Browsing Category
ମୁଖିଆ ଖବର
ସହଦେବକଁର ‘ମିଶନ୍ ରଏବାର’
ଇହାଦେ ଚାରିଆଡେ କଲକାରଖାନା ଯେତକି ବନୁଛେ ଫେର ଗାଡି ମଟର ଭିଲ୍ ହେତକି ଚାଲିଛେ । ଆର ହେ ହିସାବେ ଗଉ ଭିଲ୍ ଲୋକ୍ କାଟତେଲ୍ ଯଉଛନ୍ । ପରିବେଶ ଖରାପ୍ ହେବାର ସାଙ୍ଗେ ଜଙ୍ଗଲ ଭିଲ୍ ନଷ୍ଟ୍ ହେବାରନେ ଲାଗିଛେ । ଏନ୍ତା ସମିଆଁଥି ଯେନଠାନେ ଲୋକ୍ ଇତାକେ ଅନଦେଖା କରୁଛନ୍ ଆରୁ କିଛି ସଙ୍ଗଠନ୍ ଅଛନ୍…
୨୬/୧୧ର ସେ କଲା ଦିନ୍କେ ପୁରଲା ୧୨ ବଛର୍
ନଭେମ୍ବର ୨୬, ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକେ ୧୨ ବରଷ୍ ପୂରିଛେ । ଆଜିର ଏନ୍ତା ଗୁଟେ ଦିନ୍ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ୍ ଲସ୍କର-ଇ-ତୋଇବାର ୧୦ ଝନ୍ ଆତଙ୍କବାଦୀ ମୁମ୍ବାଇନେ ଆକ୍ରମଣ କରିଥିଲେ । ସମୁଦ୍ର ବାଟ୍ ଦେଇକରି ପାକିସ୍ତାନର କରାଚିନୁ ମୁମ୍ବାଇନେ ଢୁକିଥିଲେ । ମୁମ୍ବାଇର…
ଆଏଜ୍ ଭାରତ୍ ବନ୍ଦ୍
କେନ୍ଦ୍ର ସରକାରକଁର ଶ୍ରମିକ, ଚାଷୀ ଆରୁ ଜନବିରୁଧୀ ନୀତି ବିରୁଧନେ କେନ୍ଦ୍ରୀୟ ଟେଡ୍ ୟୁନିୟନ୍ ଆଡୁ ଆଏଜ୍ ୨୪ ଘଣ୍ଟିଆ ହଡ୍ତାଲ ଡକରା ଦେଇଛନ୍ । ସଖାଲର ୬ ବଜାନୁ ମୁଲ ହେଇଥିବାର ଇ ହଡତାଲ୍ ୨୪ ଘଣ୍ଟା କରାଯିବା । ରାଜ୍ୟର ଭିନ୍ ଭିନ୍ ଜାଗାନେ ଭିଲ୍ ବନ୍ଦର ଅସର ଦେଖବାକେ ମିଲିଛେ । ବନ୍ଦ ଲାଗି…
କରୋନା ଲାଗି ଲାଗୁ ହେଲା ନୁଆ ଗାଇଡଲାଇନ୍
କରୋନା ଲାଗି ନୁଆ ଗାଇଡଲାଇନ୍ ଲାଗୁ କରିଛନ୍ କେନ୍ଦ୍ର ସରକାର୍ ଯେନଟାକି ଆଏବାର୍ ଡିସେମ୍ବର୍ ୧ନୁ ଲାଗୁ ହେଇକରି ୩୧ ତକ୍ କଡାକଡି ହିସାବେ ଲାଗୁ ହେବା ବୋଲି କେନ୍ଦ୍ର ସରକାର୍ର୍କଁର ଆଡୁ ବିଜ୍ଞପ୍ତି ପ୍ରକାଶ ପାଇଛେ । ଯେନଥିକି କେନ୍ଦ୍ର ସରକାର୍କଁର୍ ବିନା ଅନୁମତିଥି କେନସି ରାଏଜନେ…
ଭୟକଁର୍ ରୂପ୍ ନେଲା ବାତ୍ୟା ‘ନିଭାର୍’
୨୫ ତାରିଖ୍ନେ ତାମିଲ୍ନାଡୁ ଆର୍ ପୁଡୁଚେରୀ ଉପକୂଲକେ ଛୁଈଁଥିବାର୍ ବାତ୍ୟା ନିଭାର୍ ଇହାଦେ ତାର୍ ଭୟକଁର୍ ରୂପ୍ ଦେଖେଇଛେ । ବାତ୍ୟା ଲାଗି ଚେନ୍ନାଇନେ ଲଗାତାର୍ ବର୍ଷା ଲାଗି ରହିଥିବାରନୁ ସେନ ସବୁ ଜାଗା ମାନକୁଁ ପାନି ପଶିଯାଇଛେ । ବାତ୍ୟା ଲାଗି ବର୍ଷା ହେବାର୍ ସାଙ୍ଗେ ବହୁତ୍…
