Browsing Category

ମୁଖିଆ ଖବର

ଯେତେ ନିୟମ୍ ହେଲେ ବି ନାଇଁ ମାନବାର୍ ଅମାନିଆ ଲୋକ୍

ସୁନ୍ଦରଗଡ ଜିଲ୍ଲାନେ ଫିଦିନ୍ ବହାରୁଛନ୍ ୧୦୦ ଉପରେ କରୋନା ପଜିଟିଭ୍ । ଆଜି ୨୬୮ ବାହାରିଥିବାର୍ ବେଲକେ ଗଲାକାଲି ବାହାରିଛେ ୩୧୭ । ହେନ୍ତା ଏପ୍ରିଲ ୯ ତାରିଖ୍ ସୁନ୍ଦରଗଡନୁ ବାହାରିଛନ୍ ୩୫୫ କରୋନା ପଜିଟିଭ୍ । ସେନ୍ତା ୮ ତାରିଖ୍ନେ ସୁନ୍ଦରଗଡନୁ ୨୨୪ ବାହାରିଥିବାର୍ ବେଲକେ ୭ ତାରିଖ୍…

ସଜେଇ ହେଉଛେ ସମ୍ବଲପୁର

ସମ୍ବଲପୁର ସହର୍‌... କଲା, ସଂସ୍କୃତି, ଶିକ୍ଷା, ପ୍ରଥା, ପରମ୍ପରା ସବୁଥିର୍ ଗୁଟେ ମାଇଲ୍‌ଖୁଁଟା । ଆମର୍ ଅଞ୍ଚଲ୍‌ର ସବୁନୁ ଐତିହାସିକ୍ ସହର୍ ଭିତ୍‌ରେ ଗୁଟେ ହେଉଛେ ସମ୍ବଲପୁର । ବାକି ଇ କଥାକେ ଆର୍ କାହାକେ ଆମ୍‌କୁ ବତାବାର୍‌କେ ନାଇଁ ପଡେନ । ଏଥର୍ ନିଜର୍ କଥା ନିଜେ କହେବା ସମ୍ବଲପୁର…

ସମ୍ବଲପୁରନେ ସେଞ୍ଚୁରୀ

କରୋନା ପଜିଟିଭ୍‌କଁର ସଂଖ୍ୟା କମବାର ନାଁ ନାଇଁ ନେବାର । ଗଲା ବଛରନୁ ଲେଖେଁ ଦୁଇ ନମ୍ବର ଲହରନେ ସଂକ୍ରମଣ ବଢୁଥିବାରନୁ ଚିନ୍ତା ବଢିଛେ । ପଶ୍ଚିମ ଓଡ଼ିଶାନେ ସୁନ୍ଦରଗଡ଼, ନୂଆଁପଡା, ବଲାଙ୍ଗିର ଲେଖେଁ ଜିଲ୍ଲା ମାନକେ ସ୍ଥିତି ଗମ୍ଭୀର ରହିଥିବାର ବେଲକେ ଇହାଦେ ସମ୍ବଲପୁର ସହରନେ ଭିଲ୍ କରୋନା…

ଅପନ୍ତରା ହେଇପଡିଛେ ରାଣୀପୁର ଝରିଆଲ

ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ସବଡିଭିଜନ୍ ବଙ୍ଗୋମୁଣ୍ଡା ବ୍ଲକଥି ଅଛେ ପ୍ରସିଦ୍ଧ ଯୋଗିନୀ ପୀଠ ରାଣୀପୁର ଝରିଆଲ । ସାରା ଭାରତଥି ଐତିହାସିକ୍ ଆର୍ ତନ୍ତ୍ରମନ୍ତ୍ର ପୀଠ ହିସାବେ ସଭେ ଜାନିଛନ୍ । ଚଉଷଠି ଯୋଗିନୀ ଆର୍ ଇନ୍ଦ୍ରଲାଠ ମନ୍ଦିର । ଇ ଅଞ୍ଚଲଥି ଶୈବ, ଶାକ୍ତ, ବୌଦ୍ଧ, ବୈଷ୍ଣବ,…

