ପେଟ୍ରୋଲ ୯୦ କେ ଡିଜେଲ୍‌ ୮୦

ପେଟ୍ରୋଲ୍‌ ଆର୍‌ ଡିଜେଲ୍‌ ର ଦାମ୍‌ ବଢବାର୍‌ ଟା ଇହାଦେ ଲୁକକଁର୍‌ ମୁଡବଥା ବିଷୟ ହେଇଛେ । ବିଶ୍ୱ ତେଲ୍‌ ବଜାର୍‌ନେ ବଢବାର୍‌ କେ ଲାଗିଛେ ପେଟ୍ରୋଲ୍‌ ଆର ଡିଜେଲ୍‌ ଦାମ୍‌ । ଅନ୍ତରାଷ୍ଟ୍ରିୟ ବଜାର୍‌ ନୁ ଧରିକରି ଘରୋଇ ବଜାର୍‌ନେ ଭିଲ୍‌ ଦାମ୍‌ ବଢବାର୍‌ କେ ଲାଗିଛେ । ନୁଆ ଦିଲ୍ଲୀ ଆର୍‌…

ଜିତ୍‌ଲା ଭାରତ : ଟି-୨୦ ମେଚ୍‌

ଭାରତ ଆର୍‌ ଅଷ୍ଟ୍ରେଲିଆ ଭିତରେ କାଲି ସିଡନିନେ ହେଇଥିବାର୍‌ ଦୁଇ ନମ୍ବର ଟି -୨୦ମେଚ୍‌ନେ ଭାରତ ଅଷ୍ଟ୍ରେଲିଆ ଆଡୁ ଦିଆଯାଇଥିବାର୍‌ ୧୯୫ ରନ୍‌ ର ଟାର୍ଗେଟ୍‌ କେ ପୁରା କରିକିନା ବିଜୟ ହାସଲ୍‌ କରିଛେ । ଭାରତ କାଲିର୍‌ ମେଚ୍‌ନେ ତାର୍‌ ବ୍ୟାଟିଂ ର ବଢିଆ ପ୍ରଦର୍ଶନ ଦେଖେଇ ଦେଇଥିଲା । ଇଂନିସ…

ଭାରତକେ ‘୧୯୫’ ରନର୍‌ ଟାର୍ଗେଟ୍‌ ଦେଲା ଅଷ୍ଟ୍ରେଲିଆ

ଆଜି ସିଡନିନେ ଚାଲିଥିବାର ସେକେଣ୍ଡ୍‌ ଟି-୨୦ମେଚ୍‌ନେ ଭାରତ ଆର୍‌ ଆଷ୍ଟ୍ରେଲିଆ ଖେଲୁଥିବାର୍‌ ବେଲେ ଅଷ୍ଟ୍ରେଲିଆ ପହେଲା ବ୍ୟାଟିଂ କରିକିନା ଭାରତ୍‌କେ ୧୯୫ ରନ୍‌ ଟାର୍ଗେଟ୍‌ ଦେଇଛେ । ୨୦ ଓଭର୍‌ ଥି ୫ଟା ୱିକେଟ୍‌ ହାରିକରି ଅଷ୍ଟ୍ରେଲିଆ ୧୯୪ ରନ୍‌ କରିପାରିଛେ । ମେଚ୍‌ ଆରମ୍ଭ୍‌ ନୁ ଭାରତ୍‌…

ପାକିସ୍ତାନର ଦୁହି ଟୁକେଲକୁଁ ଫିରାବାର୍‌ ଚେଷ୍ଟା

ପାକିସ୍ତାନ୍‌ର ଅଧିନ୍‌ନେ ଥିବାର୍‌ କାଶ୍ମୀର୍‌ନୁ ଭାରତ୍‌ ର ଜାମ୍ମୁ କାଶ୍ମୀର୍‌ ର ପୁଂନଚ୍‌ ଅଂଚଲ୍‌ କେ ଭୁଲ୍‌ଥି ପଲେଇ ଆସିଥିଲେ ଦୁଇଟା ନାବାଲିକାକୁଁ ନିୟନ୍ତ୍ରଣ ରେଖା ପାସେ ଭାରତୀୟ ଯବାନ୍‌ ମାନେ ଦେଖିଥିଲେ । ଫର୍‌ୱାର୍ଡ କଠୁଆ ତହସିଲ୍‌ର ଆଦ୍ଦାସପୁର୍‌ନେ ସେ ଦୁହି ଟୁକେଲ ମାନକଁର୍‌…

ସମ୍ବଲପୁର୍‌ନେ ହେଲା ରେଫରାଲ୍‌ ମୃତ୍ତିକା(ମାଏଟ୍‌) ପରୀକ୍ଷାକେନ୍ଦ୍ର

ସମ୍ବଲପୁର୍‌ ଜିଲ୍ଲା ମୁଦିପଡାନେ ରହିଥିବାର୍‌ କୃଷି କାର୍ଯ୍ୟାଲୟ ପାସେ କାଲି ବିଶ୍ୱ ମୃତ୍ତିକା ଦିବସନେ ରେଫେରାଲ୍‌ ମୃତ୍ତିକା(ମାଏଟ୍‌) ପରୀକ୍ଷାଗାର୍‌ ଥାପନା କରାଯାଇଛେ । ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାର୍‌ ଭୂଚେତନା କାର୍ଯ୍ୟକ୍ରମ୍‌ର ଇକ୍ରିସାଟ୍‌ ଆଡୁ ଇତାର୍‌ ଥାପନା କରାଯାଇଛେ । କୃଷି…

