‘ଲେଜିଅନ ଅଫ ମେରିଟ୍ ‘ ଆୱାର୍ଡଥି ସମ୍ମାନିତ୍ ହେଲେ ମୋଦି

 ଆମେରିକାର ସବୁନୁ ବଡ ସମ୍ମାନ୍ ‘ଲେଜିଅନ୍ ଅଫ୍ ମେରିଟ୍ ' ଥି ଭାରତ୍ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକୁଁ ସମ୍ମାନିତ୍ କରିଛନ୍ ଆମେରିକାର୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଲେଜିଅନ ଅଫ୍ ମେରିଟ୍ ଆମେରିକାର୍ ସବୁନୁ ବଡ ସମ୍ମାନ୍ ହେଇଥିବାର୍ ବେଲେ ଭାରତ୍ ଆର୍ ଆମେରିକାର୍ ଭିତ୍‌ରେ ଭଲ୍…

ଫିର୍‌ ଚାଲ୍‌ବା ସମ୍ବଲପୁରୁ ସିଟି ବସ୍

ଲକ୍‌ଡାଉନ ଉତାରୁ ସମ୍ବଲପୁରେ ଚାଲୁଥିବାର୍ ସିଟି ବସ୍ ମାନେ ବନ୍ଦ୍ ହେଇଯାଇଥିଲା । ଆଗରୁ ସମ୍ବଲପୁରର୍ ପାଖର୍ ଆଖର୍ ଯାଗା ମାନକୁଁ ଗୁଟେ ଦୁଇଟା ସିଟି ବସ୍ ଚାଲୁଥିବାର୍ ବେଲେ ମଝିନେ କେନସି କାରଣ୍ ଲାଗି ସେଟା ବନ୍ଦ୍ ହେଇଯାଇଥିଲା । ସେଥିର୍‌ଲାଗି ସମ୍ବଲପୁର୍ ଜିଲ୍ଲାନେ ଲୋକ୍ ମାନକଁର୍…

ଇଥର ଫେବୃଆରି ନେ ନାଇ ହୁଏ ବୋର୍ଡ ପରୀକ୍ଷା

କରୋନା ମହାମାରୀ କେ ନେଇକରି ସବୁ ସ୍କୁଲ୍ ଆର୍ କଲେଜ୍ ବନ୍ଦ ରହିଥିବାର୍ ବେଲେ ସ୍କୁଲ୍ ଖୁଲବାର୍ କେ ନେଇକରି ଇହାଦେ ତକ୍ କିଛି ସୂଚନା ନାଇମିଲି । ବୋର୍ଡ ପରୀକ୍ଷାକେ ନେଇକରି ସବୁ ଛାତ୍ରଛାତ୍ରୀ ,ଅଭିଭାବକ୍ ଆର୍ ଶିକ୍ଷକ୍ ଶିକ୍ଷୟତ୍ରୀକଁର୍ ମୁଡେ ଚିନ୍ତା ବଢିଯାଇଥିଲା । ହେଲେ ସେ ବାବ୍‌ଦେ…

୨୦୨୦ ନେ ଓଡିଶାର୍ ଟୁକେଲ୍ ପାୱାର୍‌

ନାରୀ.....ଯାହକେ ଦୁନିଆ କହେସି ଆଦିଶକ୍ତି ...... ଯାହାର୍ ନୁ ଇ ସଂସାର୍ ର ସୃଷ୍ଟି । ମାଁ , ଝି ,ବହ ,ବହେନ୍ , ମାଉସି ,ପିଉସି ଇ ସବୁ ଯାକ ହେଉଛେ ନାରୀ ର୍ ଗୁଟେ ଗୁଟେ ରୂପ୍ । ଏନ୍ତା ସବୁ ରୂପଥି ନାରୀ ଇ ସାରା ସଂସାର୍ କେ ସମ୍ପର୍କ ର ଡୋରୀ ନେ ବାନ୍ଧି କରି ରଖିଛେ ..... ଏକ୍ କରିକି…

ସର୍‌ପଂଚ ନୁ ମୁଖ୍ୟମନ୍ତ୍ରୀ ତକ୍ ସଭେ ଦେବେ ସମ୍ପତ୍ତିର୍ ତାଲିକା

ଆମର୍ ରାଏଜେ ସବୁଦିନ୍ ଗୁଟେ ଗୁଟେ ଦୁର୍ନୀତି ର୍ ଘଟନା ସାମ୍ନାକେ ଆସୁଛେ । ଆର୍ ଇ ଦୁର୍ନୀତି ଲାଗି ଆମର୍ ରାଏଜର୍ ବିକାଶ୍ ଦିଗେ ବହୁତ୍ ଅସୁବିଧା ହେଉଛେ । ହେଲେ ଇ ଦୁର୍ନୀତି କେ ବନ୍ଦ କରବାର୍ ଲାଗି ଆମର୍ ରାଜ୍ୟ ସରକାର୍ ବହୁତ୍ ବଡ ପଦକ୍ଷେପ୍ ନେଇଛନ୍ । ରାଏଜର୍ ସବୁ ନେତା, ମନ୍ତ୍ରୀ,…

