ପ୍ରଦୁଷଣ୍‌ ଭିତ୍‌ରେ ଝାରସୁଗୁଡା ଜିଲ୍ଲା

ଝାରସୁଗୁଡା ଜିଲ୍ଲା ନେ ବହୁତ୍‌ ବହୁତ୍‌ କାରଖାନା ମାନେ ତିଆରି କରାଯାଉଥିବାର୍‌ ନୁ ସେନର୍‌ ପରିବେଷ ଉପରେ ଇହାଦେ କାହାରିର୍‌ ଆଖି ନାଇ ଯିବାର୍‌ । ଶିଲ୍ପ ନା ଥି ଜଙ୍ଗଲ୍‌ କେ କାଟି ଦିଆଯାଉଛେ । ସବୁନୁ କମ୍‌ ଜଙ୍ଗଲ୍‌ ରହିଥିବାର୍‌ ଜିଲ୍ଲା ହିସାବେ ଝାରସୁଗୁଡା ଜିଲ୍ଲା ର ନା ଆସୁଛେ ।…

ଭୁବନେଶ୍ୱର୍‌ ନୁ ରାଉରକେଲା କେ ଚାଲବା ଡବଲ ଡେକର୍‌ ଟ୍ରେନ୍‌

କୋରୋନା କାଲ୍‌ଥି ଟ୍ରେନ୍‌ ଚଲାଚଲ୍‌ କେ ନେଇକରି ବନେଟେ ଅସୁବିଧାନେ ପଡିଥିଲେ ଯାତ୍ରୀ ମାନେ । ହେଲେ ଇ କିଛି ମାସ୍‌ ଉତାରୁ ସବୁ ଟ୍ରେନ୍‌ ଯା ଆସ୍‌ ଲାଗି ସୁବିଧା କରାଯାଉଛେ । କେତେଟା ପୂରନା ଟ୍ରେନ ସାଙ୍ଗେ ନୂଆ ଟ୍ରେନ୍‌ ଚାଲବା ବଲିକରି ସୂଚନା ମିଲୁଛେ । ବେଙ୍ଗଲୋର୍‌ନେ ହେଇଥିବାର୍‌…

‌ନୂଆ ସଂସଦ୍‌ ଭବନ୍‌ର ମାଏଟ୍‌ ପୂଜା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନ ଲାଗି ନୁଆ ଦିଲ୍ଲୀ ନେ ଗୁରୁବାର୍‌ ଦିନ ଶିଲାନ୍ୟାସ କରିଛନ୍‌ । ପହେଲାନୁ ନୁଆ ସଂସଦ ଭବନ କେ ନେଇକରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିବାର୍‌ ବେଲେ ଗୁରୁବାର୍‌ ଦିନ ତାର ଭୁମି ପୂଜା ହେଇଛେ । ପ୍ରଧାନମନ୍ତ୍ରୀ ତାକଁର ଉଦ୍‌ବୋଧ୍‌ନ୍‌ ଭାଷଣ୍‌ ନେ…

‘ଇସ୍ରୋ’ ର୍‌ ସ୍ୱଦେଶୀ ‘ଜିପିଏସ୍‌’ କେ ମିଲ୍‌ଲା ‘ଆଇଏମଓ’ର ସ୍ୱୀକୃତି

ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ସଂସ୍ଥା ) ତିଆରି କରିଥିବାର୍‌ ଗୁଟେ ସ୍ୱଦେଶୀ ‘ଜିପିଏସ୍‌'କେଣ୍ଟନ୍ୟାସ୍‌ନାଲ୍‌ ମେରିଟାଇମ୍‌ ଅର୍ଗାନାଇଜେସନ୍‌ (ଆଇଏମ୍‌ଓ) ଆଡୁ ସ୍ୱୀକୃତି ଦିଆଗଲା । ତାର୍‌ ନାଁ ‘ନେଭିଗେସନ୍‌ ୱିଥ୍‌ ଇଣ୍ଡିଆନ କନଷ୍ଟେଲେସନ୍‌' ଏନ୍‌ଭିଆଇସି ରଖାଯାଇଛେ । ଯେନଟା ଗୁଟେ…

କରୋନା ମହାମାରୀ ଭିତରେ ସ୍କୁଲ୍‌ କେ ସଜାଲେ ସୁରେଶ

କରୋନା ମହାମାରୀ ସମିୟାନେ ସବୁ ସ୍କୁଲ୍‌ କଲେଜ୍‌ ବନ୍ଦ ହେଇଥିବାର୍‌ ବେଲେ ସୋନପୁର ଜିଲ୍ଲା ଡୁଙ୍ଗରୀପାଲିର୍‌ ଜନେ ଶିକ୍ଷକ ସୁରେଶ ପୂଜାରୀ ତାକଁର୍‌ ପଢଉଥିବାର୍‌ ସମଲେଇଚୁଆ ସରକାରୀ ଉଚ୍ଚ ବିଦ୍ୟାଲୟ କେ ଗୁଟେ ସୁନ୍ଦର୍‌ ବଗିଚାର୍‌ ରୁପ୍‌ ଦେଇଛନ୍‌ । କରୋନା ସମିୟାନେ ସବୁ ଶିକ୍ଷକ୍‌…

