ଜାନୁଆରୀ ୧୬ନୁ ହେବା ଅନ୍ତର୍ଜାତୀୟ ଫିଲ୍ମ ଫେସ୍ଟିଭାଲ୍

ଗୋଆ ନେ ହେବାର୍ କେ ଯାଉଥିବାର୍ ୫୧ତମ ଅନ୍ତର୍ଜାତୀୟ ଫିଲ୍ମ ଫେସ୍ଟିଭାଲ୍ ଇ ବଛର୍ ଜାନୁଆରୀ ୧୬ ତାରିଖ ନୁ ୨୬ ତାରିଖ୍ ତକ୍ ହେବାର୍ କେ ଯାଉଛେ । ଇ ଫେସ୍ଟିଭାଲ୍ ନେ ୱାର୍ଲ୍ଡ ର୍ ଭିନ୍ ଭିନ୍ ଦେଶ୍‌ନୁ ମୋଟ୍ ୨୨୪ ଟା ସିନେମା ପ୍ରଦର୍ଶନ୍ କରାଯିବା । ଯେନଥି ପହେଲା ଥର୍ ଲାଗି ଗୁଟେ ଓଡିଆ…

କଲାହାଣ୍ଡିର୍ ବଜାଥି ଦୁଲ୍‌କିବା ଦିଲ୍ଲୀ

କଲାହାଣ୍ଡି ଜିଲ୍ଲା ର୍ ଲୋକ୍‌ନାଚ୍ ବଜାଶାଲ୍‌କେ ଇ ବଛର୍ ସାଧାରଣତନ୍ତ୍ର ଦିବସ୍‌ନେ ଭାଗ୍ ନେବାର୍ ଲାଗି ବଛା ଯାଇଛେ । କଲାହାଣ୍ଡି ର୍ ଜିଲ୍ଲା ର୍ ଲୋକ୍‌ନାଚ୍ ବଜାଶାଲ୍ ଆମର୍ ପଶ୍ଚିମ ଓଡିଶାର୍ କଲା ସଂସ୍କୃତି ଆର୍ ନାଚ୍ ଗୀତ୍ କେ ପୁରା ଦେଶ୍ ର ସାମ୍ନାନେ ଦେଖାବାର୍ ଲାଗି ପ୍ରସ୍ତୁତି ଇହାଦେ…

ନୂଆ ବରଷ ଲାଗି  ମନ୍ଦିର୍ ବାହାରେ ଭକତକଁର୍ ଭିଡ୍

ନୂଆ ବରଷ ଲାଗି ସମ୍ବଲପୁରେ ମନ୍ଦିର୍ ମାନକଁର୍ ବାହାରେ ଭକତକଁର୍ ଭିଡ୍ ଦେଖିକେ ମିଲିଥିଲା । କରୋନା ଲାଗି ମନ୍ଦିର୍ ସବୁ ବନ୍ଦ ରହିଥିବାର୍ ବେଲେ ଭକତ୍ ମାନେ ମନ୍ଦିର୍ ବାହାରେ ଦୀପ୍ ଜାଲିକରି ଭଗବାନକୁଁ ପ୍ରାର୍ଥନା କରିଥିଲେ । ସେନ୍ତା ସମ୍ବଲପୁର୍ ର ସମଲେଇ ମନ୍ଦିର୍ ୩ ତାରିଖ୍ ନୁ…

ସେଲ୍ ର ନୂଆ ଅଧ୍ୟକ୍ଷ ସୋମା ମଣ୍ଡଳ

ରାଉଲକେଲା ର ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (ସେଲ୍‌) ର୍ ପହେଲା ମହିଲା ଅଧ୍ୟକ୍ଷ ହେଲେ ସୋମା ମଣ୍ଡଳ୍ । ୨୦୨୧ ଜାନୁଆରୀ ୧ ତାରିଖ୍ ନୁ ସେ ଇ ଦ୍ୱାୟିତ୍ୱ ନେଇଛନ୍‌ । ସୋମା ମଣ୍ଡଳ ଇତାର୍ ଆଗରୁ ସେଲ୍‌ର ବାଣିଜ୍ୟିକ୍ ନିର୍ଦ୍ଦେଶକ୍ ଥିଲେ । ଶ୍ରୀମତି ମଣ୍ଡଳ ସେଲ୍ ନେ ଯୋଗ ଦେବାର୍…

କରୋନା ଟିକାକେ ଅନୁମତି ଦେଲା ଭାରତ

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଆର୍ ଆଷ୍ଟ୍ରାଜେନିକା ତିଆରି କରିଥିବାର୍ କରୋନା ଟିକା କୋଭିସିଲ୍ଡ୍ କେ ଭାରତନେ ଜରୁରୀ ବେବ୍‌ହାର୍ ଲାଗି ଅନୁମତି ଦେଲେ ଭାରତ ସର୍‌କାର୍ । ସରକାର୍କଁର୍ ଅନୁମତି ଉତାରୁ ଶୁକ୍ରୁବାର୍ ଦିନ ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ…

