‘ଧନୁଯାତ୍ରା ହେଉ’

ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତରା । ସବୁନୁ ବଡ ଖୁଲା ରଙ୍ଗ ମଞ୍ଚନେ ଯେତେବେଲେ ଧନୁଯାତରା ଚାଲିଥିସି ସେତେବେଲେ ଉଠୁଥିସି ପଡୁଥିସି ବରଗଡ ସହର । ବରଗଡ ସହର ତ ନାଇଁ ଥାଏ ସେତେବେଲକେ ମଥୁରା ନଗରୀ ପାଲଟିଯାଏସି ବରଗଡ ସହର ଆର ଅମ୍ବାପାଲି ହେଇଯାଇଥିିସି ଗୋପପୁର । ହେଲେ ଇ ବର୍ଷ ନାଇଁ ହୁଏ ବରଗଡ…

ଝାରସୁଗୁଡା ଆର୍‌ ବରଗଡ୍‌ କେ ଜୁଡବା ଜରିମୁଲି–ଭିକରମପାଲି ପୋଲ୍‌

ସମ୍ବଲପୁର ଜିଲ୍ଲାର ରମ୍ପେଲା ନେ ହୀରାକୁଦ ଉପରେ ‌ ପୋଲ୍ ବନବାର୍‌ ନୁ ସମ୍ବଲପୁର୍‌ ଆର୍‌ ଝାରସୁଗୁଡା ଜିଲ୍ଲାର୍‌ ଲଖନପୁର୍‌ କେ ଯିବାର୍‌ ଲାଗି ସୁବିଧା ହେଇଛେ । ସେନ୍ତା ବହୁତ୍‌ ବରଷ୍‌ ହେଲା ଝାରସୁଗୁଡା ନୁ ବରଗଡ କେ ଯୁଡବାର୍‌ ଲାଗି ସିଧା ସଲକ୍‌ ରାସ୍ତା ତିଆରି ଆର ପୋଲ୍‌ ବନାବାର୍‌ କେ…

କୁଚିଣ୍ଡା ଧାନମଣ୍ଡି ନେ ପଡିଛେ ସାଢେ ୩ ଲାଖ୍‌ ଧାନ ବସ୍ତା

ସବୁଆଡେ ଇହାଦେ ଚାଷୀ ମାନକଁର୍‌ ଆନ୍ଦୋଲନ ଜୋର୍‌ ଧରିଥିବାର୍‌ ବେଲେ କୁଚିଣ୍ଡା ର ଚାଷୀ ମାନକଁର୍‌ ଦୁଃଖ୍‌ କହେଲେ ନି ସରେ । କୁଚିଣ୍ଡା ଅଂଚଲ ର ୩ ହଜାର୍‌ ଚାଷୀ ମାନକଁର୍‌ ଇହାଦେ ନିଦ୍‌ ହଜି ଯାଇଛେ । ଇଆଡେ ନା ମିଲର୍‌ ଆସୁଛନ୍‌ ନା ପ୍ରଶାସନ ଶୁନୁଛନ୍‌ । ଖୁଲା ନେ ପଡିଛେ ବସ୍ତା ବସ୍ତା…

ବାହାରଲା ୨୦୨୧ ର ଛୁଟି ଲିଷ୍ଟ୍‌

ଇ ବରଷ କରୋନା ସଂକ୍ରମଣ କେ ଦେଖିକରି ସବୁ ସ୍କୁଲ୍‌ ମାନେ ବନ୍ଦ କରାଯାଇଥିଲା । ହେଲେ ସ୍କୁଲ୍‌ ମାନେ ବନ୍ଦ ହେବାର୍‌ନୁ ଛୁଆ ମାନକଁର୍‌ ପାଠ୍‌ପଢା ମାଡ୍‌ ଖାଇ ଯାଇଛେ । ସେଥିର୍‌ ଲାଗି ରାଜ୍ୟ ସରକାର୍‌ ଆଏବା ବଛର୍‌ ସ୍କୁଲ୍‌ ଖୁଲବାର୍‌ କେ ନେଇକରି ଇହାଦେ ତକ୍‌ ଭିଲ୍‌ ଚୁପି ଜାରି ରଖିଛନ୍‌ ।…

କରୋନା ଟିକାର୍‌ ନୂଆ ଗାଇଡ ଲାଇନ୍‌

କରୋନା ଟିକା ଦେବାର୍‌ ଲାଗି କେନ୍ଦ୍ର ସରକାର୍‌ ସୋମବାର୍‌ ଦିନ ନୂଆ ଗାଇଡ୍‌ ଲାଇନ ଲାଗୁ କରିଛନ । ଗାଇଡଲାଇନ୍‌ ହିସାବେ ଲୋକ୍‌ ମାନକୁଁ କରୋନା ଟିକା ଦିଆଯିବା । ପହେଲା ୩୦ କୋଟି ଲୋକମାନକୁଁ କରୋନା ଟିକା ଦିଆଯିବା ତାର୍‌ ଭିତ୍‌ରୁ ସ୍ୱାସ୍ଥ୍ୟ କର୍ମଚାରୀ , କରୋନା ୱାରିୟର ,୫୦ନୁ ଅଧିକା…

