା…

ସାବିତ୍ରୀବାଇ ଫୁଲେ କିଏ ?

ଭାରତ୍ ର ଟୁକେଲ ପାୱାର ଆଏଜ୍ ଜଗତ ଜିତା । ଏନ୍ତା କେନସି କାମ ନାଇନ ଯେନଟା ଟୁକେଲ ଟେ କରି ନାଇପାରେ । ବାକି ଆଘର୍ ସମିଆ ଏନ୍ତା ନାଇଥାଇ । ଆଘର୍ ସାମାଜ୍ ନେ ମହିଲା ମାନେ ଘର୍ ଭିତ୍‌ରେ ରହେବାର୍ ଆର୍ ସବୁକାମ୍ କରବାର୍‌କେ ବାଧ୍ୟ ହେଉଥିଲେ । ବହୁତ୍ ପ୍ରଥା , ପରମ୍ପରା ଥିଲା ଯେନଟା ମହିଲା…

ଜାନୁଆରି ୬ ନୁ ଖୁଲବା ନୃସିଂହନାଥ୍

କରୋନା ଲାଗି ୯ ମାସ୍ ଧରିକରି ବନ୍ଦ ରହିଥିବାର୍ ବରଗଡ ଜିଲ୍ଲାର୍ ପାଇକମାଲ୍ ର ନୃସିଂହନାଥ୍ ମନ୍ଦିର୍ ହେଲେ ଇହାଦେ ସବୁ ଧର୍ମିକ୍‌ପୀଠ ମାନେ ଖୁଲିଯାଇଥିବାର୍ ନୁ ଆଏବାର୍ ଜାନୁଆରୀ ୬ ତାରିଖ୍ ନୁ ନୃସିଂହନାଥ ମନ୍ଦିର୍ ଖୁଲବାର୍ କେ ନେଇକରି ସୂଚନା ମିଲିଛେ । କୋଭିଡ ଗାଇଡଲାଇନ୍ କେ ମାନିକରି…

ଆଏବାର୍ ୧୧ନୁ ଖୁଲ୍‌ବା ସବୁ ବିଶ୍ୱବିଦ୍ୟାଲୟ

କରୋନା ମହାମାରୀ ଲାଗି ପୁରା୯ ମାସ ଧରିକରି ସବୁ ସ୍କୁଲ , କଲେଜ ବନ୍ଦ ରହିଥିଲା । ହେଲେ ଇହାଦେ ପରିସ୍ଥିତି ସୁଧରିବାର୍ କେ ନେଇକରି ଜାନୁଆରୀ ୧୧ ନୁ ସବୁ ବିଶ୍ୱବିଦ୍ୟାଳୟ ଆର୍ ମହାବିଦ୍ୟାଳୟ୍ ଖୁଲବା ବଲିକରି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଆଡୁ ସୂଚନା ମିଲିଛେ । କଲେଜ୍ ଖୁଲବାର୍ ଉତାରୁ…

୯ ମାସ ଉତାରୁ ଦର୍ଶନ ଦେଲେ ମାଁ ସମଲେଇ

କରୋନା ମହାମାରି ଲାଗି ସବୁ ଧର୍ମାନୁଷ୍ଠାନ ମାନେ ବନ୍ଦ ରହିଥିଲା ହେଲେ ୯ ମାସ୍ ଉତାରୁ ଆଏଜ୍ ଖୁଲିଛେ ସମ୍ବଲପୁର ର ଅଧୀଷ୍ଠାତ୍ରି ଦେବୀ ମା ସମଲେଇକଁର୍ ମନ୍ଦିର୍ । ହେତ୍‌କି ଦିନ୍ ଟାକଲା ଉତାରୁ ଆଏଜ୍ ମାଁ କେ ଦର୍ଶନ କରିଛନ୍ ଭକତ୍ । କରୋନା ଲାଗି ସବୁ ଗାଇଡଲାଇନ୍ ଭିତରେ ଖୁଲାଗଲା ମନ୍ଦିର୍ ।…