Browsing Category
ଓଡ଼ିଶା
ଗନ୍ଧରେଲ୍ ଡେମ୍ ହେବା ପର୍ଯ୍ୟଟନ ସ୍ଥଳୀ
ବଲାଙ୍ଗୀରନେ ବହୁତ୍ ସୁନ୍ଦର ସୁନ୍ଦର ପର୍ଯ୍ୟଟନ ଜାଗାମାନେ ରହିଥିବାର୍ ବେଲେ ସେନର୍ ଗନ୍ଧରେଲ୍ ଡେମ୍କେ ପର୍ଯ୍ୟଟନ ସ୍ଥଳୀ ରୂପେ ତିଆରି କରାଯିବା । ବଲାଙ୍ଗୀର୍ ର ସଦେଇପାଲି ପଂଚାୟତ୍ ଗନ୍ଧରେଲ୍ ଡେମ୍କେ ନୂଆ ପର୍ଯ୍ୟଟନ ସ୍ଥଳୀ କରବାର୍ ଲାଗି ସେନର୍ ବିଧାୟକ୍ ନରସିଂହ ମିଶ୍ର ସେ…
ସୋନପୁରନେ କରୋନା ଶେଷ୍
ସୋନପୁର୍ ଜିଲ୍ଲା ଇହାଦେ ପୁରାପୁରି ହିସାବେ କରୋନା ମୁକ୍ତ ଜିଲ୍ଲା ହେଇଛେ । ଯେନ ଜନେ ହେଲେ ବି କରୋନା ପଜିଟିଭ୍ ଚିନ୍ନଟ୍ ନାଇ ହେଇ । ସୋନପୁର୍ ଜିଲ୍ଲା ନେ ଟୋଟାଲ୍ ୪୬୭୬ ଜନ କରୋନା ସଂକ୍ରମିତ୍ ହେଇଥିଲେ ଆର୍ ୨୧ ଜନ ମରିଥିବାର୍ ଆଗରୁ ଖବର୍ ଆସିଥିଲା । ହେଲେ ଇହାଦେ ବାକି…
ହୀରାକୁଦ ଇକୋ ରିଟ୍ରିଟ୍ : କେନ୍ତା କରି ଯିବେ, କାଣା ରହିଛେ ସୁବିଧା
ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ୍ ର ଇତିହାସରେ ଯୁଡି ହେଲା ଗୁଟେ ନୂଆ ଫରଦ୍ । ହୀରାକୁଦନେ ଇହାଦେ ଚାଲିଛେ ଇକୋ ରିଟ୍ରିଟ୍ । କରୋନା ବେଲକେ ସବୁ ବନ୍ଦ୍ ଥିଲା । ସମକଁର୍ ରୋଜଗାର୍ ଉପରେ ଗୁଟେ କିସମେ କରୋନା ମାଡ ପଡିଥିଲା । ହେଲେ ଇହାଦେ ଧୀରେ ଧୀରେ ସବୁ ଯେନ୍ତା ଆଘୋନୁ ଚାଲିଥିଲା , ଫେର୍ ହେନ୍ତା…
ହରିଶଙ୍କର ମନ୍ଦିର ଖୁଲବାର ଲାଗି ଦାବି
କରୋନା ଲାଗି ରାଜ୍ୟର କେତନି ମନ୍ଦିର, ପର୍ଯ୍ୟଟନ୍ ଜାଗା ମାନେ ବନ୍ଦ ରହିଛେ । ଧୀରେ ଧୀରେ ସବୁକିଛି ପହେଲା ଲେଖେଁ କରାଯାଉଥିବାର ବେଲକେ ଗହଲି ହେବାର ଜାଗା ମାନକେ ଇହାଦେ ଭିଲ୍ ବାରଣ କରାଯାଉଛେ । ସେଆଡେ ପୁରୀ ଜଗନ୍ନାଥ ମନ୍ଦିର ଭିଲ୍ ଗଲା ୯ ମାସ୍ ଧରିକରି ବନ୍ଦ ରହିଥିବାର ବେଲକେ ଇହାଦେ…
ବିନା ହେଲମେଟ୍ଥି ଘରୁ ନାଇଁ ବାହାରୁନ୍, ପଡବା ଫାଇନ୍
ବିନା ହେଲମେଟଥି ଘରୁ ନାଇଁ ବାହାରୁନ୍ । ଯଦି ବାହାରୁଛନ୍ ତ ଫାଇନ୍ ଗନବାର ଲାଗି ରେଡି ହେଇଯାଉନ୍ । କାଣା ହେଲା ଯେ କି ଇହାଦେ ହେଲମେଟ୍ ନାଇଁ ପିନ୍ଧଲେ କି ଟ୍ରାଫିକ୍ ନିୟମ୍ ନାଇଁ ମାନଲେ ରାସ୍ତାନେ କଟା ଯିବା ଫାଇନ୍ । ଖାଲି ହେତିକ୍ ନୁହେଁ ବିନା ହେଲମେଟ୍ନେ ଗଲେ ଡ୍ରାଇଭିଂ ଲାଇସେନ୍ସ…
