Browsing Category
ମୁଖିଆ ଖବର
ବେଲବୁଡଲେ ହାତୀ ଡର୍
ଜଙ୍ଗଲ ଛାଡିକରି ଗାଁ ମୁହାଁ ହେଉଛନ୍ ହାତୀ ଗୁହୁଡା । ସୋନପୁର ଜିଲ୍ଲାର ବିନକା ଅଞ୍ଚଲନେ ହାତୀ ମାନେ ଆସିକରି ଧାନ୍ ଚାଉଲ ଖାଇ କରି ବନେ ନୁକସାନ୍ କରୁଛନ୍ । ମହାନଦୀ ପାର ହେଇକରି ହାତୀମାନେ ଗାଁ ମୁହାଁ ହେଉଛନ୍ । ଖାନା ଖୁଜବାର ଆଶ୍ଥି ଗାଁ ମାନକୁଁ ଢୁକି କରି ବନେ ନୁକସାନ୍ କରୁଛନ୍ । ଧାନ୍…
ଏଲଓସିନେ ମିଲଲା ୧୬୦ ମିଟର ଲମ୍ବର ସୁଡଙ୍ଗ୍
ଜମ୍ମୁ କାଶ୍ମୀରର ସାମ୍ବା ସେକ୍ଟରର ଅନ୍ତର୍ଜାତୀୟ ସୀମାନେ ଗୁଟେ ସୁଡଙ୍ଗ୍ଟେ ମିଲିଛେ । ଇ ସୁଡଙ୍ଗ୍ ବାଟ୍ ଦେଇକରି ପାକିସ୍ତାନୀ ଜୈସ୍ ଆତଙ୍କବାଦୀକୁଁ ଭାରତ ପଠଉଥିଲା । ନାଗ୍ରୋଟାନେ ଭାରତୀୟ ଯବାନକଁର ହାତୁ ମରିଥିବାର ୪ ଆତଙ୍କବାଦୀ ଇ ବାଟ୍ ଦେଇକରି ଭାରତକେ ଢୁକିଥିଲେ ବଲି ଜନାପଡିଛେ । ଇ…
ବରଗଡ଼ ମେଡିକାଲନେ ନିଆଁ, ଲାଖ୍ ଲାଖ୍ ଟଙ୍କାର ସମ୍ପତ୍ତି ଖାର୍
ବରଗଡ଼ ଜିଲ୍ଲା ମେଡିକାଲନେ ଥିବାର ଶିଶୁ ୱାର୍ଡନେ ଲାଗଲା ନିଆଁ । ନିଆଁ ଲାଗିଯିବାରନୁ ମେଡିସିନ୍ ଆରୁ ଦୁଶରା କାଗଜ ପତର୍ ଜଲିପୁଡିକରି ଖାର୍ ହେଇଯାଇଛେ । ଘଟନା ଜାଗାନେ ଦମ୍କଲ୍ ଗାଡି ପୁହୁଁଚିକରି ନିଆଁକେ ଆୟତ୍ କରିଥିଲେ । ଡାକ୍ତରଖାନା କର୍ମଚାରୀ ନିଆଁ ଲାଗବାର ନେଇକରି ଖବର ଦେଲା ବାଦ୍…
ଆଏଜ୍ ଅଏଁଲା ନଅମୀ
ଆଏଜ୍ ଅଏଁଲା ନଅମୀ ଆରୁ ରାଧା ପାଦ ଦର୍ଶନ୍ । କାର୍ତ୍ତିକ ମାସର ଉଜଲ୍ ପଖର ନଅମୀନେ ସାକ୍ଷୀଗୋପାଲ ମନ୍ଦିରନେ ଅଏଁଲା ନଅମୀର ଲାଗି ଜବର୍ ଭିଡ ହେଉଥିବାର ବେଲକେ ଇ ବରଷ୍ କରୋନା ଲାଗି ବିନା ଭକତ୍ଥି ହେଉଛେ ପୂଜା । କରୋନା ନିୟମ୍ ହିସାବେ ମନ୍ଦିର ଭିତରେ ମାହାପୁରୁକଁର ସବୁ ନୀତି ଅନୁଷ୍ଠିତ୍…
ରାଜ୍ୟପାଳ ଗଣେଷୀ ଲାଲକଁର ସ୍ତ୍ରୀକଁର ବିୟୋଗ୍
ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍କଁର ସ୍ତ୍ରୀ ସୁଶୀଳା ଦେବୀକଁର ବିୟୋଗ୍ । ଗଲା କିଛି ଦିନ୍ ତଲେ କରୋନା ବେମାରନେ ପଡିକରି ମେଡିକାଲନେ ଭର୍ତ୍ତି ଥିଲେ । ୧୯୪୬ ମସିହା ଡିସେମ୍ବର ୬ ତାରିଖନେ ହରିଆଣାର ହିସାରଠାନେ ଜନମ୍ ହେଇଥିଲେ ସୁଶୀଳାଦେବୀ । ତାକଁର ଚାରଟା ଝି’ ଆରୁ ତିନଟା ପୁଓ ଅଛନ୍ ।…
