Browsing Category
ମୁଖିଆ ଖବର
ଡିସେମ୍ବରନୁ ‘ମିଶନ୍ ଜିରୋ ଏଫ୍’
ଇ ବରଷ୍ କରୋନା ବେମାରୀ ଲାଗି ସବୁ ଶିକ୍ଷା ଅନୁଷ୍ଠାନ୍ ମାନେ ବନ୍ଦ ରହିଛେ । ଇହାଦେ ଭିଲ୍ ସଂକ୍ରମଣର ଡର୍ ରହିଥିବାର ବେଲେ ସ୍କୁଲ ଖୁଲବାର ନେଇକରି ଆଲୋଚନା ଚାଲିଛେ । ତ ଇତାର ଭିତରେ ମେଟ୍ରିକ୍ ପରୀକ୍ଷାକେ ନେଇକରି ଭିଲ୍ ଚିନ୍ତା ବଢିଛେ । ୨୦୨୦-୨୧ ମେଟ୍ରିକ୍ ପରିକ୍ଷାନେ ଛାତ୍ରଛାତ୍ରୀକଁର…
ଶ୍ରୀମନ୍ଦିର ଉତାରୁ ସମଲେଇ ମନ୍ଦିର ପାଶୁ ହେବା ଉଚ୍ଛେଦ୍
ପୁରୀ ଜଗନ୍ନାଥ ମନ୍ଦିର ଉତାରୁ ଇହାଦେ ସମ୍ବଲପୁର ସମଲେଇ ମନ୍ଦିର ଚାରିଚକାର ସୁନ୍ଦରତା ଲାଗି କାମ୍ କରାଯିବା । ମନ୍ଦିର ଚାରିଚକା ଥିବାର ଦୁକାନ୍, ବଜାର ବସ୍ତି ସବୁକେ ଇଥିର ଲାଗି ଉଠାଯାଉଛେ । ରାଜ୍ୟ ସରକାରକଁର ଗୁଟେ ଟିମ୍ ଆଡୁ ଟପୋଗ୍ରାଫିକାଲ ସର୍ଭେ ଜାରି ରହିଛେ । ଇ ରିପୋର୍ଟ ଆଏଲା ବାଦ୍…
କାର୍ତ୍ତିକ୍ ପୁନି ଉପ୍ରେ ଲାଗ୍ଲା କଟକନା
କରୋନା ସଂକ୍ରମଣ ଲାଗି ଇ ବଛର୍ କାର୍ତ୍ତିକ୍ ପୁନିନେ କରାଯାଉଥିବାର୍ କାର୍ଯ୍ୟକ୍ରମ୍ ମାନକୁଁ ବନ୍ଦ୍ କରାଯାଇଛେ । ଆଏବାର୍ ନଭେମ୍ବର୍ ୩୦ ତାରିଖ୍ନେ ପଡୁଥିବାର୍ କାର୍ତ୍ତିକ୍ ପୁନିକେ ନେଇକରି ରାଏଜ୍ନେ କେତେଟା ନିୟମ୍ ଲାଗୁ କରାଯାଇଛେ । କାର୍ତ୍ତିକ୍ ମାସେ କରାଯାଉଥିବାର୍ ସବୁ…
ଫେର୍ ୪୩ଟା ଆପ୍ ବେନ୍
ଆର ୪୩ଟା ଆପ୍ ବେନ୍ କଲେ ଭାରତ୍ ସରକାର । ଦେଶର ସୁରକ୍ଷାକେ ନେଇକରି ଏନ୍ତା ପଦକ୍ଷେପ୍ ନେଇଛନ୍ କେନ୍ଦ୍ର ସରକାର । ଧାରା ୬୯(ଏ) ହିସାବେ ଇ ସବୁ ଆପ୍ ମାନକେ ଭାରତନେ ବେନ୍ କରାଯାଇଛେ । ଇ ନେଇକରି ସରକାରକଁର ଆଡୁ ଗୁଟେ ବିଜ୍ଞପ୍ତି ଲାଗୁ ହେଇଛେ । ଇ ସବୁ ଆପ୍ର କାମ୍ ଉପରେ ଆଘୋ ନଜର…
ବେଙ୍କ ବାହାରୁ ଲୁଟ୍
ବଲାଙ୍ଗିର କଣ୍ଟାବାଞ୍ଜି ଆନ୍ଧ୍ରା ବେଙ୍କ ବାହାରୁ ଲୁଟ୍ । ଝନେ ଗରାଖକଁରନୁ ୭ ଲାଖ୍ ଟଙ୍କା ଲୁଟି ନେଲେ ଲୁଟେରା । ଇ ନେଇକରି କଣ୍ଟାବାଞ୍ଜି ଥାନାନେ ଲିଖିତ୍ ଅଭିଯୋଗ କରାଯାଇଥିବାର ବେଲେ ପୁଲିସ୍ ତଦନ୍ତ ମୁଲ୍ କରିଛେ । ବେଲପଡା ଥାନା ମଧ୍ୟପୁର ଗାଁର ରାଜାରାମ ନାଏକ କଣ୍ଟାବାଞ୍ଜି-ବଲାଙ୍ଗିର…