ଆର୍ନାଇନ ଫୁଟବଲ୍ର ମହାନାୟକ୍ ମାରାଡୋନା
ଆର୍ଜେଣ୍ଟିନାର୍ ଫୁଟବଲ୍ ଖେଲାଲୀ ଡିଏଗୋ ମାରାଡୋନାକଁର୍ ବୁଧବାର୍ ଦିନ ମରବାର୍ ଖବର୍ ସାରା ବିଶ୍ୱ ଲାଗି ଗୁଟେ ଦୁଃଖର୍ ଖବର୍ ହେଇଯାଇଛେ । ମାରାଡୋନା ଜନେ ବିଶ୍ୱ ବିଖ୍ୟାତ୍ ଫୁଟବଲ୍ ଖେଲାଲୀ ଥିଲେ ଯାହାକୁଁ ଫୁଟବଲ୍ର୍ କିମ୍ବଦନ୍ତୀ ଭିଲ୍ ଲୁକେ କହୁଥିଲେ । ତାକୁଁ ୬୦ ବରଷ୍…
କଳାହାଣ୍ଡିନେ କିନ୍ନର ଦେଖାଲେ କମାଲ୍
କଳାହାଣ୍ଡି ଜିଲ୍ଲାନେ ପହେଲା କିନ୍ନର ହିସାବେ ଚାକିରୀ ପାଏଲେ ଜନେ କିନ୍ନର । ଧର୍ମଗଡ଼ ଏନ୍ଏସି ଅଫିସ୍ନେ ଜନେ କିନ୍ନର ନିଯୁକ୍ତି ପାଇଛନ୍ । ବୁଲ୍ବୁଲ୍ କିନ୍ନର ଏନଏସିନେ ସପୋର୍ଟିଂ ଷ୍ଟାଫ୍ ହିସାବେ କାମ୍ଥି ଯୋଗ୍ ଦେଇଛନ୍ । ଏସଏଚଜି ମାନକୁଁ ସଚେତନ୍ କରାବାର କାମ୍ନେ ତାକୁଁ ନିଯୁକ୍ତ…
ଆଏଜ୍ନୁ ମୁଲ ହେଲା ପଂଚକ୍
ଆଏଜ୍ନୁ ମୁଲ୍ ହେଲା ପଂଚକ୍ । ପୁରୀ ଶ୍ରୀମନ୍ଦିରନେ କାର୍ତ୍ତିକ୍ ମାସ ସାରା ମାହାପୁରୁ ରାଧା ଦାମୋଦର ବେଶନେ ଦର୍ଶନ୍ ଦେଉଥିବା ବେଲକେ ମାସର ଶେଷ ୫ ଦିନ୍ ଦୁଶରା ୫ଟା ବେଶେ ଦର୍ଶନ ଦେଇଥିସନ୍ । ମାସ ଜାକି ବ୍ରତଧାରୀ ମାନେ ନିଷ୍ଠାଥି ମାହାପୁରୁକଁର ପୂଜା ପାଠ କରିଥିସନ୍ । କାର୍ତ୍ତିକ ମାସ…
ଭିମ୍ସାରନେ ବନବା ୪୦ ଶଯ୍ୟା ଆଇସିୟୁ କମ୍ପେ୍ଲକ୍ସ
ବୁର୍ଲା ଭିମ୍ସାରନେ ଆଇସିୟୁ ଅଭାବ ଲାଗି ବନେ ଅସବିଧା ଭୁଗୁଛନ୍ ରୁଗୀ । ରୁଗୀକଁର ସଂଖ୍ୟା ହିସାବେ ଆଇସିୟୁ ନାଇଁ ଥିବାରନୁ ବନେ ସମସ୍ୟା ଦେଖାଦେଇଛେ । ଇ ସବୁ ସମସ୍ୟାକେ ନଜରଥି ରଖିକରି ଇଠାନେ ୪୦ ଶଯ୍ୟା ବାଲା ଆଇସିୟୁ ବନା ଯିବାର ଲାଗି ପ୍ରସ୍ତାବ ଦିଆଯାଇଛେ । ଇତାର ବାହାରେ ଅପରେସନ୍…
ସୁନ୍ଦରଗଡନେ ଏମ୍ସ ଖୁଲବାର୍ ଦାବି
ସୁନ୍ଦରଗଡ ଜିଲ୍ଲାନେ ଏମ୍ସର୍ ଆର୍ ଗୁଟେ ପ୍ରତିଷ୍ଠାନ୍ ଖୁଲବାରକେ ନେଇକରି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ୍ ରାଜେଷ୍ ଭୂଷଣକୁଁ ଚିଠି ଲେଖଛନ୍ ମୁଖ୍ୟ ଶାସନ୍ ସଚିବ୍ ଅସିତ୍ ତ୍ରିପାଠୀ । ରାଏଜନେ ଏମ୍ସ ଗୁଟେ ଭଲ୍ ସ୍ୱାସ୍ଥ୍ୟ ସେବା ଦେଇ ଆସୁଛେ ସେଥିର୍ ଲାଗି ଏମ୍ସ ର ନାଁ ରହିଛେ ।…