୭୮ ବରଷ୍ନେ ଜୋ ବାଇଡେନ୍
ଆମେରିକାର ନୂଆଁକରି ରାଷ୍ଟ୍ରପତି ନିର୍ବାଚିତ୍ ହେଇଥିବାର ଜୋ-ବିଡେନ୍କଁର ଆଏଜ୍ ଜନମ୍ ଦିନ୍ । ୨୦୨୧ ଜାନୁଆରୀନେ ରାଷ୍ଟ୍ରପତି ପଦ ଲାଗି ଶପଥ ନେବାକେ ଯାଉଥିବାର ଜୋ ବିଡେନ୍ ସବୁନୁ ଅଏତକା ବରଷ ଥିବାର ରାଷ୍ଟ୍ରପତି । ଇତାର ଆଘୋନୁ ଥିବାର ରାଷ୍ଟ୍ରପତି ରୋନାଲ୍ଡ ରିଗାନ୍ ସବୁନୁ ଅଏତକା ବରଷ…
କମେଡି କୁଇନ୍ ଭାରତିକୁଁ ଏନସିବିର୍ ଜେରା
ସୁଶାନ୍ତ ସିଂ ରାଜପୁତକଁର୍ ମରବାର୍ ଉତାରୁ ବହୁତ୍ଟେ ବଲିଉଡ ସୁପରଷ୍ଟାର୍କଁର୍ ଡ୍ରଗ୍ସ୍ ଲିଂକ୍ ର କଥା ସାମନା୍ କେ ଆସିଥିଲା । ଆର୍ ସେମାନ୍କୁ ଇ ନେଇକରି ଏନସିବି୍ ପଚରାଉଚରା କରିଥିଲା । ଦୀପିକା ପାଦୁକନ୍ ,ଶ୍ରଦ୍ଧା କପୁର୍ ,ସାରା ଅଲ୍ଲୀ , ରକୁଲ୍ ପ୍ରିତ୍ ଲେଖେ ବଡ ବଡ…
କରୋନାନେ ଡାକ୍ତର ଚିତ୍ତରଂଜନ କରକଁର ବିୟୋଗ୍
ଓଡ଼ିଶା ମେଡିକାଲ୍ ଜଗତର ନାଁକରା ଡାକ୍ତର ପ୍ରଫେସର ଚିତ୍ତରଞ୍ଜନ କରକଁର ବିୟୋଗ୍ । ସେ ଏସସିବି ମେଡିକାଲ ନେଫ୍ରୋଲୋଜି ବିଭାଗର ମୁଖିଆ, ରାଜ୍ୟର ଅଙ୍ଗ ପ୍ରତିରୋପଣ କାର୍ଯ୍ୟକ୍ରମର ରାଜ୍ୟ ନୋଡାଲ୍ ଅଫିସର୍ ଭାବେ କାମ୍ କରୁଥିଲେ । ୫୭ ବରଷଥି କରୋନାନେ ତାକଁର ଜୀବନ୍ ଯାଇଛେ । ଗଲା ସେପ୍ଟେମ୍ବର…
ପାକିସ୍ତାନ୍ ଭାଙ୍ଗଲା ଅସ୍ତ୍ରବିରତୀ ନିୟମ୍
ଜମ୍ମୁ- କାଶ୍ମୀର ରଜୌରି ଜିଲ୍ଲାନେ ପାକିସ୍ତାନର ଅସ୍ତ୍ରବିରତୀ ନିୟମ ଭାଙ୍ଗବାରନୁ ଜନେ ଭାରତୀୟ ଯବାନ୍ ସହିଦ ହେଇଛନ୍ । ସହିଦ୍ ଯବାନ୍ ହେଉଛନ୍ ହାବିଲଦାର ପାଟିଲ୍ ସଂଗ୍ରାମ ଶିବାଜୀ । ଜନେ ଅଧିକାରୀ କହିଛନ୍ ଡେର ରାଏତ୍ ୧ ବଜା ଆଡେ ନୌଶେରାର ଲାମ ଇଲାକା ଆଡୁ ଗୁଲି ଫୁଟିଥିଲା । ଇଥରେ ଜନେ…
ଏପ୍ରିଲ୍ନେ ମିଲ୍ବା କରୋନା ଟିକା
୨୦୨୧ ଏପ୍ରିଲ୍ନେ କରୋନା ଟିକା ସାରା ଭାରତ୍ନେ ମିଲବା ବୋଲି ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ସିଆଇଆଇ)ର୍ ସିଇଓ ଆଦର୍ ପୁନାୱାଲା କହିଛନ୍ । ଅକ୍ସଫୋର୍ଡ ଆଷ୍ଟ୍ରୋଜେନିକା ଟିକାର୍ ପରୀକ୍ଷା ସଫଲ୍ ହେଇଥିବାର ବେଲେ ବେଶୀ ବୟସ୍ ର ଲୋକ୍ ମାନ୍କଁର ଦେହେ ଟିକା କାମ୍…