୬ ବିଶ୍ୱବିଦ୍ୟାଳୟନେ ନୂଆଁ କୁଳପତି ନିଯୁକ୍ତ୍ କଲେ ରାଜ୍ୟପାଲ୍
ରାଜ୍ୟର ୬ଟା ବିଶ୍ୱବିଦ୍ୟାଳୟର ନୂଆଁ କୁଳପତିକଁର ନାଁ ଘୋଷଣା କରାଯାଇଛେ । ସୋମବାର ଦିନ୍ ଇ ସବୁ ବିଶ୍ୱବିଦ୍ୟାଳୟ ଲାଗି ନୂଆଁ କୁଳପତିକୁଁ ନିଯୁକ୍ତ କରିଛନ୍ ରାଜ୍ୟପାଲ ପ୍ରଫେସର ଗଣେଷୀ ଲାଲ । ରାଜଭବନନେ ସୋମବାର ବେଲବୁଡେ ସମସ୍ତକଁର ନାଁ ଘୋଷଣା କରାଯାଇଥିଲା । ଇ ୬ ଜନ୍ କୁଳପତି ଆଏବାର ୪…
ଦୁନିଆଁ ଭରର ଶହେଟା ପ୍ରତିଭାଶାଲୀ ମହିଲା
ଆଜିର୍ ମହିଲା ପୁରଷକଁରନୁ କେନସି କାମ୍ କି ଗୁଣ୍ଥି କମ୍ ନୁହେଁ ସେ । ସବୁଥିରେ ଆଗେ ଥିବାର ଇ ମହିଲା ମାନେ ଆଏଜ୍ ଦେଶ ଦୁନିଆଁନେ ମୁଖିଆ ସାଜିଛନ୍ । ଇ ସବୁ ମହିଲାକଁର ସାହସ ଆର ଭଲ୍ କାମ୍ ସବୁକେ ଲୋକକଁର ଆଘକେ ଆନବାର ଗୁଟେ ଚେଷ୍ଟା କରିଆସୁଛେ ବିବିସି । ଫି ବଛର ଦୁନିଆଁ ଭରର୍ ଶହେ ଜନ୍…
ଲକ୍ଡାଉନ୍ନେ ୧୦ କ୍ୱିଣ୍ଟାଲ ମାଛ ବିକଲେ ଏସଏଚଜି ଗୃପ୍
ରାଜ୍ୟ ସରକାର ମହିଲା ସଶକ୍ତିକରଣ ଦିଗନେ କରିଛନ୍ କେତନିଟେ ଯୋଜନା । ଆର୍ ଦେଖବାର୍ କେ ମିଲୁଛେ ଯେ ସରକାରକଁର୍ ମିଶନ୍ ଶକ୍ତି କାର୍ଯ୍ୟକ୍ରମ୍ ଚାଲ୍ଲା ଦିନୁ ବହୁତ୍ ଟେ ସ୍ୱୟଂ ସହାୟକ ଗୋଷ୍ଠୀ ନିଜର୍ ଗୁଡେ ନିଜେ ଠିଆ ହେଇକରି କେତେ କେତେ ସଫଲ୍ କଥାର୍ ନାୟିକା ହେଇପାରିଛନ୍ ଆର୍…
ଅସ୍ତ୍ରୋପ୍ରଚାର୍ କର୍ବେ ଆୟୁର୍ବେଦିକ୍ ଡାକ୍ତର୍
ଆୟୁର୍ବେଦିକ୍ ଡାକ୍ତର୍ ମାନେ ବି କରିପାର୍ବେ ଅସ୍ତ୍ରୋପ୍ରଚାର୍ ବୋଲି କେନ୍ଦ୍ର ସରକାର୍ ନୋଟିସ୍ ବାହାର୍ କରିଛନ୍ । ଅର୍ଥୋପେଡିକ୍ , ଇଏନ୍ଟି, ଆଖି ଆର୍ ଦାନ୍ତ୍ ଅସ୍ତ୍ରୋପଚାର୍ ଆର୍ ଚିକିତ୍ସା ସାଙ୍ଗେ ଜେନେରାଲ୍ ସର୍ଜରୀ ଭିଲ୍ କରିପାରବେ । ଆୟୋର୍ବେଦିକ୍ ପଢିଥିବାର୍…
ଆସୁଛେ ବାତ୍ୟା ‘ନିଭାର’
ବଙ୍ଗୋପ୍ସାଗର୍ନେ କାଲି ଲଘୁଚାପ ହେବାର୍ ଉତାରୁ ବାତ୍ୟାର୍ ବଡ୍ ରୂପ୍ ନେଇଛେ । ୨୫ ତାରିଖ୍ ନେ ପୁଡୁଚେରୀ ଆର୍ ତାମିଲ୍ନାଡୁ ନେ ୧୦୦ ନୁ ୧୧୦ କିମି ତକ୍ ପବନ ବହେବାର୍ ସାଙ୍ଗେ ବାତ୍ୟାର୍ ରୂପ୍ ନେବା ବାତ୍ୟା ‘ନିଭାର୍ ' । ବାତ୍ୟାର୍ ଗତି ଧୀରେ ଧୀରେ ପଶ୍ଚିମ୍ ଆଡେ…