ବରଗଡନେ ହେବା ମେଡିକାଲ୍ କଲେଜ୍

ବରଗଡ ନେ ଥିବାର୍ ବିକାଶ ଗୃପ୍ ଅଫ୍ ଇନଷ୍ଟିଚ୍ୟୁସନର୍ ହସ୍ପିଟାଲ୍ ଇହାଦେ ମେଡିକାଲ୍ କଲେଜ୍ ହେବା ବଲିକରି ରାଜ୍ୟ ସରକାରକଁର୍ ପାସକେ ବିକାଶ୍ ଗୃପ୍ ଆଡୁ ପ୍ରସ୍ତାବ୍ ଆସିଛେ । ବରଗଡନେ ମେଡିକାଲ୍ କଲେଜ୍ ହେଲେ ବରଗଡ ଆର୍ ବରଗଡ୍ ଆଖର୍ ପାଖର୍ ଅଂଚଲ୍ ର ଲୋକ୍ ମାନେ ଭଲ୍ ଚିକିତ୍ସାର୍ ସୁବିଧା…

ଶୀତେ ଥରୁଛେ ଓଡିଶା

ଓଡିଶା ନେ ଇ କିଛିଦିନ୍ ହେବା ଶୀତର୍ ଲହରୀ ବେଶି ବଢିଯାଇଥିବାର୍ ଦେଖବାର୍ କେ ମିଲିଛେ । ଉତ୍ତର୍ ଭାରତ୍ ଆଡୁ ଓଡିଶା କେ ଥଣ୍ଡା ପବନ ବହି ଥିବାର୍ ନୁ ସାରା ରାଏଜ୍ ନେ ସର୍ବନିମ୍ନ୍ ତାପମାତ୍ରା ୪ ନୁ ୫ ଡିଗ୍ରୀ ତକ୍ ହେଇଯାଇଛେ । ଫୁଲବାଣୀନେ ସବୁନୁ କମ୍ ତାପମାତ୍ରା ୫.୫ ଡିଗ୍ରୀ ସେଲସିୟସ୍…

ଆଡିଲେଡ୍‌ ନେ ହାରିଗଲା ଭାରତ୍‌

ଆଡିଲେଡ ନେ ହେଇଥିବାର୍‌ ଭାରତ୍‌ ଅଷ୍ଟ୍ରେଲିଆ ମ୍ୟାଚ୍‌ନେ ଭାର୍‌ତର୍‌ ହାରିଯାଇଛେ । ୮ୱିକେଟ୍‌ ନେ ଭାରତ୍‌ କେ ହରେଇ କରି ମ୍ୟାଚ୍‌ ଜିତିଛେ ଅଷ୍ଟ୍ରେଲିଆ । ପହେଲା ଇନିଂସ ନେ ଭାରତ୍‌ ଅଷ୍ଟ୍ରେଲିଆ ନୁ ଆଗେ ରହିଥିବାର୍‌ ବେଲେ ସେକେଣ୍ଡ୍‌ ଇଂନିସ୍‌ ନେ ଭାରତ୍‌ ମାତ୍ର ୩୬ ରନ୍‌ କରିପାରିଥିଲା…

ଏଥର ସସ୍ତାନେ ସ୍ୱାସ୍ଥ୍ୟ ସେବା

କରୋନା ସମିୟାନେ ସବୁଆଡେ ସଂକ୍ରମଣ ସଂଖ୍ୟା ବଢୁଥିବାର୍‌ ବେଲେ ଚିକିତ୍ସା ଭଲ ହିସାବେ ହେଇ ନାଇ ପାରବାର୍‌ । ସେଥିର୍‌ ଲାଗି ରାଜ୍ୟ ମାନକଁର୍‌ ନେ ସସ୍ତା ଥି ଚିକିତ୍ସା କରବାର୍‌ ୍‌ ବେବସ୍ଥା କେ ନେଇକରି ସୁପ୍ରିମକୋର୍ଟ ଶୁଣାଣି କରିଛେ । ସୁଲଭ ଚିକିତ୍ସା ପାଇବାର୍‌ ଟା ଲୋକମାନକଁର୍‌…

୩ ତାରିଖ୍‌ ଖୁଲବା ସବୁ ଧର୍ମାନୁଷ୍ଠାନ୍

ଏତ୍‌କି ଦିନର୍‌ ଅପେକ୍ଷା ଉତାରୁ ତାକଁର୍‌ ଭକତ ମାନକୁଁ ଦର୍ଶନ ଦେବେ ମାଁ ,ପୂରୀ ମନ୍ଦିର୍‌ ଆର୍‌ ଲିଙ୍ଗରାଜ୍‌ ମନ୍ଦିର୍‌ ଖୁଲୁଥିବାର୍‌ ବେଲେ ସମ୍ବଲପୁର୍‌ର ସମଲେଇ ମନ୍ଦିର୍‌ ଖୁଲବାର୍‌ କେ ନେଇକରି ଆର୍‌ ତାର ସାଙ୍ଗେ ସବୁ ଧର୍ମାନୁଷ୍ଠାନ୍‌ ଖୁଲବାର୍‌ କେ ନେଇକରି ବୈଠକ୍‌ ବସିଥିଲା ।…