ବାହାରେ ଝାଡା ବସଲେ ଦେବାକେ ପଡବା ଫାଇନ୍
ପ୍ରହସନ୍ ବନିଛେ ପରିବେଶ ସ୍ୱଚ୍ଛତା ପ୍ରସଙ୍ଗ୍ । ଖାଲି ସୋସିଆଲ ମିଡିଆନେ ଦୁଇ ତିନଟା ଫଟୋ ପୋଷ୍ଟ ଆରୁ ବଡ ବଡ କଥା କହିକରି ସାରି ଦିଆଯାଉଛେ ଏଡେ ବଡ୍ କଥାକେ । ନିଜେ ନିଜର ପରିବେଶକେ ସାଫ୍ ସୁତର ରଖବାର ବଦଲେ ଲୋକ୍ ଖାଲି ଇଠାନେ ଦୋଷ୍ ଲଦାଲଦି ହେଇକରି ଚୁପ୍ ରହିଯାଉଛନ୍ । ଆମର ପରିବେଶ୍କେ…
ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତରା ଇଥର ବନ୍ଦ୍
ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତରା । ସବୁନୁ ବଡ ଖୁଲା ରଙ୍ଗ ମଞ୍ଚନେ ଯେତେବେଲେ ଧନୁଯାତରା ଚାଲିଥିସି ସେତେବେଲେ ଉଠୁଥିସି ପଡୁଥିସି ବରଗଡ ସହର । ବରଗଡ ସହର ତ ନାଇଁ ଥାଏ ସେତେବେଲକେ ମଥୁରା ନଗରୀ ପାଲଟିଯାଏସି ବରଗଡ ସହର ଆର ଅମ୍ବାପାଲି ହେଇଯାଇଥିିସି ଗୋପପୁର । ହେଲେ ଇ ବର୍ଷ ନାଇଁ ହୁଏ ବରଗଡ…
୧୭ ତାରିଖନୁ ବଢବା ଜାଡ୍
ରାଜ୍ୟନେ ଇହାଦେ ଜାଡ୍ର ପ୍ରଭାବ ଟିକେ କମିଛେ । ଗୁଟେ ଜାଗାନ ୧୦ ଡିଗ୍ରୀ ତଲେ ପାରା ଥିବାର ବେଲକେ ୧୨ନୁ ୧୫ ଡିଗ୍ରୀ ଭିତରେ ରହିଛେ ଓଡ଼ିଶାର ଭିନ୍ ଭିନ୍ ଜାଗାର ପାରା । ଆଗକେ ଫେର୍ ଜାଡ୍ ବଢବାର ନେଇକରି ପାଣିପାଗ ବିଭାଗ ଆଡୁ ସୂଚନା ଦିଆଯାଇଛେ । ଆଏବାର ୧୬ ତାରିଖ୍ନେ ଉତ୍ତର ଆରୁ ପଶ୍ଚିମ୍…
କଟନିଛଟନିକେ ବିରୋଧ୍ କରବାରନୁ ଚାଷୀକୁଁ ମାଡ୍
ରାଜ୍ୟନେ ଧାନ୍ ମଣ୍ଡି ମାନକେ ଧାନ୍ ଘିନା ମୁଲ୍ ହେଇଥିବାର ବେଲକେ ଇହାଦେ କଟନୀ ଛଟନୀକେ ନେଇକରି ଚାଷୀକଁର ଭିତରେ ଅସନ୍ତୋଷ ଦେଖବାକେ ମିଲିଛେ । ସମ୍ବଲପୁର ଜିଲ୍ଲା ବୈଜାମୁଣ୍ଡା ସମଲେଶ୍ୱରୀ ଗ୍ରାମ୍ୟୋଦ୍ୟୋଗ ରାଇସମିଲ୍ନେ କଟନିଛଟନିକେ ନେଇକରି ଜନେ ଚାଷୀକୁଁ ମାଡ୍ ମରାଯାଇଥିବାର ଅଭିଯୋଗ…
ଦେବଦୂତ୍ ସାଜଲେ ଆମ୍ବୁଲାନ୍ସ କର୍ମଚାରୀ
ସମ୍ବଲପୁର କିସିଣ୍ଡା ବାହ୍ମନୀପାଲି ଗାଁନେ ଗୁଟେ ଏନ୍ତା ଘଟନାଟେ ଦେଖବାକେ ମିଲିଛେ ଯେନଠାନେ କି ଇତାର ପ୍ରମାଣ ମିଲିଛି ଯେ ଆମ୍ବୁଲାନ୍ସ କର୍ମଚାରୀକୁଁ ଦେବଦୂତ୍ କୁହାଯାଇସି । ଜନେ ଗର୍ଭବତୀ ମହିଲାକଁର ଘର ପାଶକେ ଯେତକିବେଲେ ଆମ୍ବୁଲାନ୍ସ ନାଇଁ ଯାଇପାରଲା , ସେତକିବେଲେ ଆମ୍ବୁଲାନ୍ସନେ ଥିବାର…