ପଶ୍ଚିମ ଓଡ଼ିଶାନେ ସ୍ଥିତି ସାଂଘାତିକ୍

କରୋନା ଲାଗି ଇଥର ପଶ୍ଚିମ ଓଡ଼ିଶାନେ ସ୍ଥିତି ସାଂଘାତିକ୍ । ଆଏଜ୍ ସାରା ରାଏଜୁ ୮୭୯ କରୋନା ପଜିଟିଭ୍ ବାହାରିଥିବାର୍ ବେଲକେ ଖାଲି ସୁନ୍ଦରଗଡ ଜିଲ୍ଲାନୁ ବାହାରିଛନ୍ ୧୩୧ ପଜିଟିଭ୍ । ସମ୍ବଲପୁରନୁ ୪୮, ବରଗଡନୁ ୫୩, କଳାହାଣ୍ଡିନୁ ୪୩, ନୂଆପଡାନୁ ୬୧, ବଲାଙ୍ଗିରନୁ ବାହାରିଛନ୍ ୨୬ ପଜିଟିଭ ,…

ଫେର୍ ପାଠପଢା ବନ୍ଦ୍‌

ରାଜ୍ୟନେ ଉପରମୁହାଁ ହେଇଛେ କରୋନା ସଂକ୍ରମଣ । ଆଏବାର କିଛି ମାସ୍ ବହୁତ୍ ଜଗି ରଖିକରି ପାର୍ କରବାର ଲାଗି ପଡବା । ଇହାଦେନୁ ନାଇଁ ଜଗଲେ ଆଗକେ ଇଟା ଆହୁରି ବିପଦ୍ କରବାର ଡର୍ ରହିଛେ । ଇ ଭିତରେ ସ୍କୁଲ ଆରୁ ଗଣଶିକ୍ଷା ବିଭାଗ ଆଡୁ ଗୁଟେ ବଡ ନିଷ୍ପତ୍ତି ନିଆଯାଇଛେ । ନବମ ଆରୁ ଏକାଦଶ ଶ୍ରେଣୀ…

କରୋନା ଲାଗି ଫେର୍‌ଥରେ ଫୋକସ୍‌ନେ ପଶ୍ଚିମ୍ ଓଡିଶା

ପଶ୍ଚିମ୍‌ଓଡିଶାନେ ଉପର୍ ମୁହାଁ ହେଇଛେ କରୋନା । ଦିନ୍ କୁ ଦିନ୍ କରୋନା ସଂକ୍ରମଣ ବଢବାର୍ କେ ଲାଗିଛେ । ସେଥିର୍ ଲାଗି କରୋନା କେ କାବୁ କର୍‌ବାର୍ କେ ନେଇକରି ମୁଖ୍ୟମନ୍ତ୍ରୀ କେତେଟା ନିୟମ୍ ଆର୍ ବେଶିକରି ପଶ୍ଚିମଓଡିଶା କେ ଫୋକସ୍ ନେ ରଖିକରି ଅଲ୍‌ଗା ଗାଇଡ୍‌ଲାଇନ୍ ସବୁ ବାହାର୍ କର୍‌ବାର୍…

ସୁନ୍ଦରଗଡ଼ନେ ବିଗଡୁଛେ ସ୍ଥିତି

ଯେନ୍ତା ଆମେ ସଭେ ଜାନିଛୁ କି ଇହାଦେ କରୋନାର ଦୁଇ ନମ୍ବର ଲହର ଚାଲିଛେ । ଫେର୍ ସମାନ୍ ହିସାବେ କରୋନା ଦେଶକେ ଫିରିଥିବାର ବେଲକେ ବେଲୁବେଲକେ କରୋନା ପଜିଟିଭ୍‌କଁର ସଂଖ୍ୟା ହୁ ହୁ ହେଇକରି ବଢତେଲ ଯାଉଛେ । ଭାରତ ସାଙ୍ଗେ ଦୁଶରା ଦେଶମାନକେ କରୋନା ସଂକଟ ଫେର ଦେଖାଦେଇଛେ । ଇ ସବୁ ଭିତରେ…

ସହିଦ ସୁବାଷକୁଁ ଝୁରୁଛେ ଜନମ୍ ମାଏଟ୍‌

ବିଜାପୁର ସୁକମାନେ ନକ୍ସଲକଁର୍ ମାନକଁର୍ ଉତପାତ୍ ଲାଗି ଆଏଜ୍ ପୁରା ଦେଶ କାନ୍ଦୁଛେ । ବୀର ଯବାନ ମାନକଁର୍ ବଲିଦାନକେ ସୋର କରୁଛେ ପୁରା ଦେଶ୍ । ମାଁ ମାଏଟ୍ ଲାଗି ଜୀବନ୍ ଦେଇଥିବାର ୨୨ ଝନ୍ ଯବାନ ମାନକଁର୍ ଭିତରେ ଅଛନ୍ କଳାହାଣ୍ଡିର ସୁବାଷ ନାୟକ । ଲାଲବାହିନୀର ଗୁଲିଥି ସବୁ ଦିନ୍ ଲାଗି…