ରାଉରକେଲାନେ ହେବା ଭାରତର ସବୁନୁ ବଡ ହକି ଷ୍ଟାଡିୟମ୍

ସୁନ୍ଦର୍‌ଗଡ ଜିଲ୍ଲାର୍ ରାଉର୍‌କେଲା ନେ ଭାରତ ର ସବୁନୁ ବଡ ହକି ଷ୍ଟାଡିୟମ୍ ବନାବାର୍ ଲାଗି ଘୋଷଣା କରିଛନ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ୍ । ସୁନ୍ଦର୍‌ଗଡ ଜିଲ୍ଲାନୁ ଦିଲ୍ଲୀପ୍ ତିର୍କୀ ,ସୁନିତା ଲାକ୍ରା ଲେଖେ ବହୁତ୍‌ଟେ ହକି ଖେଲାଲୀ ଜାତୀୟ ଆର୍ ଆନ୍ତର୍ଜାତୀୟ ସ୍ତର୍‌ନେ ନାଁ…

ଅନଲାଇନ୍‌ଥି ପାଲନ୍ କରାଯିବା ବଡଦିନ୍

ଇ ବଛର୍ କରୋନା ମହାମାରୀ ଲାଗି ସବୁ ପରବ୍ ବନ୍ଦ ହେଇଥିବାର୍ ବେଲ୍‌କେ ବଡଦିନ୍ ଭିଲ୍ ଫିକା ପଡିଛେ । ସବୁ ବରଷ ଖ୍ରୀଷ୍ଟମାସ୍ କେ ବହୁତ୍ ଭଲ୍ ହିସାବେ ଚର୍ଚ୍ଚନେ ଲୋକ ମାନେ ଠୋଲ୍ ହେଇକରି ପାଲନ କରିଥିସନ୍ । ହେଲେ ଇ ବଛର୍ କରୋନା ଲାଗି ଅନଲାଇନ୍‌ଥି ଖ୍ରୀଷ୍ଟମାସ୍ କେ ପାଲନ୍ କର୍‌ବେ ଲୁକେ ।…

ପଶ୍ଚିମଓଡିଶାନେ ୪ ନୂଆଁ ଏସ୍‌ପି

ରାଜ୍ୟ ସରକାରକଁର୍ ନିଷ୍ପତି ହିସାବେ ରାଜ୍ୟର୍ କେତେଟା ଜିଲ୍ଲା ଆର୍ ପଶ୍ଚିମଓଡିଶାନେ ଭିଲ୍ ଏସ୍‌ପିମାନକଁର୍ ଅଦ୍‌ଲାବଦ୍‌ଲି କରାଯାଇଛେ । ପଶ୍ଚିମ୍‌ଓଡିଶାର୍ ସମ୍ବଲପୁର୍ ,ରାଉରକେଲା, ବଲାଙ୍ଗିର୍ ଆର୍ କଲାହାଣ୍ଡି ନେ ନୂଆ ଏସ୍‌ପିକଁର୍ ନିଯୁକ୍ତି ହେଇଛେ । ସମ୍ବଲପୁର୍ ର ନୂଆ ଆଇଜି ହିସାବେ…

ଭିଏସ୍‌ଏସ୍ ବିମାନ୍ ବନ୍ଦର୍‌ନେ ଲାଗୁ ହେଲା କଟକନା

କରୋନା ଲାଗି ଇହାଦେ ସବୁ ବିମାନ୍ ବନ୍ଦର୍ ମାନକୁଁ ନିୟମ୍ କଡାକଡି କରାଯାଇଥିବାର୍ ବେଲେ ଝାରସୁଗୁଡା ଜିଲ୍ଲାର୍ ଭିଏସ୍‌ଏସ୍ ବିମାନ ବନ୍ଦର୍ ନେ ଭିଲ୍ କଟ୍‌କନା ବଢେଇ ଦିଆଯାଇଛେ । ଲଣ୍ଡନ୍ ଆର୍ ଦକ୍ଷୀଣ୍ ଆଫ୍ରିକାନେ ଇହାଦେ ନୂଆ କରୋନା ଭାଇରସ୍ ଦେଖାଯାଇଥିବାର୍‌ନୁ ସେଥିର୍ ଲାଗି ଆମର୍ ଦେଶ୍…

ମ୍ୟୁଜିଅମ୍ ହେବା ସମ୍ବଲପୁରର୍ ଟାଉନ ହଲ୍

‌ସମ୍ବଲପୁରର୍ ବୀର୍ ସୁରେନ୍ଦ୍ର ସାଏ ଟାଉନ ହଲ୍ ନେ ବନ୍‌ବା ମ୍ୟୁଜିଅମ୍ । ପଶ୍ଚିମ୍ ଓଡିଶାର୍ ଜନ୍‌ଜୀବନ୍ , ଲୋକ୍‌ସଂସ୍କୃତି ,ପରମ୍ପରା ଉପରେ ଲୋକମାନକୁଁ ଜନାବାର୍ ଲାଗି ଇ ମ୍ୟୁଜିଅମ୍ ତିଆରି ହେଉଛେ ବଲି କୁହାଯାଇଛେ । ଇ ମ୍ୟୁଜିଅମ୍ ନେ ସମ୍ବଲପୁରୀ ହସ୍ତତନ୍ତ ଲାଗି ଅଲଗା କର୍ଣ୍ଣର୍ ତିଆରି…