ମାଓବାଦୀକଁର୍‌ କବ୍‌ଜା ନୁ ମୁକଲିବା ସ୍ୱାଭିମାନ ଅଂଚଲ୍‌

ଆମର୍‌ ଓଡିଶାର୍‌ ସ୍ୱାଭିମାନ ଅଂଚଲ ମାନ୍‌କେ ମାଓବାଦି ମାନେ କବ୍‌ଜା କରିଥିବାର୍‌ କେ ନେଇକରି ସେ ଅଂଚଲ ମାନକୁଁ କେନ୍ତା କରି ମାଓବାଦୀ ମାନକଁର୍‌ କବ୍‌ଜା ନୁ ଛଡାଯିବା ସେ ନେଇକରି ଡିଜିପି ଅଭୟ ନିଷ୍ପତି ନେଇଛନ୍‌ । ଅଧିକା ମାଓବାଦୀ ରହିଥିବାର୍‌ ଅଂଚଲ୍‌ ମାନକଁର୍‌ ସୀମା ସିଲ୍‌ କରବାର୍‌…

ଖୁଲିପାରେ ଧର୍ମାନୁଷ୍ଠାନ୍‌

କରୋନା ଲାଗି ସବୁ ଧର୍ମାନୁଷ୍ଠାନ ବନ୍ଦ୍‌ ରହିଥିବାର୍‌ ବେଲେ ବହୁତ୍‌ ଜଲ୍‌ଦି ସବୁ ଧାର୍ମିକ୍‌ ସ୍ଥଲୀ ମାନେ ଖୁଲାଯିବା ବଲିକରି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଟ୍ୱିଟ୍‌ କରିଛନ୍‌ । କୋଭିଡ ସମିୟା ନେ ଧର୍ମାନୁଷ୍ଠାନ୍‌ ମାନେ ଖୁଲବାର୍‌ କେ ନେଇକରି ସବୁ ଜିଲ୍ଲା ର ଜିଲ୍ଲାପାଲ ମନକୁଁ…

ଗନ୍ଧରେଲ୍‌ ଡେମ୍‌ ହେବା ପର୍ଯ୍ୟଟନ ସ୍ଥଳୀ

ବଲାଙ୍ଗୀରନେ ବହୁତ୍‌ ସୁନ୍ଦର ସୁନ୍ଦର ପର୍ଯ୍ୟଟନ ଜାଗାମାନେ ରହିଥିବାର୍‌ ବେଲେ ସେନର୍‌ ଗନ୍ଧରେଲ୍‌ ଡେମ୍‌କେ ପର୍ଯ୍ୟଟନ ସ୍ଥଳୀ ରୂପେ ତିଆରି କରାଯିବା । ବଲାଙ୍ଗୀର୍‌ ର ସଦେଇପାଲି ପଂଚାୟତ୍‌ ଗନ୍ଧରେଲ୍‌ ଡେମ୍‌କେ ନୂଆ ପର୍ଯ୍ୟଟନ ସ୍ଥଳୀ କରବାର୍‌ ଲାଗି ସେନର୍‌ ବିଧାୟକ୍‌ ନରସିଂହ ମିଶ୍ର ସେ…

ସୋନପୁରନେ କରୋନା ଶେଷ୍

ସୋନପୁର୍‌ ଜିଲ୍ଲା ଇହାଦେ ପୁରାପୁରି ହିସାବେ କରୋନା ମୁକ୍ତ ଜିଲ୍ଲା ହେଇଛେ । ଯେନ ଜନେ ହେଲେ ବି କରୋନା ପଜିଟିଭ୍‌ ଚିନ୍ନଟ୍‌ ନାଇ ହେଇ । ସୋନପୁର୍‌ ଜିଲ୍ଲା ନେ ଟୋଟାଲ୍‌ ୪୬୭୬ ଜନ କରୋନା ସଂକ୍ରମିତ୍‌ ହେଇଥିଲେ ଆର୍‌ ୨୧ ଜନ ମରିଥିବାର୍‌ ଆଗରୁ ଖବର୍‌ ଆସିଥିଲା । ହେଲେ ଇହାଦେ ବାକି…

‘ପର୍ସନ୍‌ ଅଫ୍‌ ଦି ଇୟର୍‌ ‘-ବାଇଡେନ୍‌ ଆର୍‌ କମଲା ହାରିସ୍

‌ଟାଇମସ୍‌  ମାଗାଜିନ୍‌ ର ‘ପର୍ସନ୍‌ ଅଫ୍‌ ଦି ଇୟର୍‌-୨୦୨୦ 'ର ଟାଇଟଲ ଆମେରିକାର୍‌ ନୁଆ ନିର୍ବାଚିତ୍‌ ରାଷ୍ଟ୍ରପତି ଆର୍‌ ଉପରାଷ୍ଟ୍ରପତି କମଲା ହାରିସ୍‌କୁଁ ଦିଆଯାଇଛେ । ଟାଇମସ୍‌ ମେଗାଜିନ୍‌ ଆଡୁ ଇ ମାନ୍ୟତା ବିଶ୍ୱର୍‌ ଜନାଶୁନା ଚେହେରା ମନକୁଁ ଦିଆଯାଇଥିସି । ଚେଞ୍ଜିଂ ଆମେରିକାସ୍‌…