ଡିସେମ୍ବର୍‌ ୮ନେ ହେବା ଭାରତ‌ ବନ୍ଦ୍‌

ନୁଆ କୃଷି ବିଲ୍‌ର ବିରୋଧ୍‌କେ ନେଇକରି ଚାଷୀ ମାନକଁର୍‌ ଆନ୍ଦୋଲନ୍‌ ଇହାଦେ ଜୋର୍‌ ଧରିଛେ । କୃଷି ବିଲ୍‌କେ ନେଇକରି ସରକାରକଁର୍‌ ସାଙ୍ଗେ ଆଲୋଚନା ବିଫଲ୍‌ ହେବାର୍‌ ଉତାରୁ ୪୦ଟା କୃଷକ୍‌ ସଂଗଠନ୍‌ ଆଡୁ ୮ ଡିସେମ୍ବର୍‌(ମଙ୍ଗଲବାର୍‌) ଦିନ ଭାରତ୍‌ ବନ୍ଦ୍‌ ର୍‌ ଡାକ୍‌ରା ଦିଆଯାଇଛେ । କୃଷି…

ଆର୍‌ କିଛି ହପ୍ତା ଭିତରେ ଆସ୍‌ବା କରୋନା ଟିକା

କରୋନା ଟିକାକେ ନେଇକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଲୀୟ ବୈଠକ୍‌ନେ କହିଛନ୍‌ ଯେ ଆସବାର୍‌ କିଛି ହପ୍ତା ଭିତରେ କରୋନା ପ୍ରତିଷେଧକ୍‌ ଟିକା ଦେଶ୍‌କେ ଆସ୍‌ବା । ବିଶେଷଜ୍ଞ ମାନକଁର୍‌ନୁ ଟିକା ପରୀକ୍ଷା ହେଇସାରବାର୍‌ ଉତାରୁ ଦେଶ୍‌ନେ କରୋନା ଟିକା ଦିଆଯିବା । ଆର୍‌ ଇ କରୋନା…

ଜିପ୍‌ ଧକ୍କାନେ ୮ବଛରର ଛୁଆର ଗଲା ଜୀବନ୍‌

ସମ୍ବଲପୁର ସହରନେ ୮ ବଛରର ଗୁଟେ ଛୁଆ ଦୁର୍ଘଟଣାନେ ମରିଯାଇଥିବାର ବେଲକେ ଆଶର ପାଶର ଜାଗାନେ ଝମେଲିଆ ସ୍ଥିତି ବନିଛେ । ସମ୍ବଲପୁର ଲକ୍ଷ୍ମୀ ଟକିଜ୍‌ ଛକ୍‌ ପାଶେ ଦୁର୍ଘଟଣା ଘଟିଥିବାର ବେଲକେ ଇଥରେ ସାହିଲ କୁମାର ନାଁର ଗୁଟେ ୮ ବଛର ନାବାଲକର ଜୀବନ୍‌ ଯାଇଛେ । ସେ ନିଜର କକାକଁର ସାଙ୍ଗେ ଠିଆ…

ନକଲି ନୋଟ୍‌ କାରବାର କରୁଥିବାର ଗେଙ୍ଗ୍‌ ଗିରଫ୍‌

ଝାରସୁଗୁଡ଼ାନେ ନକଲି ନୋଟ୍‌ କାରବାରନେ ଥିବାର ଗୁଟେ ଗେଙ୍ଗ୍‌କେ ଧରିଛେ ପୁଲିସ୍‌ । ଝାରସୁଗୁଡ଼ା ବନହରପାଲି ପୁଲିସ ଇ ଗେଙ୍ଗ୍‌କେ ଧରବାରନେ ସଫଲ ହେଇଛେ । ବନ୍ଧବାହାଲଠାନେ କିଛି ଜନ୍‌ ନକଲି ନୋଟ୍‌ ବେଭହାରକାରୀକଁର ଖବର ପାଏଲା ବାଦ୍‌ ଇ ଘଟନାନେ ୩ ଜନ୍‌କୁଁ ଗିରଫ୍‌ କରାଯାଇଛେ । ଗିରଫ୍‌…

ମେଘୁଆ ପାଗ୍‌ ଲାଗି ଚାଷୀକଁର୍‌ ମୁଡବଥା

ବରଗଡନେ ଖରିଫ୍‌ ଧାନ୍‌ ସଂଗ୍ରହର୍‌ ପକ୍ରିୟା ଚାଲିଥିବାର ବେଲେ ତାର ସାଙ୍ଗେ ଧାନ କିନାବିକା ଭିଲ୍‌ ଆରମ୍ଭ ହେଇଯାଇଛେ । ଟୋକନ୍‌ କଟକନା ଲାଗି ଇ ବଛର୍‌ ଧାନ ମଣ୍ଡିନୁ ଧାନ୍‌ ଆନି ନାଇ ପାରବାର୍‌ ଚାଷୀ । ଧାନ୍‌ ରଖ୍‌ବାର୍‌ ସୁବିଧା ନାଇ ହେଉଥିବାର୍‌ନୁ ଖୁଲାନେ ଧାନ ସବୁ ପଡି ରହିଛେ । ଆର୍‌…