ଚାଷୀ ଲାଗି ନବୀନ ସରକାରକଁର୍‌ ନୂଆ ପଦକ୍ଷେପ୍

ଚାଷୀ ମାନକଁର୍‌ ସମସ୍ୟା ର ସମାଧାନ କରବାର୍‌ କେ ଅଣ୍ଟା ଭିଡିଛନ୍‌ ଆମର୍‌ ରାଜ୍ୟ ସରକାର୍‌ । ରାଏଜ୍‌ନେ କୃଷି ଆର୍‌ କୃଷକକଁର୍‌ ବିକାଶ୍‌ ଲାଗି ରାଜ୍ୟ ସରକାର୍‌ ନୁଆ ନୁଆ ଯୋଜନା ସବୁ ଲାଗୁ କରିଥିସନ୍‌ ।ତାର୍‌ ସାଙ୍ଗେ ଆମର୍‌ ରାଏଜର୍‌ ସ୍ୱାସ୍ଥ୍ୟ ସେବା ଆର୍‌ ପିଇବାର୍‌ ପାଏନ ‌ ର୍‌…

ହେରିଟେଜ୍‌ ଭବନ୍‌ ହେଲା ସମ୍ବଲପୁରର ମୁଖିଆ ଡାକ୍‌ଘର୍‌

ଭାରତ ସରକାରକଁର୍‌ ଯୋଗାଯୋଗ୍‌ ମନ୍ତ୍ରାଲୟ ଅଧିନନେ ରହିଥିବାର୍‌ ପୁରନା ୮ଟା ଡାକଘର୍‌ କେ ସରକାରକଁର୍‌ ହେରିଟେଜ୍‌ ଆର୍‌ ମ୍ୟୁଜିୟମ୍‌ ପରିଚାଲନା ସଂସ୍ଥା ଆଡୁ ଡିସେମ୍ବର୍‌ ୮ ତାରିଖ୍‌ ନେ ହେରିଟେଜ୍‌ ଭବନ୍‌ (ପ୍ରାଚୀନ କୀର୍ତ୍ଥି ) ହିସାବେ ମାନ୍ୟତା ଦିଆଯାଇଛେ । ସେ ଭିତରୁ ସମ୍ବଲପୁରର୍‌…

ହୀରାକୁଦ୍‌ନେ ଆରମ୍ଭ ହେଲା ଇକୋ ରିଟ୍ରିଟ୍‌

ରାଜ୍ୟ ସରକାରକଁର୍‌ ଆଡୁ ରାଏଜର୍‌ ୫ଟା ଭିନ୍‌ ଭିନ୍‌ ଯାଗାନେ ଇକୋରିଟ୍ରିଟ୍‌ ଆରମ୍ଭ ହେଇଛେ । ସେଭିତରୁ ସମ୍ବଲପୁର୍‌ର ହୀରାକୁଦ୍‌ ନେ ପହେଲା ଥର୍‌ ଲାଗି ଇକୋରିଟ୍ରିଟ୍‌ କରାଯାଇଛେ । ତାର୍‌ ସବୁ ପ୍ରସ୍ତୁତି ପହେଲା ନୁ ସରିଯାଇଥିବାର୍‌ ବେଲେ ଆଏଜ ତାର୍‌ ଉଦ୍‌ଘାଟନ୍‌ କରାଯାଇଛେ । ରାଜ୍ୟ…

ବନ୍ଦ ରହେଲା ପଶ୍ଚିମଓଡିଶା 

ପଶ୍ଚିମଓଡିଶା ନେ  ବି ଭାରତ ବନ୍ଦ ର ପ୍ରଭାବ୍‌ ଦେଖବାର୍‌ କେ ମିଲିଥିଲା । ବରଗଡ , ବଲାଙ୍ଗୀର୍‌ , ସମ୍ବଲପୁର୍‌ ,ଟିଟଲାଗଡ, ସୋନପୁର୍‌ ,ଝାରସୁଗୁଡା ନେ ଭିଲ୍‌ ଚାଷୀ ସଂଗଠନର ଭାରତ୍‌ ବନ୍ଦ ଡାକ୍‌ରା କେ ଲୁକେ ସମର୍ଥନ କରିଥିଲେ । ସେନ୍ତା ପଶ୍ଚିମଓଡିଶାର୍‌ ପ୍ରାୟ ସବୁ ଜିଲ୍ଲା ନେ ଚାଷୀ…

ପୁହୁରା ହେଇକରି ପଡିଛେ ସମ୍ବଲପୁରର ପର୍ଯ୍ୟଟନ୍‌ସ୍ଥଲୀ  

ଫି ବଛର୍‌ ସମ୍ବଲପୁର୍‌କେ ଇ ଶୀତ୍‌  ମାସେ ବହୁତ୍‌ ଟେ ପର୍ଯ୍ୟଟକ୍‌ ଆସିଥିସନ୍‌ ଆର୍‌ ଇ ଯାଗାନେ ବୁଲବାର୍‌ ସାଙ୍ଗେ ପିକ୍‌ନିକ୍‌ ଭିଲ୍‌ କରିଥିସନ୍‌ । ହେଲେ ସେନର୍‌ ଅବସ୍ଥା ଇହାଦେ ଦେଖି ନାଇହୁଏ ପୁଲାପୁଲା ମଏଲା ଆର୍‌ କେଚ୍‌ରା ସାଙ୍ଗେ ଜାଗା ସବୁ ପୁହୁର୍‌ ହେଇକରି ପଡି ରହିଛେ । ଜାଗା…